‘ସାର.. ଉଠନ୍ତୁ, ଆମକୁ ପଢ଼େଇବେନି କି..,’ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଗଡ଼ିଲେ ଶିକ୍ଷକ, ଭିଡ଼ିଓ ହେଲା ଭାଇରାଲ

କେନ୍ଦୁଝର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଦ ପିଇ ସ୍କୁଲ ବାରଣ୍ଡାରେ ଗଡ଼ିଲେ ଶିକ୍ଷକ କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଶିକ୍ଷକଙ୍କୁ ସ୍କୁଲର ବାରଣ୍ଡାରେ ମଦ୍ୟପ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ଛାତ୍ରମାନେ ଶିକ୍ଷକଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଚେତା ଫେରି ନଥିଲା। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଶିକ୍ଷକ ନିଶାଗ୍ରସ୍ତ ଅବସ୍ଥାରେ ସ୍କୁଲ ବାରଣ୍ଡାରେ ପଡିଥିବାର … Read more

ରାସ୍ତା ମଝିରେ ସ୍ୱାମୀକୁ ଦରମଲା କଲା ସ୍ତ୍ରୀ, ୧୫ ଟା ଚାପୁଡ଼ା ସାଙ୍ଗକୁ ଚୁଟି ଭିଡ଼ି ସବୁ ଛିଣ୍ଡେଇଦେଲା

ରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା, ସ୍ୱାମୀକୁ ୧୫ ଥର ଚାପୁଡ଼ା ମାରିଲା ସ୍ତ୍ରୀ ଉତ୍ତରପ୍ରଦେଶ: ରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା। ସ୍ୱାମୀଙ୍କୁ ୧୫ ଥର ଚାପୁଡ଼ା ମାରିଲା ସ୍ତ୍ରୀ। ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କ ନିର୍ଯାତନା ଦେଖି ସ୍ତ୍ରୀ ତାଙ୍କୁ ରାସ୍ତା ମଝିରେ ନିଷ୍ଠୁର ଭାବରେ ପିଟିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି। ଲଳିତପୁରର କୋତୱାଲି ସଦର ଅଞ୍ଚଳର ଏଲିଟ୍ କ୍ରସିଂ ନିକଟରେ ଜଣେ ମହିଳାଙ୍କ ରାଗ … Read more

ବଞ୍ଚିଲା ଝିଅର ମଲା କାର୍ଡ ଛାପିଲେ ବାପା, ଗାଁରେ ଦେଲେ ୧୧ ଦିନିଆ ଭୋଜି, କାରଣ ଜାଣିଲେ ଉଡ଼ିଯିବ ହୋସ୍

ବଞ୍ଚି ଥାଉ ଥାଉ ଝିଅର ସୁଦ୍ଧିକ୍ରିୟା କରୁଛି ବାପା। ରାଜସ୍ଥାନ: ଅତ୍ୟନ୍ତ ଦୁଃଖଦ ଖବର। ବଞ୍ଚି ଥାଉ ଥାଉ ଝିଅର ସୁଦ୍ଧିକ୍ରିୟା। ସରିଛି କାର୍ଡ ଛପା ଆଉ ଦିଆ ସରିଛି ଫଟୋରେ ଫୁଲମାଳ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଶୁଦ୍ଧିକ୍ରିୟାର ଆୟୋଜନ କରିଛନ୍ତି ନିଜେ ବାପା। ରାଜସ୍ଥାନ ଭିଲୱାଡା ଜିଲ୍ଲାର ଆସିନ୍ଦ ଉପଖଣ୍ଡର ସାରେରି ଗାଁରେ ଏପରି ଏକ ଅନନ୍ୟ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବାପା ତାଙ୍କ ଜୀବିତ … Read more

୧୦ଟାରେ ଦରମା ୧୦ଟା ୫ରେ ଇସ୍ତଫା… HRଙ୍କ ପୋଷ୍ଟ ପାଲଟିଲା ଚର୍ଚ୍ଚାର ବିଷୟ

ପ୍ରଥମ ଦରମା ମିଳିବାର 5 ମିନିଟ ପରେ ଇସ୍ତଫା ଦେଲେ କର୍ମଚାରୀ । ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ଅନନ୍ୟ ଘଟଣା ଚର୍ଚ୍ଚା ହେଉଛି । ଯେଉଁଠାରେ ଜଣେ କର୍ମଚାରୀ ଯୋଗଦାନ କରିବାର ମାତ୍ର ଗୋଟିଏ ମାସ ପରେ ଏବଂ ପ୍ରଥମ ଦରମା ପାଇବାର ମାତ୍ର 5 ମିନିଟ୍ ପରେ ଇସ୍ତଫା ଦେଇଥିଲେ । ଏହି ଘଟଣାକୁ HR ପ୍ରଫେସନାଲ ପ୍ରିୟବର୍ଷିନୀ M ତାଙ୍କ ଲିଙ୍କଡିନ୍ ପୋଷ୍ଟରେ ସେୟାର କରିଥିଲେ, ଯାହା କିଛି ସମୟ ମଧ୍ୟରେ ଭାଇରାଲ … Read more

ବାପା, ମା’ଙ୍କ ସାମ୍ନାରୁ ବଢ଼ିଲା ଝିଅକୁ ଟେକି ନେଲେ ମାସ୍କ ପିନ୍ଧା ଯୁବକ

ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ । ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା । କପ୍ତିପଦା ଥାନାରେ ଝିଅ ଅପହରଣ ନେଇ ବାପା ମା’ ଏତଲା କରିଥିବା ସୂଚନା । ଘଟଣାକୁ ୩ ଦିନ ବିତିଯାଇଥିବାବେଳେ କପ୍ିପଦା ପୋଲିସ ହାତ ଖାଲି ।

ଦେଶକୁ ବଡ଼ ଉପହାର, ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଦେଶକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ବାଙ୍ଗାଲୁରୁ: ଦେଶକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ … Read more

ଝିଅ ଯାହାକୁ ଦେଇଥିଲା ମନ, ବାପା ଗୁଳିକରି ନେଇଗଲା ତା’ର ଜୀବନ

ଝିଅର ସ୍ୱାମୀକୁ ଗୁଳି କରି ମାରିଲା ବାପା ବିହାର: ଦରଭଙ୍ଗା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଏସସି ନର୍ସିଂ ଛାତ୍ର ରାହୁଲଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ତନୁ ପ୍ରିୟାଙ୍କ ବୟାନ ଅନୁଯାୟୀ, ଆନ୍ତଃଜାତି ବିବାହରେ ରାଗି ତାଙ୍କ ବାପା ପ୍ରେମଶଙ୍କର ଝା ଏହି ଘଟଣା ଘଟାଇଥିଲେ। ତନୁ ପ୍ରିୟାଙ୍କ କହିବା ଅନୁସାରେ, ତାଙ୍କ ବାପା ପ୍ରେମ ଶଙ୍କର ଝା ଡିଏମସିଏଚ୍ ପହଞ୍ଚି ତାଙ୍କ ସ୍ୱାମୀ ରାହୁଲଙ୍କ ଛାତିରେ ଗୁଳି ଚଳାଇଥିଲେ, … Read more

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ରାସ୍ତା ପାର ହେଉଥିବାବେଳେ ଚଢ଼ିଗଲା ଥର

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା ପାର କରୁଥିବାବେଳେ ଝିଅ ଉପରେ ଚଢ଼ିଗଲାଥର। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଓ ପୁଅ ଗୁରୁତର। ଭୁବନେଶ୍ୱରର ପାତ୍ରପଡ଼ା V2 ପାଖରେ ରାସ୍ତା ପାର ହେବାବେଳେ ଧକ୍କା ଦେଲା ଥର ଗାଡ଼ି। ଘଟଣାସ୍ଥଳରେ 8 ବର୍ଷୀୟା ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଓ ପୁଅକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ମାମୁଁଘରକୁ ବଢିବାକୁ ଯାଇଥିଲେ ରାକ୍ଷୀ। ସେଠାରୁ ଘରକୁ ଫେରୁଥିବାବେଳେ ଘଟିଗଲା ଏଭଳି ଦୁର୍ଘଟଣା।

ମଦ ପିଇବାକୁ ଟଙ୍କା ଦେଲାନି ବାପା, କୁରାଢ଼ିରେ ହାଣି ବାପାର ଜୀବନ ନେଲା ପୁଅ

୧୫୦ ଟଙ୍କା ପାଇଁ ବାପାଙ୍କୁ ହତ୍ୟା ଉତ୍ତରପ୍ରଦେଶ: ସାମାନ୍ୟ କେଇଟା ଟଙ୍କା ପାଇଁ ବୁଢ଼ା ବାପାର ଜୀବନ ନେଇଗଲା ପୁଅ। ଉତ୍ତର ପ୍ରଦେଶର ବାଣ୍ଡାରେ ଜଣେ ପୁଅ ମାତ୍ର ୧୫୦ ଟଙ୍କା ପାଇଁ ତାଙ୍କ ବାପାଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ପୁଅ ମଦ ପିଇବା ପାଇଁ ଟଙ୍କା ମାଗୁଥିଲା ଏବଂ ଟଙ୍କା ନପାଇବାରୁ ସେ ତାଙ୍କ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। କୁମ୍ଭାରି ଗାଁର ଗୋଟିଏ ପରିବାରରେ ପୁଅକୁ ଡ୍ରଗ୍ସ ପାଇଁ ଟଙ୍କା ଦରକାର ଥିଲା। … Read more

ଜନ୍ମକଲା ପୁଅ ସାଜିଲା ସଇତାନ, ଜମିବାଡ଼ି ଲୋଭରେ ମା’କୁ ସବୁଦିନ ପାଇଁ ଅଫେରା ରାଇଜକୁ ପଠାଇଦେଲା

ମା’ର ତଣ୍ଟିଚିପି ହତ୍ୟାକଲା ନୃଶଂସ ପୁଅ। ଆସିକା: ପୁଣି ଏକ ଅପରାଧ। ନୃଶଂସତାର ସବୁ ସୀମା ଟପିଲା ଜନ୍ମକଲା ପୁଅ। ସାମାନ୍ୟ ଜମିବାଡ଼ି ପାଇଁ ନିଜ ମା’କୁ ହତ୍ୟା କରିବାକୁ ବି ପଛଘୁଞ୍ଚା ଦେଲାନି ରାକ୍ଷସ ପୁଅ। ଜମିବାଡ଼ି ଲୋଭରେ ଅନ୍ଧ ଥିବା ବଢ଼ିଲା ପୁଅ ସବୁବେଳେ ମାଆ ସହିତ ଝଗଡ଼ା କରୁଥିଲା। ଆଉ ଏହି ଝଗଡ଼ା ଗତକାଲି ଏତେ ଜୋରେ ବଢ଼ିଗଲା ଯେ ଶେଷରେ ମାଆର ତଣ୍ଟିଚିପି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା। ଯେପରି ତା … Read more