ଟଙ୍କା-ସୁନାରେ ହାତ ବି ମାରିଲାନି; 30 ଲିଟର ନଡ଼ିଆ ତେଲ ନେଇ ଫେରାର ହେଲା ଚୋର, ସତ ଜାଣିଲେ ଉଡ଼ିଯିବ ହୋସ୍

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଅଳଙ୍କାର କିମ୍ବା ଟଙ୍କା ନୁହେଁ, ନଡ଼ିଆ ତେଲ ଚୋରି କରି ଫେରାର ହୋଇଛି। କେରଳ: କୋଚି (କେରଳ)ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଅଳଙ୍କାର କିମ୍ବା ଟଙ୍କା ନୁହେଁ, ନଡ଼ିଆ ତେଲ ଚୋରି କରି ଫେରାର ହୋଇଛି। ଏହା ଶୁଣିବାକୁ ଯଦିଓ ଅଜବ ଲାଗୁଛି, କିନ୍ତୁ ଏହି ଚୋରି ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଆଜିକାଲି … Read more

ସ୍ବାମୀ ସହ ସାଲୱାର-ସୁଟ୍ ପିନ୍ଧି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ; ଡ୍ରେସ୍ ଦେଖି ମିଳିଲାନି ଏଣ୍ଟ୍ରି, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ

ନିଜ ଦେଶରେ ନିଜ ପୋଷାକ ପିନ୍ଧିବା କ’ଣ ଅପରାଧ?କିନ୍ତୁ ରାଜଧାନୀ ଦିଲ୍ଲୀରେ, ସାଲୱାର ସୁଟ୍ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁଁ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ । ନୂଆଦିଲ୍ଲୀ: ନିଜ ଦେଶରେ ନିଜ ପୋଷାକ ପିନ୍ଧିବା କ’ଣ ଅପରାଧ? ଆପଣ ମଧ୍ୟ ଭାବୁଥିବେ ଏହା କି ପ୍ରକାରର ପ୍ରଶ୍ନ? କିନ୍ତୁ ରାଜଧାନୀ ଦିଲ୍ଲୀରେ, ସାଲୱାର ସୁଟ୍ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁଁ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ … Read more

ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ବୋମାମାଡ, ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ

ପୁରୀ ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ ।ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ । ପୁରୀ: ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ । ଶୁକ୍ରବାର ଏହି ବୋମାମାଡ ହୋଇଛି । ବାଇକରେ ଆସି ଜାଗାଘର ଉପରକୁ 3 ଦୁର୍ବୃତ୍ତଙ୍କୁ ବୋମାମାଡ଼ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍‌ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରେମିକା ବାହୁରେ ଶୋଇଥିଲେ ନେତା, ଦେଖିଦେଲେ ସ୍ତ୍ରୀ, ଆଉ ତାପରେ…

ଜଣେ ନେତାଙ୍କୁ ତାଙ୍କ ପତ୍ନୀ ତାଙ୍କ ପ୍ରେମିକା ସହିତ ଧରି ଧରିଛନ୍ତି। ମଧ୍ୟପ୍ରଦେଶ: ନେତା କରୁଥିଲେ ରୋମାନ୍ସ। ଲୁଚିକି ଦେଖୁଥିଲେ ସ୍ତ୍ରୀ। ସଠିକ୍ ସମୟରେ ଧରିଲେ। ଆଉ ତାପରେ ବସିଲା ମାଡ଼, ବିଧା, ଗୋଇଠା। ୨ ଘଣ୍ଟା ଧରି ଚାଲିଲା ହାଇଡ୍ରାମା। ପୁଣିଥରେ ମଧ୍ୟପ୍ରଦେଶର ରେୱାରୁ ସ୍ୱାମୀ-ସ୍ତ୍ରୀଙ୍କ ଆଉ ସେର ଏକ ମାମଲା ସାମ୍ନାକୁ ଆସିଛି। ଏଥର ଜଣେ ନେତାଙ୍କୁ ତାଙ୍କ ପତ୍ନୀ ତାଙ୍କ ପ୍ରେମିକା ସହିତ ଧରି ଧରିଛନ୍ତି। ନେତା ଏବଂ ତାଙ୍କ ପ୍ରେମିକା ଫ୍ଲାଟରେ ରୋମାନ୍ସ … Read more

ଭାଇରାଲ ହେବା ନିଶା, ଜୀବନକୁ ବିପଦରେ ପକାଇ କରୁଥିଲେ ରିଲ୍ସ, ଚାଲାଣ କାଟିଦେଲା ପୋଲିସ

ଉତ୍ତରାଖଣ୍ଡର ରୁଡକିରୁ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ: ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଏବେ ଲୋକଙ୍କୁ ଘାରିଛି ରିଲ୍ସ ନିଶା। ସ୍ଥାନ, କାଳ ପାତ୍ର କିଛି ଆଉ ଦେଖାଦେଖି ନାହିଁ। ରିଲ୍ସ ଏମିତି ବାଇଆ କରିଛି ଯାହା ପାଇଁ ଲୋକ ପାଗଳ ହେଉଛନ୍ତି। ଛୋଟ ଠୁ ଆରମ୍ଭ କରି ବଡ଼ ରିଲ୍ସ ମାନିଆ। ଆଜିକାଲି ସୋସିଆଲ ମିଡିଆ ଏବଂ ଇନଷ୍ଟାଗ୍ରାମ ରିଲରେ ଫେମସ୍ ହେବାର କ୍ରେଜ୍ ଏତେ ପ୍ରବଳ ଯେ ସେମାନେ ନିଜ ଜୀବନକୁ ଚିନ୍ତା … Read more

ରାଜଧାନୀରେ ଜଘନ୍ୟ ହତ୍ୟା! ଯୁବକଙ୍କୁ ମାରି ଗଛରେ ଟାଙ୍ଗିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ କରିଛି ଭରତପୁର ପୋଲିସ । ଏଫଆଇଆର୍ ବଦଳାଇବାକୁ ଭରତପୁର ପୋଲିସ ମୃତ ଯୁବକଙ୍କ ସ୍ତ୍ରୀ ଉପରେ ଚାପ ପକାଉଥିବା ଅଭିଯୋଗ ପୁଣି ସାମ୍ନାକୁ ଆସିଛି । ପଣ୍ଡାକୁଦିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ନେଇ ସନ୍ଦେହ ବଢ଼ିଛି । ମୃତକଙ୍କ ସ୍ତ୍ରୀ’ କହିଛନ୍ତି, ସେମାନେ ରହୁଥିବା ବସ୍ତି ଲୋକ ସ୍ୱାମୀଙ୍କୁ ମାରି ଟାଙ୍ଗି ଦେଇଛନ୍ତି । ଗତକାଲି ଯୁବକଜଣକ ମିଶୁଥିବା ବସ୍ତି ଲୋକଙ୍କ ସହ ତାଙ୍କ ଝଗଡ଼ା … Read more

ପଶୁ କ୍ରୁରତାର ସବୁ ସୀମା ପାର୍…25 କୁକୁରକୁ ଗୁଳି ମାରିଦେଲା ଦୁର୍ବୃତ୍ତ, ଗାଁରେ ବୋହିଲା ରକ୍ତର ନଦୀ

ଅଜବ କାରନାମା । ୨୫ଟି କୁକୁରଙ୍କୁ ଗୁଳି କରି ହତ୍ୟା । ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କୁମାୱାସ ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ଶ୍ୟୋଚାନ୍ଦ ବାଭାରିଆ ନାମକ ଜଣେ ବ୍ୟକ୍ତି ଅଗଷ୍ଟ ୨ ଏବଂ ୩ ତାରିଖରେ ତାଙ୍କ ବନ୍ଧୁକରେ ୨୫ ରୁ ଅଧିକ ନିରୀହ କୁକୁରଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ … Read more

ହଠାତ୍ ନିଖୋଜ ହେଲେ 4 ମହିଳା…ଗୋଟିଏ ଘରୁ ମିଳିଲା କଙ୍କାଳ, ୧୦ଟି ମାନବ ହାଡ଼, ଖପୁରୀ ଏବଂ ଦାନ୍ତ…

କେରଳରୁ ହଠାତ୍ ନିଖୋଜ ହୋଇଗଲେ 4 ମହିଳା । ନୂଆଦିଲ୍ଲୀ: ଗତ କୋଡ଼ିଏ ବର୍ଷ ମଧ୍ୟରେ କେରଳରୁ ଚାରି ଜଣ ମହିଳା ନିଖୋଜ ହୋଇଯାଇଛନ୍ତି । ଏହି ମହିଳାଙ୍କ ସନ୍ଧାନ ଚାଲିଥିବା ବେଳେ, ମାମଲାଟି ଏକ ନୂତନ ମୋଡ଼ ନେଇଛି । ପୋଲିସ ସେବାଷ୍ଟିଆନ ନାମକ ଜଣେ 68 ବର୍ଷୀୟ ବ୍ୟକ୍ତିଙ୍କ ଘରୁ କିଛି ମାନବ ହାଡ଼ ଏବଂ ଖପୁରୀ ପାଇଛି । ଏହି ହାଡ଼ଗୁଡ଼ିକ ଜଣେ ମହିଳାଙ୍କର ଏବଂ ଏହି ହାଡ଼ଗୁଡ଼ିକରେ ଜଙ୍ଘ ହାଡ଼ ମଧ୍ୟ ଅନ୍ତର୍ଭୁକ୍ତ … Read more

‘Go Back To India…’ ଆୟରଲ୍ୟାଣ୍ଡରେ 6 ବର୍ଷର ଭାରତୀୟ ଝିଅକୁ ଆକ୍ରମଣ, ଚୁଟି ଟାଣି ମୁଥ ମାରିବା ସହ ପ୍ରାଇଭେଟ୍ ପାର୍ଟକୁ ପିଟିଲେ

ଆୟରଲ୍ୟାଣ୍ଡରେ ଭାରତୀୟଙ୍କୁ ଆକ୍ରମଣ । ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ସଦ୍ୟତମ ଶିକାର ଜଣେ ଭାରତୀୟ ବଂଶୋଦ୍ଭବ ଛଅ ବର୍ଷର ଝିଅ । କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ, ସେତେବେଳେ 12 ରୁ 14 ବର୍ଷ ବୟସର ପିଲାମାନଙ୍କର ଏକ ଦଳ ତାଙ୍କ ଉପରେ ଆକ୍ରମଣ କରିଥିଲା। ସେମାନେ ତାଙ୍କୁ ‘ଅପରିଷ୍କାର’ ବୋଲି କହିଥିଲେ ଏବଂ ଭାରତ ଫେରିଯାଓ ବୋଲି କହିଥିଲେ । ଝିଅଟିର ମାଆ … Read more

Videoରେ ଦେଖନ୍ତୁ ରୋଡ ରୋମିଓଙ୍କ କୀର୍ତ୍ତି: ଯୁବତୀଙ୍କ ଆଗରେ ପ୍ୟାଣ୍ଟ ଖୋଲି ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ….

ଭିଡିଓ କରି ଦୁଃଖ ବଖାଣିଲେ ମଡେଲ୍ । ଯୁବକ ହସ୍ତ ମୈଥୁନ କରୁଥିବାର ଭିଡିଓ ଭାଇରାଲ । ଗୁରୁଗ୍ରାମ: ଗୁରୁଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ମହିଳାମାନଙ୍କ ପାଇଁ ଆଜିକାଲି କୌଣସି ଜାଗା ସୁରକ୍ଷିତ ନୁହେଁ । ଯୁବତୀ ଜଣକ ଜୟପୁରରୁ ଗୁରୁଗ୍ରାମ ଆସୁଥିଲେ । ରାଜୀବ ଚୌକରେ ଯୁବତୀ ଜଣକ କ୍ୟାବକୁ ଅପେକ୍ଷା କରିଥିବାବେଳେ ତାଙ୍କ ସହ ଏକ ଅଜବ ଘଟଣା ଘଟିଥିବା ସେ ସୋସିଆଲ ମିଡିଆରେ ଭିଡିଓ କରି କହିଛନ୍ତି । … Read more