‘ମୋତେ ଏହି ବିଷୟରେ କିଛି ଜଣା ନାହିଁ..’, ଭାରତ ସତ କହିବାରୁ ଚମକି ପଡ଼ିଲେ ଟ୍ରମ୍ପ

ମୋତେ କିଛି ଜଣା ନାହିଁ ବୋଲି ଏମିତି କାହିଁକି କହିଲେ ଟ୍ରମ୍ପ ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ କିଛି ଜଣା ନାହିଁ ଯେ, ଆମେରିକା ୟୁରାନିୟମ୍ ଏବଂ ସାର ରୁଷଠାରୁ କିଣୁଛି । ଏହି ଦାବି ଭାରତ ମସ୍କୋ ସହ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ କରିଥିଲା । ଯେତେବେଳେ ଭାରତ ଦାବି କରିଥିଲା ଯେ, ୱାଶିଂଟନ ରୁଷ … Read more

Airtelର ନୂଆଁ ରିଚାର୍ଜ ପ୍ଲାନ୍‌, 1 ଟଙ୍କାରେ 14GB ଡାଟା… ଅନଲିମିଟେଡ୍ 5GB

ନୂତନ ପ୍ରିପେଡ୍ ଯୋଜନାରେ ମାତ୍ର 1 ଟଙ୍କା ଅଧିକ ଖର୍ଚ୍ଚ କରି 14GB ଅତିରିକ୍ତ ଡାଟା ପ୍ରଦାନ କରୁଛି। ନୂଆଦିଲ୍ଲୀ: ଏୟାରଟେଲ୍ ଏହାର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂତନ ରିଚାର୍ଜ ଯୋଜନା ଲଞ୍ଚ କରିଛି, ଯେଉଁଥିରେ ଅସୀମିତ କଲିଂ ଏବଂ ଡାଟା ସହିତ ଅସୀମିତ 5G ପ୍ରଦାନ କରାଯାଉଛି। ଏୟାରଟେଲ୍ ଏହି ନୂତନ ପ୍ରିପେଡ୍ ଯୋଜନାରେ ମାତ୍ର 1 ଟଙ୍କା ଅଧିକ ଖର୍ଚ୍ଚ କରି 14GB ଅତିରିକ୍ତ ଡାଟା ପ୍ରଦାନ କରୁଛି। ଏୟାରଟେଲ୍‌ର ଏହି ନୂତନ … Read more

କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା 2-2 ଟା ଜୀବନ

କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଟ୍ରକ| ପାଟନା: କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା 2-2 ଟା ଜୀବନ। ମଙ୍ଗଳବାର ସକାଳେ ବିହାରର ରାଜଧାନୀ ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାଟନାର ବୈରିଆ ବସ୍ ଷ୍ଟାଣ୍ଡ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଭକ୍ତଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଭକ୍ତ ଗୌରୀଚକ ଥାନା ଅଞ୍ଚଳର ଚିପୁରା କଳା ଗାଁର ବାସିନ୍ଦା। … Read more

ପ୍ରଥମେ ସ୍ୱାମୀର ପେଟକୁ ଚିରିଲା, ତା’ପରେ ଏସିଡ୍ ଢାଳି ପୋଡ଼ିଦେଲା

ପିଶାଚୀନି ସ୍ତ୍ରୀ, ସ୍ୱାମୀର ପେଟକୁ ଚିରି ଏସିଡ୍ ଢାଳି ପୋଡ଼ିଦେଲା ଉତ୍ତରପ୍ରଦେଶ: ପିଶାଚୀନି ସ୍ତ୍ରୀ, ସ୍ୱାମୀର ପେଟକୁ ଚିରି ଏସିଡ୍ ଢାଳି ପୋଡ଼ିଦେଲା। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ତ୍ରୀ ତା ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି। ଏସିଡ ପକେଇ ପୋଡ଼ିଦେଲା: ମୃତକଙ୍କ ନାମ ୟୁସୁଫ୍ ଖାନ(୨୯)। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ପତ୍ନୀ ତବାସୁମ୍ ଏବଂ ତାଙ୍କ ପ୍ରେମିକ ଦାନିଶ୍ ମିଶି ୟୁସୁଫ୍‌ଙ୍କ … Read more

‘ମୋତେ ମୋବାଇଲ ଦିଅ’…ମନା କରିଦେଲା ମାଆ, ପାହାଡ଼ରୁ ଡେଇଁ ୧୬ ବର୍ଷର ପୁଅ କଲା ଆତ୍ମହତ୍ୟା

ମୋବାଇଲ ପାଇଁଁ ଜୀବନ ହାରିଲା ନାବାଳକ ପୁଅ । ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ପୋଲିସ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ 16 ବର୍ଷୀୟ ବାଳକ ତାଙ୍କ ପରିବାର ଦ୍ୱାରା ତାଙ୍କୁ ମୋବାଇଲ୍ ଫୋନ୍ କିଣିବାକୁ ମନା କରାଯିବାରୁ ସେ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ମନା କରିବାରୁ ସେ ରାଗିଯାଇ ପାହାଡରୁ ଡେଇଁ ପଡିଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ … Read more

ଦାଦା ସହ ଝିଆରୀ ହେଲା ଫେରାର, ତାପରେ କଲା ବିବାହ…ଫେରିବା ପରେ ଉଭୟଙ୍କୁ ଅପହରଣ, CCTVରେ କଏଦ ହେଲା ଦୃଶ୍ୟ

ଦାଦା ଓ ଝିଆରୀ ଘରୁ ପଳାଇ ବିବାହ କରିବା ପଡ଼ିଲା ମହଙ୍ଗା । ଫେରିବାପରେ ଉଭୟଙ୍କୁ ସ୍ପଷ୍ଟ ଦିବାଲୋକରେ କରାଗଲା ଅପହରଣ । ଭୋପାଳ: ଦାଦା ଓ ଝିଆରୀ ଘରୁ ପଳାଇ ବିବାହ କରିବା ପଡ଼ିଲା ମହଙ୍ଗା । ଫେରିବାପରେ ଉଭୟଙ୍କୁ ସ୍ପଷ୍ଟ ଦିବାଲୋକରେ କରାଗଲା ଅପହରଣ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ହରଦା ଅଞ୍ଚଳରେ । ତେବେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା । ପରେ ଜଣା ପଡ଼ିଥିଲା ଯେ, ଏହି ଅପହରଣ ଅନ୍ୟ … Read more

ସ୍କୁଲରେ ପରୀକ୍ଷା ଦେଇପାରିଲାନି 10 ବର୍ଷର ଝିଅ; ଭୟରେ ଭିଡିଓ ଦେଖି କଲା ନିଜର କିଡନାପ୍, ଏପରି ଖୋଲିଲା ରହସ୍ୟ|

ରେୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୦ ବର୍ଷୀୟା ଝିଅଟି ମୋବାଇଲରେ ଭିଡିଓ ଦେଖି ନିଜ ଅପହରଣର ମିଛ କାହାଣୀ ରଚନା କରିଥିଲା। ମଧ୍ୟପ୍ରଦେଶ: ରେୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୦ ବର୍ଷୀୟା ଝିଅଟି ମୋବାଇଲରେ ଭିଡିଓ ଦେଖି ନିଜ ଅପହରଣର ମିଛ କାହାଣୀ ରଚନା କରିଥିଲା। କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ଯ । ଝିଅଟି ସ୍କୁଲରେ କୌଣସି କାରଣରୁ ପରୀକ୍ଷା … Read more

ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ

ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ। ଖଣ୍ଡିଆଦଣ୍ଡା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପିପିଲି ବାଇପାସରେ ଦେଖିବାକୁ ମିଳିଛି ଏକ କ୍ଷତାକ୍ତ ମୃତଦେହ। ଏସବୁ କିଏ କରିଛି, କାହିଁକି କରିଛି ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ରାସ୍ତା ମଝିରେ ମୃତଦେହ ପଡ଼ିଥିବାରୁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଏହାକୁ ନେଇ ଏବେ ପୋଲିସ ଛାନଭିନ ଆରମ୍ଭ କରିଛି।

ଇନଷ୍ଟାଗ୍ରାମ ଲଞ୍ଚ କରିବାକୁ ଯାଉଛି ନୂଆ Tool, ଏଣିକି କ୍ରିଏଟର୍ସଙ୍କୁ ମିଳିବ ଏହି ଫାଇଦା, ଜାଣନ୍ତୁ କେମିତି

ନୂଆ Tool ଲଞ୍ଚ କଲା ଇନଷ୍ଟାଗ୍ରାମ! ଜାଣନ୍ତୁ କେଉଁ ଫାଇଦା ମିଳିବ କ୍ରିଏଟର୍ସଙ୍କୁ| ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ନୂଆ ଆନାଲିଟିକ୍ସ ଫିଚର୍ସ ଜାରି କରିଛି, ଏହା ଦ୍ୱାରା ଏହା ଜାଣିବାକୁ ସହଜ ହେବ ଯେ, ତାଙ୍କର କେଉଁ ପୋଷ୍ଟ କେତେ ପ୍ରଭାବଶାଳୀ ଏବଂ କାହିଁକି । ମେଟାର ଏହି ପ୍ଲାଟଫର୍ମ କହିଛି ଯେ, ଏହି ଅପଡେଟ୍ କ୍ରିଏଟର୍ସଙ୍କୁ ୟୁଜର୍ସଙ୍କ ଗତିବିଧିକୁ ଜାଣିବାର ସୁଯୋଗ ଦେବ । ଯେପରିକି କେଉଁ ସମୟ, କେଉଁ ଟାଇପ୍‌ର ଏନଗେଜ୍‌ମେଣ୍ଟ … Read more

ହାତ ଛାଡ଼ିଦେଲା ପ୍ରେମିକ, ଟଙ୍କା ଦିଅ ଘରେ ନଚେତ ଭିଡିଓ ଦେଖାଇଦେବି କହି ପ୍ରେମିକାକୁ ଗ୍ୟାଙ୍ଗରେପ୍‌, ଫେରାର ମାରିଲା ବୟଫ୍ରେଣ୍ଡ

ଯୁବତୀ ଜଣକ କହିଛନ୍ତି ଯେ ସେ ଜୁଲାଇ ୨୬ ତାରିଖରେ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିଲେ। ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର କାନପୁରରୁ ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ବୁଲିବାକୁ ଯିବା ବେଳେ ହୋଇଛନ୍ତି ଦୁଷ୍କର୍ମର ଶିକାର। ଦୁହେଁ ଏକ ସ୍ଥାନରେ ଏକାଠି ବସିଥିଲେ। ଦୁଇଜଣ ଯୁବକ ସେମାନଙ୍କର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ତା’ପରେ ସେମାନେ ଭିଡିଓ ଦେଖାଇ କହିଥିଲେ ଟଙ୍କା ଦିଅ ନଚେତ ଏହାକୁ ତୁମ ଘରେ … Read more