ଶିକ୍ଷକ ମୋବାଇଲ ଛଡ଼ାଇବାରୁ ଛାତ୍ରୀର ମୁଣ୍ଡକୁ ଚଢିଗଲା ରାଗ, ଟିଚରଙ୍କ ୧୧ ମାସର ପୁଅକୁ ମାରିଦେଲା ଜୀବନରୁ

ଶିକ୍ଷକଙ୍କୁ ଛାତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇବା ପଡ଼ିଲା ମହଙ୍ଗା, ଶିକ୍ଷକଙ୍କର ୧୧ ମାସ ଶିଶୁକୁ ମାରିଦେଲା ଜୀବନରୁ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଏକ ମଦ୍ରାସାରେ ପଢ଼ୁଥିବା ଜଣେ ନାବାଳିକା ନିଜ ଶିକ୍ଷକଙ୍କର ୧୧ ମାସର ପୁଅକୁ ହତ୍ୟା କରି ଶିକ୍ଷକଙ୍କଠାରୁ ପ୍ରତିଶୋଧ ନେଇଛି। ଅଭିଯୋଗ ହୋଇଛି ଯେ, ଝିଅଟି ଏହି ଜଘନ୍ୟ ଅପରାଧ କରିଛି କାରଣ ଶିକ୍ଷକ ତା’ଠାରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ତାଙ୍କୁ ମାଡ଼ … Read more

ବିଭତ୍ସ ହତ୍ୟା; ଜନ୍ମାଷ୍ଟମୀ ରାତିରେ ହତ୍ୟା, ଟ୍ରଙ୍କରେ ଲୁଚାଇଲା ମୃତଦେହ, କଳିଯୁଗର କଂସ ମାମୁଁ…

ରାଜସ୍ଥାନର ହନୁମାନଗଡ଼ ସହରରେ ଲୋମଟାଙ୍କୁରା ଭଳି ହତ୍ୟାକାଣ୍ଡ। ରାଜସ୍ଥାନ: କୃଷ୍ଣଙ୍କ ଜନ୍ମଦିନରେ ଜଘନ୍ୟ ହତ୍ୟାକାଣ୍ଡ। ୯ ବର୍ଷର ଝିଅକୁ ବିଭତ୍ସ ହତ୍ୟା। ରାଜସ୍ଥାନର ହନୁମାନଗଡ଼ ସହରରେ ଲୋମଟାଙ୍କୁରା ଭଳି ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ମାମୁଁ। ସିନ୍ଧୁକ ଭିତରେ ମୃତଦେହ ଲୁଚାଇଥିଲା ମାମୁଁ। ଗନ୍ଧ ହେବାରୁ ପୋଲିସ ସିନ୍ଧୁକ ଖୋଲିଥିଲା। ଯାହା ଦେଖିଥିଲା ହତବାକ୍ ହୋଇଯାଇଥିଲା। ରାଜସ୍ଥାନର ହନୁମାନଗଡ଼ ସହରରେ ଏକ ନଅ ବର୍ଷୀୟ ଝିଅର ବିଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜନ୍ମାଷ୍ଟମୀ ସନ୍ଧ୍ୟାରେ ଝିଅଟି ନିଖୋଜ … Read more

ପ୍ରେମିକା ଏବଂ ତା’ ୭ ବର୍ଷର ଛୁଆକୁ ମାରି ଗଛରେ ଟାଙ୍ଗିଦେଲା ପ୍ରେମିକ, ପୋଲିସ ଯାଞ୍ଚରେ ଏମିତି ଜଣାପଡ଼ିଲା ସବୁ ସତ

ଜହ୍ଲାଦ ସାଜିଲା ପ୍ରେମିକ, ପ୍ରେମିକା ଏବଂ ତା’ ଛୁଆକୁ ମାରି ଗଛରେ ଟାଙ୍ଗିଦେଲା ନୂଆଦିଲ୍ଲୀ: ବିହାରର ସୀତାଗଢୀ ଜିଲ୍ଲାର ଏକ ଭୟଙ୍କର ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ରକ୍ ଡ୍ରାଇଭର ନିଜ ପ୍ରେମିକା ଏବଂ ତାଙ୍କ ଝିଅକୁ ମାରିଦେଇଛି। ହତ୍ୟାର ୫ ଦିନ ପରେ ପୋଲିସ ଏହାର ପର୍ଦ୍ଦାଫାସ୍ କରିଛି। ସିମ୍ କାର୍ଡ ଖୋଲିଦେଲା ଗୁମର: ୧୨ ଅଗଷ୍ଟରେ ପଟଦୌରା ଗାଁର ଏକ ବଗିଚାରେ ଥିବା ଗଛରେ ଜଣେ ୩୫ ବର୍ଷୀୟ ମହିଳା ଏବଂ ୭ … Read more

କଳିଯୁଗର ଫଟା ରସିକ: ସାବତ ଝିଅ ସହ ରାତି କାଟିଲା ବାପା, ୮ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଅନ୍ୟ ଝିଅ ମଥାରେ ଦେଲା ସିନ୍ଦୁର

କର୍ଣ୍ଣାଟକରେ ଯୁବକଙ୍କ ଜଘନ୍ୟ କାଣ୍ଡ । ଗର୍ଭବତୀ ସ୍ତ୍ରୀକୁ ପିଟିଲେ ଶାଶୂଘର ଲୋକ । ମିଛ ପ୍ରତିଶ୍ରୁତି ଦେଇ ଫେରାର୍ ମାରିଲା ଲମ୍ପଟ ସ୍ୱାମୀ । ବେଙ୍ଗଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଜଣେ ବିଧବା ମହିଳାଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ ଦେଇଛନ୍ତି ଯାହାଙ୍କର ଏକ ଝିଅ ମଧ୍ୟ ଅଛି। ତା’ପରେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ସେ ବିବାହ ପଞ୍ଜିକରଣ ମଧ୍ୟ କରାଇଥିଲେ, … Read more

ବନ୍ଦ ପଡ଼ିଥିବା LIC ପଲିସିକୁ ପୁଣିଥରେ ଚାଲୁ କରିବାର ସୁବର୍ଣ୍ଣ ସୁଯୋଗ, ସରକାରୀ କମ୍ପାନୀ ଆରମ୍ଭ କରିଲେ ଏହି ବିଶେଷ ଅଭିଯାନ

ବନ୍ଦ ପଡ଼ିଥିବା ଜୀବନ ବୀମା ପଲିସିକୁ ପୁଣିଥରେ କରିପାରିବେ ଚାଲୁ, ଜାଣନ୍ତୁ କେମିତି ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ, ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସୋମବାର ଏକ ବଡ଼ ଘୋଷଣା କରିଛି। Public Sectorର ଏଲଆଇସି କହିଛି ଯେ, ଏହା ବନ୍ଦ ହୋଇଥିବା ବ୍ୟକ୍ତିଗତ ବୀମା ପଲିସିକୁ ପୁନଃ ଆରମ୍ଭ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଏହି ସ୍ୱତନ୍ତ୍ର ଅଭିଯାନ ଗୋଟିଏ ମାସ ପାଇଁ ଚାଲିବ। ବନ୍ଦ ହୋଇଥିବା ବୀମା ପଲିସିକୁ … Read more

ମୋତେ ବାଟ ଛାଡ଼ ନହେଲେ ମଡ଼େଇ ଦେବ… ମହିଳା ପୋଲିସ ମାଡାମଙ୍କୁ ୧୨୦ ମିଟର ଘୋଷାରି ନେଲା ମଦୁଆ ଅଟୋବାଲା

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ମଦୁଆ ଅଟୋବାଲାକୁ ରୋକିବାକୁ ଯାଇ ପୋଲିସ ମାଡାମ ହଟହଟା । ପୁଣେ: ମହାରାଷ୍ଟ୍ର ସତରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ପିଇ ମାତାଲ ଅଟୋ ରିସ୍କା ଡ୍ରାଇଭର ଜଣେ ମହିଳା ପୋଲିସଙ୍କୁ ଗାଡ଼ିରେ ଘୋଷାଡ଼ି ନେଇଥିବା ଖବର ସାମ୍ନାକୁ ଆସିଛି । ସୋମବାର ମହିଳା ପୋଲିସ ଜଣକ ଅଟୋ ଡ୍ରାଇଭରଙ୍କୁ ଖନ୍ଦୋବା ମଲ ପାଖରେ ଅଟକାଇବାକୁ ଚେଷ୍ଟା କଲେ । ଅଟୋ ରଖିବା ବଦଳରେ ଡ୍ରାଇଭର … Read more

 ରୋହିତ ଶର୍ମାଙ୍କୁ କାହିଁକି ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିବା ଆବଶ୍ୟକ, ଅମ୍ବାତୀ ରାୟୁଡୁ କହିଲେ କାରଣ

ରୋହିତ ଶର୍ମାଙ୍କୁ ଆହୁରି ଖେଳିବା ଆବଶ୍ୟକ, ଜାଣନ୍ତୁ କାହିଁକି ନୂଆଦିଲ୍ଲୀ: ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇସାରିଛନ୍ତି। ବର୍ତ୍ତମାନ ସେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବେ ବୋଲି ଖୁବ ଚର୍ଚ୍ଚା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇବା ପରେ ରୋହିତ ହିଣ୍ଟ ଦେଇଥିଲେ ଯେ, ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିପାରନ୍ତି। ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ରୋହିତ ଶର୍ମା ୪୦ ବର୍ଷର ହୋଇଯାଇଥିବେ, ଏଥିରେ ତାଙ୍କର ଫିଟନେସ ଉପରେ ମଧ୍ୟ ସିଲେକ୍ଟର୍ସଙ୍କ … Read more

ରଣବୀରଙ୍କ ବିଗ ବଜେଟ ସିନେମା ସୁଟିଂ, ହଠାତ୍ 100 ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି, କାହିଁକି ଘଟିଲା ଏତେ ବଡ଼ ଦୁର୍ଘଟଣା…

ଫିଲ୍ମ ୟୁନିଟର କର୍ମଚାରୀମାନେ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ, ଯେତେବେଳେ ହଠାତ୍ ସେମାନଙ୍କ ମଧ୍ୟରୁ ଅନେକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା, ବାନ୍ତି ଏବଂ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା। ଓଡ଼ିଶା ଭାସ୍କର: ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର’ ସେଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫିଲ୍ମର ସୁଟିଂ ଲଦାଖରେ ଚାଲିଥିଲା ଏବଂ ସେହି ସମୟରେ ସଦସ୍ୟମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଛନ୍ତି। ଏପରି ପରିସ୍ଥିତିରେ ୟୁନିଟର 100 ରୁ ଅଧିକ ସଦସ୍ୟଙ୍କୁ ଲେହର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। … Read more

୫ ବର୍ଷର ଝିଅକୁ କୋଳରେ ଧରି ୩ ମହଲା ଛାତରୁ ଡେଇଁ ପଡ଼ିଲା ମା’, ନାବାଳିକା ମୃତ, ମା’…

ସ୍ୱାମୀ-ସ୍ତ୍ରୀ ଝଗଡ଼ାର କରୁଣ ପରିଣତି। ରାଜସ୍ଥାନ: ନିଜ ଛୁଆକୁ କୋଳରେ ଧରି ତିନି ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଲେ ମହିଳା। ଫଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁବରଣ କରିଥିବା ପିଲାଟିର ନାମ ପ୍ରିୟାଂଶୀ ବୟସ ୫ ବର୍ଷ। ସେପଟେ ମାଆଙ୍କ ନାମ ମଞ୍ଜୁ ମୀନା, ଯାହାଙ୍କ ବୟସ ୩୨ ବର୍ଷ। ସେ ରାଜସ୍ଥାନର ଜୟପୁରରେ ରହୁଥିଲେ। ଘଟଣା ପରେ ମହିଳାଙ୍କ ଭାଇ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଉପରେ … Read more

ଭଣଜା ସହିତ ଫେରାର ମହିଳା, ଦୁର୍ଘଟଣା ପରେ ହାତ ଛାଡ଼ିଲା ଆଶିକ୍…ଏବେ ସ୍ବାମୀକୁ ଭୁଲ୍ ମାଗି ହେଉଛି କାକୁତି ମିନତି

ସବୁ ଲାଜ ସରମ ଛାଡ଼ି ଭଣଜା ସହ ଫେରାର ହେଉଥିଲା ମହିଳା । ଅଧାବାଟରେ ଦୁର୍ଘଟଣା ହେବାରୁ ମାଇଁର ହାତ ଛାଡ଼ି ପଳାଇଲା ଭଣଜା । ମଧ୍ୟପ୍ରେଦଶ: ସବୁ ଲାଜ ସରମ ଛାଡ଼ି ଭଣଜା ସହ ଫେରାର ହେଉଥିଲା ମହିଳା । ଅଧାବାଟରେ ଦୁର୍ଘଟଣା ହେବାରୁ ମାଇଁର ହାତ ଛାଡ଼ିଦେଲା ଭଣଜା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାରେ । ଏଠାରେ ଜଣେ ମହିଳା ତାଙ୍କ ଭଣଜା ସହିତ ଘରୁ ଲୁଚି ପଳାଉଥିବା … Read more