8th Pay Comission କୁ ନେଇ ବଡ଼ ଖବର, କେନ୍ଦ୍ରୀୟ ସରକାରୀ କର୍ମଚାରୀ ହେବେ ମାଲାମାଲ୍, କେମିତି ଜାଣନ୍ତୁ ଡିଟେଲ୍ସ….

କେନ୍ଦ୍ର ସରକାର ସଂସଦରେ ଏହି ବିଳମ୍ବର କାରଣ ସ୍ପଷ୍ଟ ଭାବରେ କହିଛନ୍ତି। ଓଡ଼ିଶା ଭାସ୍କର: ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଗଠନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଏବେ କେନ୍ଦ୍ର ସରକାର ସଂସଦରେ ଏହି ବିଳମ୍ବର କାରଣ ସ୍ପଷ୍ଟ ଭାବରେ କହିଛନ୍ତି। ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ … Read more

ଭୁବନେଶ୍ବରରେ କେବେ ଗଡ଼ିବ ମେଟ୍ରୋ? ଆସିଲା ବଡ଼ ଖବର…

ରାଜ୍ୟରେ କେବେ ଗଡ଼ିବ ମେଟ୍ରୋ ? ତାକୁ ନେଇ ଆସିଲା ବଡ଼ ଖବର । ଭୁବନେଶ୍ବର: ରାଜ୍ୟରେ କେବେ ଗଡ଼ିବ ମେଟ୍ରୋ ? ତାକୁ ନେଇ ଆସିଲା ବଡ଼ ଖବର । ଭୁବନେଶ୍ବରରେ ନୂଆ ଡିଜାଇନରେ ମେଟ୍ରୋ ପ୍ରକଳ୍ପ ହେବା ନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, “କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ । ଏଥିପାଇଁ ନୂଆ ବୈଷୟିକ କମିଟି ଗଠନ କରାଯିବ । ଏହି କମିଟି ମେଟ୍ରୋ ଚାଲୁଥିବା … Read more

RBI’s new rule: RBI ଆଣିଲା ନୂଆ ନିୟମ, ଏଣିକି କିଛି ଘଣ୍ଟା ଭିତରେ କ୍ଲିୟର ହେବ Cheque…ଏହି ଦିନଠୁ ହେବ ଲାଗୁ

ଏଣିକି ଚେକ୍ କ୍ଲିୟର ପାଇଁ ଆଉ ବେଶି ସମୟ କରିବାକୁ ପଡିବନି ଅପେକ୍ଷା । ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ୟାଙ୍କରେ ଏକ ଚେକ୍ ଜମା କଲେ ତାକୁ କ୍ଲିୟର ହେବା ପାଇଁ ପ୍ରାୟତଃ 2 ଦିନ ଲାଗେ । କିନ୍ତୁ ଏବେ ଏହି ସମସ୍ୟା ଶେଷ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) 4 ଅକ୍ଟୋବର, 2025 ରୁ ଚେକ୍ କ୍ଲିୟରିଂର ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଆପଣଙ୍କର ଚେକ୍ କିଛି ଘଣ୍ଟା … Read more

ପର ପୁରୁଷ ସାଙ୍ଗରେ ରାତିକାଟିବା ଥିଲା ଝିଅର ସଉକ! ଲୋକ ଲଜ୍ଜାକୁ ସହି ନ ପାରି ଝିଅକୁ ହାଣି ଟିକ୍ ଟିକ୍ କଲା ବାପ

ଝିଅକୁ ମାରି ୨ ଖଣ୍ଡ କଲା ବାପା । ଝିଅର କାମ ଜାଣିଲେ ଉଡ଼ିଯିବ ହୋସ୍  ହାଥରସ୍: ଉତ୍ତର ପ୍ରଦେଶ ହାଥରସରେ ଘଟିଯାଇଛି ଜଘନ୍ୟ କାଣ୍ଡ । ଲୋକ ଲଜ୍ଜା ପାଇଁ ଜଣେ ବୁଢ଼ା ବାପା ତା’ ଝିଅକୁ କାଟି ୨ ଖଣ୍ଡ କରି କେନାଲରେ ଫିଙ୍ଗି ଦେଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମଙ୍ଗଳବାର ଦିନ ଏ ଜଘନ୍ୟ ହତ୍ୟାକାଣ୍ଡ ଉପରକୁ ପର୍ଦ୍ଦା ହଟାଇଛନ୍ତି ସ୍ଥାନୀୟ ଏସପି । ୧୦ ତାରିଖ … Read more

43000 ଟଙ୍କା କମିଗଲା ଏହି ବ୍ରାଣ୍ଡେଡ ତଥା ଦମଦାର ଫୋନ, ଜଲଦି କିଣି ନିଅନ୍ତୁ, ନହେଲେ କହିବେ ହାତରେ ଥିଲା ଖସିଗଲା…

ଏହି ଫୋନ୍ ବର୍ତ୍ତମାନ Flipkart ର ଫ୍ରିଡମ୍ ସେଲର ଏକ ଅଂଶ।  ଗୁଗୁଲ୍ ଏହାର ପରବର୍ତ୍ତୀ ପିଢ଼ିର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ Pixel 10 Pro Foldକୁ ଅଗଷ୍ଟ 21, 2025ରେ ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହି ଲଞ୍ଚ ପୂର୍ବରୁ Flipkart ଗତ ବର୍ଷର Pixel 9 Pro Fold 5G ମଡେଲ୍ ଉପରେ ଏକ ବଡ଼ ରିହାତି ଘୋଷଣା କରିଛି। ଏହି ଫୋନ୍ ବର୍ତ୍ତମାନ Flipkart ର ଫ୍ରିଡମ୍ ସେଲର ଏକ ଅଂଶ ଯେଉଁଥିରେ … Read more

SBIରୁ ୫୫ ଲକ୍ଷ ଟଙ୍କାର ହୋମଲୋନ ଆଣିଲେ, ୨୦ ବର୍ଷ ପାଇଁ କେତେ ହେବ EMI, କେତେ ସୁଝିବେ ସୁଧ

୨୦ ବର୍ଷ ପାଇଁ ଏସବିଆଇରୁ ହୋମ ଲୋନ ଆଣିଲେ, କେତେ ପଡ଼ିବ ସୁଧ, ଜାଣନ୍ତୁ ଡିଟେଲ୍ସ ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ୭.୫୦ ପ୍ରତିଶତର ସୁଧ ଦରରେ ହୋମ ଲୋନ ଅଫର କରୁଛି। ଆରମ୍ଭ ଦରରେ ହୋମଲୋନ ଶାନଦାର ସିଭିଲ ସ୍କୋର ଗ୍ରାହକଙ୍କୁ ଅଫର କରାଯାଇଥାଏ। ହୋମ ଲୋନ ଆପଣଙ୍କ ବୟସ, ରୋଜଗାର ଏବଂ ସିଭିଲ ସ୍କୋର ଆଧାରରେ ହିଁ ଦିଆଯାଇଥାଏ। ହୋମ ଲୋନ ପାଇଁ ଅପ୍ଲାଏ କରିବା ପୂର୍ବରୁ ନିଜର ସିଭିଲ ସ୍କୋର ମଜବୁତ କରନ୍ତୁ। … Read more

PM Viksit Bharat Yojana: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା; ଯୁବକଙ୍କୁ ମିଳିବ ୧୫୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସ୍ବାଧୀନତା ଦିବସରେ ଯୁବକମାନଙ୍କ ପାଇଁ ନୂତନ ପ୍ରଧାନମନ୍ତ୍ରୀ ବିକାଶଶୀଳ ଭାରତ ଯୋଜନା ଆରମ୍ଭ କରିବାର ଘୋଷଣା କରିଛନ୍ତି ମୋଦୀ। ଯେଉଁଥିରେ ଯୁବକଙ୍କୁ ମିଳିବ ୧୫୦୦୦ ଟଙ୍କା । ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଦ୍ବାରା କୋଟି କୋଟି ଭାରତୀୟ ଯୁବକ ଉପକୃତ ହେବେ … Read more

ଚିପି ଦେଲେ ତଣ୍ଟି, ମହିଳାଙ୍କୁ ଟାଣି ଫୋପାଡ଼ି ଦେଲେ, ସୀମା ଟପିଲା ପୋଲିସର ବର୍ବରତା

ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଉତ୍ତରପ୍ରଦେଶ: ତଣ୍ଟି ଧରି ଚିପି ଦେଲେ, ହାତ ଭିଡ଼ି ଘୋଷାଡ଼ି ଆଣି ଫୋପାଡ଼ି ଦେଲେ। ଏଭଳି ଥିଲା ପୋଲିସର ବର୍ବରତା। ପୁରୁଷ ତ ପୁରୁଷ ମହିଳାଙ୍କୁ ମଧ୍ୟ ଛାଡ଼ିଲେନି ପୋଲିସ। ସୀମା ପାର କଲା ପୋଲିସ ବର୍ବରତା। ଅତି ଅମାନୁଷିକ ଭାବେ ତଣ୍ଟି ଧରି ଚିପି ଦେଲା ପୋଲିସ। ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦେଖିବାକୁ ମିଳିଛି ଏହି ଘଟଣା। ଘଣ୍ଟା ଘଣ୍ଟା … Read more

ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ, ଆଲୋଚନା ସତ୍ତ୍ବେ ଯୁଦ୍ଧବିରତି ପାଇଁ ବାହାରିଲାନି ନିଷ୍କର୍ସ

ପାଖାପାଖି ତିନି ବର୍ଷ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ବିରତି ଲାଗିବା ନେଇ ଯେଉଁ ଆଶା କରାଯାଉଥିଲା, ସେଥିରେ ସହମତି ହୋଇପାରିନାହିଁ । ନୂଆଦିଲ୍ଲୀ: ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ଗୋଟିଏ ମଞ୍ଚରେ ଦୁଇ ମହାଶକ୍ତି ଯଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚାଲିଥିଲା ବୈଠକ । ଆଲାସ୍କାରେ ତିନି ଘଣ୍ଟା ଧରି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି … Read more

ହାତରେ ପୋଡ଼ା ଦାଗ, ରାତି ୨ଟାରେ ଟନେଲରେ କିପରି ପହଞ୍ଚିଲା ଯୁବକଙ୍କ ଶବ

ଟନେଲରେ ଶବକୁ ଦେଖି RPFର ମୁଣ୍ଡ ବୁଲାଇଲାଣି। କୋଲକାତା: ଦେହରେ ରହିଛି କଳା ଟି-ସାର୍ଟ ଓ ନୀଳ ଜିନ୍ସ ପ୍ୟାଣ୍ଟ ଏବଂ ଡାହାଣ ହାତରେ ରହିଛି ପୋଡ଼ା ଦାଗ। ଗୁରୁବାର ଦିନ ବିଳମ୍ୱିତ ରାତିରେ ପାର୍କ ଷ୍ଟ୍ରିଟ୍ ମେଟ୍ରୋ ଷ୍ଟେସନ୍ ନିକଟରୁ ମିଳିଥିବା ଜଣେ ଯୁବକଙ୍କ ମୃତଦେହ ଅନେକ ଅସମାହିତ ପ୍ରଶ୍ନ ଛାଡ଼ି ଯାଇଛି। ପ୍ରକୃତରେ ଘଟଣା କ’ଣ ଘଟିଛି? ଯୁବକ ଜଣକ କିଏ? ତାଙ୍କର ମୃତ୍ୟୁ କିପରି ହେଲା? ଆଉ ସବୁଠୁ ବଡ଼ କଥା ଯୁବକଙ୍କ ମୃତଦେହ … Read more