ପିଶାଚୀ ସ୍ତ୍ରୀ; ତଣ୍ଟି ଚିପି ସ୍ୱାମୀର ନେଲା ଜୀବନ, ପାରିବାରିକ କଳହ ପରେ ହତ୍ୟା

ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଛି। ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ। ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ … Read more

ପ୍ରେମିକ ସହ ଲୁଚିଲୁଚି ଖେଳ କରୁଥିଲା ବିଧବା ମାଆ, ପୁଅ ଦେଖି ଦେବାରୁ ଗଳା କାଟି ହତ୍ୟା

ମାଆର ଅବୈଧ ସମ୍ପର୍କ ପାଇଁ ଚାଲିଗଲା ପୁଅର ଜୀବନ । ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀରେ ଦୁଇ ବର୍ଷ ପୂର୍ବେ ଦୁଇ ସନ୍ତାନର ମାଆଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କର ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୋମବାର ରାତିରେ ମହିଳାଙ୍କ ପ୍ରେମିକ ତାଙ୍କ ନିର୍ଦ୍ଦୋଷ ପୁଅକୁ ହତ୍ୟା କରିଥିଲା । ମାମଲାଟି ରାମନଗର ଥାନା ଅଞ୍ଚଳର ମାଛରହଟ୍ଟା ଅଞ୍ଚଳର । ଅବୈଧ ସମ୍ପର୍କ ଦେଖିବାରୁ ପୁଅକୁ ହତ୍ୟା- ପୋଲିସ ସିସି … Read more

‘ଆମେ ପୋଲିସ, ଚାଲ ଆମ ସହ…’, ମିଛ କହି ଦୁଇ ନାବାଳିକାଙ୍କୁ ଟେକିନେଲେ, ତା’ପରେ ସାନ ଭଉଣୀ ସାମ୍ନାରେ ବଡ ଭଉଣୀକୁ…

ପୋଲିସର ପରିଚୟ ଦେଇ ସାନ ଭଉଣୀ ସାମ୍ନାରେ ବଡ଼ ଭଉଣୀକୁ ଗଣଦୁଷ୍କର୍ମ ଝାଡ଼ଖଣ୍ଡ: ପୋଲିସର ପରିଚୟ ଦେଇ ଦୁଇ ଭଉଣୀକୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁଇଜଣ ରାକ୍ଷସ। ଝାଡ଼ଖଣ୍ଡର ପାଲାମୁରୁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗୋଟିଏ ପଟେ, ଝାଡ଼ଖଣ୍ଡରେ ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୈୟା ସମ୍ମାନ ଯୋଜନା ଭଳି ମହତ୍ୱାକାଂକ୍ଷୀ ଯୋଜନା ଚଲାଉଛି। ଯାହା ଅଧୀନରେ 18 ରୁ 50 ବର୍ଷ ବୟସର ମହିଳାଙ୍କୁ ପ୍ରତି ମାସରେ 2500 ଆର୍ଥିକ ସହାୟତା ଦିଆଯାଉଛି। ଅନ୍ୟପଟେ, … Read more

7 ରୁ 13 ବର୍ଷର ଝିଅଙ୍କ ସହିତ ଝଗଡା ପରେ ଆତ୍ମହତ୍ୟା କଲା ମାଆ, ଦେଖୁଥିଲେ ନିରୀହ ଛୁଆ

ଦୁଇ ଝିଅ ସାମ୍ନାରେ ମାଆର ଆତ୍ମହତ୍ୟା । ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମା’ ତାଙ୍କ ଦୁଇ ନିର୍ଦ୍ଦୋଷ ଝିଅଙ୍କ ସମ୍ମୁଖରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା କେବଳ ପରିବାରକୁ ନୁହେଁ ବରଂ ସମଗ୍ର ଅଞ୍ଚଳକୁ ଆଚମ୍ବିତ କରିଛି । ମୃତ ପୂଜା ସୋନକର, ଯିଏ ଦେଢ଼ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ୧୩ … Read more

ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀଙ୍କୁ ଟେକିନେଲେ! ଛକରେ ପଡ଼ିଛି ସାଇକେଲ…

ଦିଗପହଣ୍ଡି: ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀ ନିଖୋଜ ଖବର ସାମ୍ନାକୁ ଆସିଛି । ଘର ଲୋକ ଏ ନେଇ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଇ ଫେରି ନାହାନ୍ତି ଛାତ୍ରୀ । ଗାଁ ଛକରେ ପଡ଼ିଛି ଛାତ୍ରୀଙ୍କ ସାଇକେଲ । ସ୍ଥାନୀରେ ପୋଲିସ ଷ୍ଟେଶନରେ ଅଭିଯୋଗ ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଛାତ୍ରୀଙ୍କୁ ଖୋଜିବାରେ ଳାଗିପଡ଼ିଥିବା ସୂଚନା । ସେପଟେ ପୋଲିସ କଲେଜରେ ପହଞ୍ଚି … Read more

ତ୍ରିକୋଣୀୟ ପ୍ରେମ: ୩୦ ବର୍ଷର ବନ୍ଧୁତାରେ ଲାଗିଲା ରକ୍ତ ଛିଟା, ଜାଣନ୍ତୁ କିଏ ବଞ୍ଚିଲା.. କିଏ ମଲା

ତ୍ରିକୋଣୀୟ ପ୍ରେମ କାହାଣୀ ନେଲା ଭୟଙ୍କର ରୂପ ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଏଠାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପିଲାଦିନର ବନ୍ଧୁ ହତ୍ୟା କରିଛନ୍ତି ଏବଂ ହତ୍ୟା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 30 ବର୍ଷର ବନ୍ଧୁତା ଗୋଟିଏ ମିନିଟ୍‌ରେ ଶେଷ ହୋଇଯାଇଛି। ହତ୍ୟାର କାରଣ ଥିଲା ପୀଡିତଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ। 39 ବର୍ଷୀୟ ବିଜୟ କୁମାର ଏବଂ ତାଙ୍କ ପିଲାଦିନର ବନ୍ଧୁ ଧନଞ୍ଜୟ, ଯିଏ ‘ଜୟ’ … Read more

ପୁଣି ଆତ୍ମହତ୍ୟା; ଘରୁ ମିଳିଲା ନବମ ଶ୍ରେଣୀ ଝିଅର ଝୁଲନ୍ତା ମୃତଦେହ

ପଟ୍ଟାମୁଣ୍ଡାଇ: ନବମ ଶ୍ରେଣୀ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପଟ୍ଟାମୁଣ୍ଡାଇଠାରେ ଘଟିଯାଇଛି ଏଭଳି ଘଟଣା। ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ହୋଇଥିବାବେଳେ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ତାଙ୍କ ମୃତଦେହ। ଏହା ହତ୍ୟା କି ଆତ୍ମହତ୍ୟା, ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ ସେସବୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘରୁ ଉଦ୍ଧାର କରାଯାଇଛି ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ … Read more

ବୁର୍ଲାରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ବିଜେପୁର ଥାନା ଭାଟିଗାଓଁର। ସମ୍ବଲପୁର: ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ କରୁଥିଲେ। ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି ହେଲେ ରୋଗୀ। ଗତକାଲି ନିଜ ତଣ୍ଟି କାଟି ଜୀବନ ହାରିବା ପାଇଁ କରିଥିଲେ ଉଦ୍ୟମ। କାଲି ଇଏନଟିରେ ଭର୍ତ୍ତି ହୋଇଥିଲେ, ପରେ ସର୍ଜରୀ ୱାର୍ଡ ପଠାଯାଇଥିଲା। ଆଜି କେଉଁ ପରିସ୍ଥିତିରେ ରୋଗୀ ପ୍ରଥମ ମହଲାରୁ ଯାଇଁ ଡେଇଁଲେ କାରଣ ଅସ୍ପଷ୍ଟ। ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ବିଜେପୁର ଥାନା … Read more

ରାତିରେ ପାଟି ଖୋଲି ଶୋଉଥିଲେ ସାବଧାନ! ଏହି ରୋଗର ହୋଇପାରେ ଲକ୍ଷଣ

ପାଟି ଖୋଲା କରି ଶୋଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇପାରେ । ନୂଆଦିଲ୍ଲୀ: ବେଳେବେଳେ ପାଟି ଖୋଲାକରି ଶୋଇବା ଲୋକଙ୍କ ଅଭ୍ୟାସ ହୋଇଯାଏ । କିନ୍ତୁ ଏହା କେବଳ ଏକ ଅଭ୍ୟାସ ନୁହେଁ, ବରଂ କୌଣସି ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ । ସାଧାରଣତଃ ଆମେ ଶୋଇବା ସମୟରେ ନାକ ଦେଇ ନିଶ୍ୱାସ ନେବା ଉଚିତ । କିନ୍ତୁ ଯଦି ନାକ ବନ୍ଦ ହୋଇଯାଏ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୁଏ, ତେବେ … Read more

ଅଭିନୟ ଦୁନିଆରୁ ଭାଙ୍ଗିଲେ ମୋହ, ସନ୍ନ୍ୟାସୀ ବନିଲେ ଅଭିନେତ୍ରୀ, ଏବେ ଭିକ୍ଷ ମାଗି ପୋଷୁଛନ୍ତି ପେଟ

ଅଭିନୟ ଛାଡ଼ିଲେ ଆଧ୍ୟତ୍ମିକ ରାସ୍ତା ଆପଣେଇଲେ ମୁମ୍ବାଇ: ଅଭିନୟ ଦୁନିଆରେ ପାଦ ରଖିବା ବଡ଼ କଠିନ୍ କାମ । ଯାହାର ଅନେକ ଉଦାହରଣ ଅନେକ ଅଭିନେତ୍ରୀ ମଧ୍ୟ ଦେଇଛନ୍ତି । ଅନେକ କଳାକାର ଏପରି ଅଛନ୍ତି ଅନେକ ପରିଶ୍ରମ ପରେ ମନୋରଞ୍ଜନ ଦୁନିଆରେ ନିଜ ଛାପ ଛାଡ଼ିଛନ୍ତି । ଏତେ ସଂଘର୍ଷ ପରେ ଯେଉଁ ପରିଚୟ ହାସଲ କରିଥାନ୍ତି ତାକୁ ହରାଇବାକୁ କଳାକାରମାନେ ସାଧାରଣତଃ ଡ଼ରନ୍ତି । ହେଲେ କିଛି ଏପରି ମଧ୍ୟ କଳାକାର ଅଉନ୍ତି ଯିଏ ସବୁ … Read more