କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା ଥାଳିରେ ଭୁଲ୍‌ରେ ବି ନିଅନ୍ତୁନି ଏହି ଜିନିଷ

ଉତ୍ତର ପ୍ରଦେଶ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ । ଏବେ କାଶୀରେ ଆଉ ପଶିପାରିବନି ପ୍ଲାଷ୍ଟିକ । ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ । କାଶୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏନେଇ ମନ୍ଦିର ଟ୍ରଷ୍ଟ ୧୦ ଅଗଷ୍ଟ,୨୦୨୫ ରୁ ମନ୍ଦିର ପରିସରରେ ସମସ୍ତ ପ୍ରକାରର ପ୍ଲାଷ୍ଟିକ୍ ଜିନିଷକୁ ନିଷେଧ ଘୋଷଣା କରିଛି। ଏଥିସହ ଭକ୍ତଙ୍କ ପୂଜା … Read more

ନିଷ୍ଠୁରତାର ସବୁ ସୀମା ପାର, ୩ ମାସର ଦରମା ମାଗିବାରୁ ରାଗିଗଲେ ମାଲିକ, ଚୋରି ଅଭିଯୋଗରେ କର୍ମଚାରୀଙ୍କୁ ନିଦ୍ଧୁର୍ମ ପିଟିଲେ

ଜଣେ ଯୁବକ ଫୋନ୍‌ରେ ଘଟଣାଟି କଏଦ କରିଥିଲେ। ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମେରଠରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କୁକୁଡ଼ା ବ୍ୟବସାୟୀ ତାଙ୍କ ଦୁଇ କର୍ମଚାରୀଙ୍କ ସହ ଅତି ନିର୍ମମ ବ୍ୟବହାର କରିଛନ୍ତି। କୁକୁଡ଼ା ବ୍ୟବସାୟୀ ତାଙ୍କ ଉଭୟ କର୍ମଚାରୀଙ୍କୁ ବନ୍ଧକ ରଖି ବେଲ୍ଟରେ ନିଷ୍ଠୁର ଭାବରେ ପିଟିଛନ୍ତି। ଏହି ମାମଲା ଲିସାଡି ଗେଟ୍ ଥାନା ଅଞ୍ଚଳର ରିପୋର୍ଟ କରାଯାଉଛି। ବ୍ୟବସାୟୀ କର୍ମଚାରୀମାନଙ୍କୁ ବନ୍ଧକ ରଖି ପିଟିଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ … Read more

ବିଷୟ ଜାଣିଲେ ଛାତି ଥରି ଉଠିବ…ଯବାନ ବାପାକୁ ଇଚ୍ଛା ଥିଲା ପୁଅ, ସେଥିପାଇଁ ବର୍ଷକର ଝିଅକୁ ବିଷ ବିସ୍କୁଟ ଦେଇ ମାରିଦେଲା

ବର୍ଷକର ଝିଅକୁ ହତ୍ୟା କଲା ବାପା । ନୂଆଦିଲ୍ଲୀ: ତ୍ରିପୁରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଖୋୱାଇରେ ଜଣେ ଯବାନ ତାଙ୍କ ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ଆସିଛି । ଝିଅର ମାଆ ଏବେ ତାଙ୍କ ସ୍ୱାମୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । କନ୍ୟା ହତ୍ୟାର ଏହି ଅତ୍ୟନ୍ତ ଚିନ୍ତାଜନକ ମାମଲାରେ, ତ୍ରିପୁରା ଷ୍ଟେଟ୍ ରାଇଫଲ୍ସ (ଟିଏସଆର)ର ଜଣେ ଯବାନ ତାଙ୍କ ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିଥିବା … Read more

ଅଲାଜୁକ ପୁଅ, ନିଶାରେ ମା’ ସହ କରୁଥିଲା ଏଭଳି କାମ, ରାଗରେ ମା’ ଲିଭେଇଦେଲା ପୁଅର ଜୀବନ ଦୀପ

ମା’ ବର୍ଷ ବର୍ଷ ଧରି ତାଙ୍କ ପୁଅର ଘୃଣ୍ୟ କାର୍ଯ୍ୟକୁ ଚୁପଚାପ୍ ସହ୍ୟ କରି ଆସୁଥିଲେ। ଉତ୍ତର ପ୍ରଦେଶ: ମା’ ପୁଅର ସମ୍ପର୍କ ପବିତ୍ର। ହେଲେ ଏହି ପବିତ୍ର ସମ୍ପର୍କକୁ ଅପବିତ୍ର କରିଥିଲା ନିଶାଗ୍ରସ୍ତ ପୁଅ। ନିଶାରେ ମା’ ସହ ଯାହା କରୁଥିଲା ତାକୁ ହୁଏତ ଆପଣ ଭାବିଲେ ମଧ୍ୟ ବିଶ୍ୱାସ କରିପାରିବେନି। ପୁଅର ଏଭଳି କଦର୍ଯ୍ୟ ବ୍ୟବହାରକୁ ଲୋକଲଜ୍ଜା ଭୟରେ କାହାକୁ କହିପାରୁନଥିଲା ମା’। ହେଲେ ଦେହ ସୁଖ ନେବା ପାଇଁ ରାକ୍ଷାସ ପାଲଟି ଯାଇଥିଲା ମା’। … Read more

ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ ଷଡଯନ୍ତ୍ର, ଶାଶୁକୁ ୧୯ ଖଣ୍ଡ କରିଥିଲା ଜ୍ୱାଇଁ, କଟା ମୁଣ୍ଡରୁ ଥରାପଡ଼ିଲା ହତ୍ୟାକାଣ୍ଡର ରହସ୍ୟ

ଜ୍ୱାଇଁ ଡକ୍ଟର ରାମଚନ୍ଦ୍ରପ୍ପା ଏସ୍‌ଙ୍କ ସହ ତାଙ୍କର ୨ ସାଥୀଙ୍କୁ ମଧ୍ୟ ବାନ୍ଧିଛି ପୋଲିସ। କର୍ଣ୍ଣାଟକ: କର୍ଣ୍ଣାଟକର ତୁମକରୁ ଜିଲ୍ଲାରେ ଖବର ପୋଲିସକୁ ଆଶ୍ଚର୍ଯ୍ୟ କରିଛି। ରାସ୍ତାରୁ ପୋଲିସ ୭ଟି କଳା ପଲିଥିନ୍ ବ୍ୟାଗ୍ ଜବତ କରିଛି। ଏହି ବ୍ୟାଗରେ ଜଣେ ମହିଳାଙ୍କ ମୁଣ୍ଡ ସହ ଶରୀର ୧୯ ଖଣ୍ଡ ମାସଂ ଟୁକଡ଼ା ଥିଲା। ଏସବୁ ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା। କୋରାଟାଗେରେ ଚର୍ଚ୍ଚିତ ଲକ୍ଷ୍ମୀଦେବୀ ହତ୍ୟାକାଣ୍ଡ ସତ ସାମ୍ନାକୁ ଆଣିଛି ପୋଲିସ। ଏହି ହତ୍ୟାକାଣ୍ଡର … Read more

ବେଡରେ ଲୁଚିଥିଲା କିନ୍ନରଙ୍କ ଶବ, ୪ ଦିନ ହେବ ଘରେ ଶଢ଼ୁଥିଲା ମୃତଦେହ, ପୁଅରୁ ଝିଅ ହେବା ପାଇଁ କରିଥିଲେ ଅସ୍ତ୍ରୋପଚାର

କାଜଲ ମୈନପୁରୀର କିଶାନୀ ଥାନା ଅଞ୍ଚଳର ଧରମଙ୍ଗଦପୁର ଗାଁର ବାସିନ୍ଦା ଥିଲେ। କାନପୁର: କାନପୁରର ହନୁମନ୍ତ ବିହାର ଅଞ୍ଚଳରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି। ଜଣେ ୨୫ ବର୍ଷୀୟ କିନ୍ନର କାଜଲ ଏବଂ ତାଙ୍କ ୧୨ ବର୍ଷୀୟ ପାଳିତ ଭାଇ ଦେବଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। କାଜଲ ମୈନପୁରୀର କିଶାନୀ ଥାନା ଅଞ୍ଚଳର ଧରମଙ୍ଗଦପୁର ଗାଁର ବାସିନ୍ଦା ଥିଲେ। ତାଙ୍କ ମାଆ ଗୁଡ୍ଡି କହିଛନ୍ତି ଯେ କାଜଲ ଜଣେ କିନ୍ନର ଥିଲେ … Read more

ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଜାଳି ମାରିଦେବା ଘଟଣା: ୩ ଅଟକ

ବରଗଡ଼: ବରଗଡ଼ ଫିରିଙ୍ଗିମାଲ ଗାଁରେ ନାବାଳିକା ପୋଡ଼ି ମାମଲାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜରିଆ ଟିମର ଖୋଳତାଡ଼ । ନାବାଳିକାଙ୍କ ୨ ଜଣ ସମ୍ପର୍କୀୟ ଏବଂ ପେଟ୍ରୋଲ ଦେଇଥିବା ଦୋକାନୀଙ୍କୁ ପଚରାଉଚରା କରୁଚି ପୋଲିସ । ସେପଟେ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାଣଙ୍କୁ ସମାଲୋଚନା କରିଛନ୍ତି । ଗତକାଲି ୮ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଶୌଚ ଯିବା ସମୟରେ ଆଉ ଜଣେ … Read more

ମୋଦି କ୍ୟାବିନେଟରେ 4 ନୂଆ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ, ବ୍ୟୟ ହେବ ୪ ହଜାର ୬ ଶହ କୋଟି

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ଭୁବନେଶ୍ବର: ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌  । କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସାରା ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ମଞ୍ଜୁରୀ ମିଳିଛି । ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ୪ ହଜାର ୬ ଶହ କୋଟି ବ୍ୟୟ … Read more

କାନାଡ଼ାରେ ଭାରତୀୟଙ୍କୁ କଳା କହିଲେ, ଜୀବନରୁ ମାରିଦେବାକୁ ଦେଲେ ଧମକ

ଦମ୍ପତିଙ୍କୁ ଜାତିଗତ ଆକ୍ରମଣ କରାଯାଇଥିଲା। କାନାଡ଼ା: କାନାଡ଼ାରେ ଭାରତୀ ବଂଶୋଦ୍ଭବ ଦମ୍ପତିଙ୍କୁ ଦୁର୍ବ୍ୟବହାର। ଏଠାର ପିଟରବରୋ ସହରରେ ଭାତରୀୟ ଦମ୍ପତିଙ୍କୁ ଦୁର୍ବବହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।ଘଟଣା ୨୯ ଜୁଲାଇ ୨୦୨୫ରେ ଘଟିଥିଲା। ଲେସଡାଉନ ପ୍ଲେସ ମଲ୍ ପାର୍କିଂରେ ଥିବା କିଛି ଯୁବକ ଭାରତୀ ଦମ୍ପତିଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ସହ ଦମ୍ପତିଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳିଥିଲା। ଘଟଣାର ପୁରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାରତୀୟ ଦମ୍ପତି କହିଲେ ଘଟଣା … Read more

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ; 3ଦିନ ପ୍ରବଳ ବର୍ଷିବ, 40 କିମି ବେଗରେ ବହିବ ପବନ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା  ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା  ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ  ତତ୍ ତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟିର 48 ଘଣ୍ଟାରେ ଅଧିକ ଘନୀଭୂତ ହେବ … Read more