ପ୍ରକାଶ ପାଇଲା OCS ୨୦୨୩ ମେନ୍ ରେଜଲ୍ଟ, ୮୦୬ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୩ ଓସିଏସ୍ ମେନ ପରୀକ୍ଷା ଫଳ । ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳାଙ୍କୁ ମିଳିଛି ସଫଳତା । ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଇଣ୍ଟରଭ୍ୟୁ । ଓଡ଼ିଶା ପବ୍ଲିକ କମିଶନ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ମେନ ରିଟିନ ଏଗଜାମ୍ ଏପ୍ରିଲ ୧୯ରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ହେବପା ସହ ମେ ୧୪ରେ ମଧ୍ୟ ପରୀକ୍ଷା ଦେଇଥିଲେ ଆଶାୟୀ । ମେନ୍ ଏଗଜାମରେ ମୋଟ ୮୦୬ … Read more

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସମୀକ୍ଷା, ରାସ୍ତା ପାଇଁ କାହିଁକି ଖର୍ଚ୍ଚ ହେଉଛି 3469.94 କୋଟି?

ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ। ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ । ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ। ସଡକ ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ରକ୍ଷଣା ବେକ୍ଷଣ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଓଡ଼ିଶା ଭାସ୍କର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା … Read more

ଓ୍ବେଷ୍ଟର୍ଣ୍ଣ ରେଳବାଇରେ ୨୮୬୫ ପଦବୀରେ ହେବ ନିଯୁକ୍ତି, ଏହି ତାରିଖରୁ କରିପାରିବେ ଆବେଦନ

ସରକାରୀ ଚାକିରି ପାଇବାର ନିଯୁକ୍ତି ସୁଯୋଗ । ନୂଆଦିଲ୍ଲୀ: ଯଦି ଆପଣ ରେଳବାଇରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ପଶ୍ଚିମ ରେଳବାଇର ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଏକ ବଡ଼ ନିଯୁକ୍ତି କରାଯାଇଛି । ଏହି ନିଯୁକ୍ତି ଶିକ୍ଷାର୍ଥୀତା ଅଧୀନରେ କରାଯିବ । ଏଥିପାଇଁ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଆବେଦନ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପଶ୍ଚିମ ରେଳବାଇର ଏହି … Read more

Big Breaking: ଆସନ୍ତା 31ରେ ହେବନି ସ୍ପେଶାଲ OTET, ସୂଚନା ଜାରି କଲା BSE

OTET ସ୍ଥଗିତ ନେଇ ସୂଚନା ଜାରି କଲା BSE ଭୁବନେଶ୍ବର: ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ପରୀକ୍ଷା ଆଉ ହେବ ନାହିଁ । OTET ସ୍ଥଗିତ ନେଇ BSE ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଛି । ତେବେ ପୁଣିଥରେ କେବେ ଓଟିଇଟି ପରୀକ୍ଷା ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । … Read more

ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ: ୩୦ ଏକର ଜମି ଚିହ୍ନଟ

କଟକ ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ।ଏଥିପାଇଁ ୩୦ ଏକର ଜମି ଚିହ୍ନଟ କରାଯାଇ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ଵର: ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି । ଏଥିପାଇଁ ୩୦ ଏକର ଜମି ଚିହ୍ନଟ କରାଯାଇ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଙ୍ଗେଶ୍ବର … Read more

ଭାରତ ଫେରିଲା ଲୋକପ୍ରିୟ ଚାଇନା ଆପ୍ TikTok, ଖୋଲୁଛି ଓ୍ୱେବ୍ ସାଇଟ୍, ୟୁଜରଙ୍କ ମଧ୍ୟରେ ଉତ୍ସାହ!

ଭାରତ ଫେରିଲା ଟିକଟକ୍! ନୂଆଦିଲ୍ଲୀ: ଭାରତରେ ଅନବ୍ଲକ ହେଲା ଟିକଟକ୍ ଓ୍ୱେବସାଇଟ୍। ୫ ବର୍ଷ ପରେ ଅନବ୍ଲକ ହେଲା ଓ୍ୱେବସାଇଟ୍। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକଟକ୍ କୁ ବ୍ୟାନ୍ କରିଥିଲେ ସରକାର। ଚୀନ ବିଦେଶ ମନ୍ତ୍ରୀଙ୍କ ଗସ୍ତ ପରେ ଟିକଟକ୍ ଓ୍ୱେବସାଇଟ୍ ଅନବ୍ଲକ୍ ହୋଇଥିବା କୁହାଯାଉଛି। ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର ବଢ଼ାଇବାକୁ ଏହି ସହମତି ହୋଇଛି। ୫ ବର୍ଷ ପୂର୍ବେ ଭାରତରେ ପ୍ରତିବନ୍ଧିତ ହୋଇଥିବା ଚୀନର ଛୋଟ ଭିଡିଓ ଆପ୍ TikTok ପୁଣିଥରେ ଖବରରେ ରହିଛି। କିଛି … Read more

ଆଜି ସପ୍ତପୁରୀ ଅମାବାସ୍ୟାରେ ଏହି ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ଏହି ରାଶି ରୁହନ୍ତୁ ସତର୍କ

ଆଜି ଶନିବାର ଭାଦ୍ରପଦ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି। ଅମାବାସ୍ୟା ତିଥି ଆଜି ଦିନ ୧୧:୩୭ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ କେଉଁ ରାଶିକୁ ଆଜି ଶୁଭ ଫଳ ମିଳିବ ଏବଂ କେଉଁ ରାଶି ରହିବେ ସତର୍କ ।  ଆଜି ଶନିବାର ଭାଦ୍ରପଦ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି। ଅମାବାସ୍ୟା ତିଥି ଆଜି ଦିନ ୧୧:୩୭ ପର୍ଯ୍ୟନ୍ତ ରହିବ। ଏହା ପରେ ପ୍ରତିପଦ ତିଥି ଆରମ୍ଭ ହେବ। ଆଜି ପରିଧ ଯୋଗ ଅପରାହ୍ନ ୧:୨୦ ପର୍ଯ୍ୟନ୍ତ ରହିବ। ଏହା … Read more

ଅଧ ରାତିରେ ବାଦଲଫଟା ବର୍ଷା, ଘର ଭିତରକୁ ପଶି ଆସିଲା ବନ୍ୟା ଜଳ, ଗାଁରେ ପ୍ରଳୟ, ମାଟି ତଳେ ଚାପି ହୋଇଗଲେ ଲୋକେ

ପୁଣି ଆତଙ୍କ ମଚାଇଲା ବାଦଲଫଟା ବର୍ଷା। ଉତ୍ତରାଖଣ୍ଡ: ଅଧ ରାତିରେ ବାଦଲ ଫାଟିଲା। ଲୋକଙ୍କ ଘରେ ଭଗ୍ନାବଶେଷ ପଶିଲା। ଆଉ ସେହି ଭଗ୍ନାବଶେଷ ତଳେ ଦାବି ହୋଇଗଲେ ଲୋକେ। ହଁ ପୁଣି ଅଧ ରାତିରେ ବାଦଲ ଫଟା ବର୍ଷା। ଚମୋଲି ଥରାଲିରେ ବାଦଲଫଟା ବର୍ଷା। ବାଦଲଫଟା ବର୍ଷା ପରେ ଅନେକ ଲୋକ ପ୍ରଭାବିତ। ଦୁଇ ଜଣ ବ୍ୟକ୍ତି ମାଟିତଳେ ଦବିଥିବା ସୂଚନା। ଉଦ୍ଧାର ପାଇଁ NDRF ଟିମ୍ ନିୟୋଜିତ। ଉତ୍ତରାଖଣ୍ଡର ଚମୋଲିର ଥରାଲିରୁ ବାଦଲ ଫଟା ବର୍ଷାର ଖବର … Read more

ପୁଣି ଶ୍ରୀମନ୍ଦିରେ ଉପରକୁ ଚଢ଼ିବାକୁ ଉଦ୍ୟମ, ଚଢ଼ିଲା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ

ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରାଜ୍ୟ ବାହାରୁ ଆସିଥିବା ଭକ୍ତ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ। ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ। ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ। ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି। ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ … Read more

ଲଗାଣ ବର୍ଷାରେ ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଗେଟ୍‌

ବୁର୍ଲାରେ ୬୭ ମିମି, ହୀରାକୁଦରେ ୬୫ ମିମି ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳସ୍ତର ୬୧୭.୩୩ ଫୁଟ୍ ରହିଛି। ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ଜଳସ୍ତର। ବୁର୍ଲାରେ ୬୭ ମିମି, ହୀରାକୁଦରେ ୬୫ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଏଭଳି ଆଗକୁ ଲାଗି ରହିଲେ ଖୋଲିବ ହୀରାକୁଦ ଗେଟ୍‌। ଛଡ଼ାଯିବ ବନ୍ୟାପାଣି। ଆହୁରି ପଢନ୍ତୁ ଉପରମୁଣ୍ଡରେ ବି ବର୍ଷା ଳାଗି ରହିଛି ଯାହା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ … Read more