“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ…ଦେଖନ୍ତୁ ଭିଢିଓ

ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଭୁନି ଟୋଲ ପ୍ଲାଜାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ ଏବେ ବେଶ … Read more

ମହଙ୍ଗା ପଡ଼ିଲା ଗୀତ ଗାଇବା ସୋଉକ୍, ଫେରଓ୍ୱେଲ୍ ପାର୍ଟିରେ ଗୀତ ଗାଇ ଚାକିରିରୁ ନିଲମ୍ୱିତ ହେଲେ ତହସିଲଦାର୍

ଅଫିସରେ ସରକାରୀ ବାବୁଙ୍କ ଗୀତ ନିଶା। ବଲିଉଡ୍ ଗୀତ ଗାଇ ଚାକିରିରୁ ବିଦା ହେଲେ ତହସିଲଦାର। ମହାରାଷ୍ଟ୍ର: ଗୀତ ଗାଇବାକୁ କାହାକୁ ବା ଭଲ ନଲାଗେ। କେହି ସିଙ୍ଗର ନହେଲେ ବି ସବୁବେଳେ ଗୀତ ଗୁଣୁଗୁଣାଉଥାନ୍ତି। ହେଲେ ଏଠି ଗୀତ ଗାଇବା ଜଣେ ତହସିଲଦାରଙ୍କୁ ମହଙ୍ଗା ପଡିଛି। ଅଫିସରେ ଗୀତ ଗାଇ ଚାକିରିରୁ ହାତ ଧୋଇବାକୁ ପଡିଛି। ମହାରାଷ୍ଟ୍ରରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସରକାରୀ କାର୍ଯ୍ୟାଳୟରେ ଗୀତ ଗାଇବା ପାଇଁ ରେଣାପୁର ତହସିଲଦାର ପ୍ରଶାନ୍ତ … Read more

ଟୋକାକୁ ଆମକୁ ଦିଅ, ଥାନାକୁ ନିଅନି, ଫେରାର ପ୍ରେମୀଯୁଗଳଙ୍କୁ ନେଇ ଲଙ୍କା କାଣ୍ଡ… ହଟହଟା ପୋଲିସ

୫ ଦିନ ତଳେ ପୁଅ-ଝିଅ ଫେରାର୍ ହୋଇଯାଇଥିଲେ। କଣ୍ଟାବାଞ୍ଜି: ଘରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଧରିଲା ପୋଲିସ। ହେଲେ ପ୍ରେମୀକକୁ ମାଡ଼ ମାରିବା ପାଇଁ ପୋଲିସ- ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ୍ ମୁହାଁମୁହିଁ ହୋଇଛନ୍ତି। ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି ପରସ୍ଥିତି ଉପୁଜିଛି। ୫ ଦିନ ତଳେ ପୁଅ-ଝିଅ ଫେରାର୍ ହୋଇଯାଇଥିଲେ। ଏନେଇ ଥାନାରେ ଝିଅ ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ। … Read more

ଲାଲ ଟ୍ରକ୍ ସହ ଧକ୍କା, ବାଇକ୍‌ରେ ପତ୍ନୀଙ୍କ ମୃତଦେହ… ଭାଇରାଲ୍ ଭିଡିଓର ରହସ୍ୟ ଖୋଲିଲା AI, 700 କିମି ଦୂରରୁ ଅଭିଯୁକ୍ତ ଗିରଫ

ଏବେ ପୋଲିସ ନୁହେଁ, ଅପରାଧୀଙ୍କୁ ଧରୁଛି AI । ଲାଲ ଟ୍ରକ୍ ସହ ଧକ୍କା, ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୁହା ହେବା ଘଟଣାରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁମ୍ବାଇ: ନାଗପୁର-ଜବଲପୁର ହାଇୱେରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର ଶେଷରେ ଖୋଲିଲା ରହସ୍ୟ। ଏହି ମାମଲାରେ ଫେରାର ଟ୍ରକ୍ ଡ୍ରାଇଭରକୁ 700 କିଲୋମିଟର ଦୂର ଉତ୍ତର ପ୍ରଦେଶରୁ କରାଯାଇଛି ଗିରଫ । ଅଭିଯୁକ୍ତ ଡ୍ରାଇଭରଙ୍କ ନାମ ହେଉଛି ସତ୍ୟପାଲ ରାଜେନ୍ଦ୍ର,  ଯିଏ ଉତ୍ତର ପ୍ରଦେଶର ଫାରୁଖାବାଦର … Read more

ସାବଧାନ! ପିଏମ କିଷାନ ନାଁରେ ବଡଧରଣର ଠକେଇ, ଆଖି ପିଛୁଳାକେ ନେଇଗଲେ ୧୨ ଲକ୍ଷ

ପିଏମ କିଷାନ ଯୋଜନା ନାଁରେ ଏକ ବଡ଼ଧରଣର ଠକେଇ ଭୁବନେଶ୍ୱର: ପିଏମ କିଷାନ ଯୋଜନା ନାଁରେ ଏକ ବଡ଼ଧରଣର ଠକେଇ ମାମଲା ସାମ୍ନାକୁ ଆସିଛି। ଗଞ୍ଜାମର ୨ଜଣ ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଆଖି ପିଛୁଳାକେ ଉଭୟଙ୍କ ମୋବାଇଲକୁ ହ୍ୟାକ୍ କରିବା ସହ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୩୫ ହଜାରୁ ଟଙ୍କା ଠକି ନେଇଛନ୍ତି ବୋଲି ଜଣାପଡିଛି। ଏହି ବାବଦରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି। … Read more

ସ୍ତ୍ରୀ ଚୋଟ୍‌ରେ ଗଲା ସ୍ୱାମୀର ପୁରୁଷତ୍ୱ; ମତେ ତୁ କାହିଁକି ମାରିଲୁ…ଧାରୁଆ ଅସ୍ତ୍ରରେ ମାରିଲା ଚୋଟ, କାଟିଦେଲା ସ୍ୱାମୀର…

ପାରିବାରିକ ବିବାଦ ଏତେ ବଢ଼ିଯାଇଥିଲା ସେ ସ୍ୱାମୀ ରାଗରେ ସ୍ତ୍ରୀକୁ ଚାପୁଡ଼ା ମାରିଥିଲା। ଝାରଖଣ୍ଡ: ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଜୀବନର ସବୁଠାରୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ଯେଉଁଥିରେ ଜଣେ ବନ୍ଧୁ ମିଳେ, ବିଶ୍ୱାସ, ଭଲପାଇବା, ସମ୍ମାନ ସବୁକିଛି ଭରପୁର ଥାଏ। ହେଲେ ବେଳେ ବେଳେ ଏହି ସମ୍ପର୍କରେ କିଛି ତିକ୍ତତା ଦେଖାଯାଏ। ହେଲେ କେବେ କେବେ ତିକ୍ତତା ଅତି ଭୟଙ୍କର ରୂପ ନିଏ। ଯାହା ସୀମା ପାର କରିଯାଏ। ଏଭଳି ଏକ ଘଟଣା ଝାରଖଣ୍ଡର ଲୋହରଦଙ୍ଗା ଜିଲ୍ଲାରୁ … Read more

ଇନଷ୍ଟାଗ୍ରାମରେ ସାଙ୍ଗ, ଯୌନ ନିର୍ଯାତନା ଏବଂ ବ୍ଲାକମେଲିଂ.. ଯୁବତୀଙ୍କ ସହ ଏଭଳି କାଣ୍ଡ ପରେ ଅଭିଯୁକ୍ତ ଗିରଫ

ଯୁବତୀଙ୍କୁ ଏମିତି ନିର୍ଯାତନା ଦେଉଥିଲା ଯୁବକ, ଶେଷରେ ହେଲା ଗିରଫ ନୂଆଦିଲ୍ଲୀ: ଗୁହ୍ୱାଟିରୁ ଅନଲାଇନରେ ସାଙ୍ଗ ନାଁରେ ଯୌନ ନିର୍ଯାତନା ଏବଂ ବ୍ଲାକମେଲିଂର ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଆସାମ ସିଆଇଡି ମଧ୍ୟ ପ୍ରଦେଶର ୨୬ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଗୁହ୍ୱାଟୀର ଜଣେ ନାବାଳିକାଙ୍କୁ ପ୍ରଥମେ ନିଜ ଫାଶରେ ପକାଇ, ତାକୁ ଭିଡିଓ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଦେଲା। ପୋଲିସ ମୁତାବକ, ଅଭିଯୁକ୍ତ ୨୦୨୧ରେ ଇନଷ୍ଟାଗ୍ରାମରେ ଝିଅ ସହ ଯୋଗାଯୋଗରେ … Read more

ସିସିଟିଭିରେ ମର୍ଡର ବେଳର ଭୟଙ୍କର ଦୃଶ୍ୟ, ଆସିଲେ ଗୁଳି କଲେ ଚାଲିଗଲେ

ଭୋପାଲ: ସିସିଟିଭିରେ ହତ୍ୟା ବେଳର ଛାତିଥରା ଦୃଶ୍ୟ। ସାଙ୍ଗର ଜନ୍ମଦିନରେ ମଉଜ୍ କରୁଥିବା ଯୁବକଙ୍କ ଉପରକୁ ହଠାତ୍ ଗୁଳିବର୍ଷା କଲେ ଅଜଣା ବ୍ୟକ୍ତି। ଆଉ ଟଳିପଡ଼ିଲେ ଯୁବକ।  ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଜୁନ୍ ମାସରେ ଭୋପାଳରେ ଘଟିଥିବା ଏକ ହତ୍ୟାକାଣ୍ଡର ଏକ ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଆଉଜଣେ ଯୁବକଙ୍କୁ ଗୁଳି କରୁଥିବାର ଦେଖାଯାଇଛି। ଯୁବକଙ୍କୁ ୪୮ ଦିନ ପୂର୍ବେ ହତ୍ୟା କରାଯାଇଥିଲା। କିନ୍ତୁ ହତ୍ୟାକାଣ୍ଡର ଭିଡିଓ ଏବେ … Read more

ରାଗର ସବୁ ସୀମା ପାର, ସ୍ତ୍ରୀ ପାଖକୁ ନ ଆସିବାରୁ ରାଗରେ 4 ଛୁଆଙ୍କୁ କୂଅକୁ ପେଲି ଦେଲା ସ୍ବାମୀ, ଶେଷରେ…   

ମହାରାଷ୍ଟ୍ରର ଅହଲ୍ୟାନଗରରେ ପାରିବାରିକ ବିବାଦ ଭୟଙ୍କର ରୂପ ନେଇଛି। ସ୍ତ୍ରୀ ବାପ ଘରୁ ନଆସିବାରୁ ସ୍ୱାମୀ ତାର ଚାରି ନିର୍ଦ୍ଦୋଷ ପିଲାଙ୍କୁ କୂଅକୁ ଠେଲି ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି। ଅଞ୍ଚଳରେ ଚାଞ୍ଚଲ୍ୟ। ମୁମ୍ବାଇ: ମହାରାଷ୍ଟ୍ରର ଅହଲ୍ୟାନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନିଜ ସ୍ତ୍ରୀ ସହ ଝଗଡ଼ା ପରେ ଅରୁଣ କାଲେ ନାମକ ଜଣେ ବ୍ୟକ୍ତି ଏପରି ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି, ଯାହା ସମଗ୍ର ଅଞ୍ଚଳରେ ଭୟର ବାତାହରଣ ଖେଳାଇଦେଇଛି। ଅରୁଣ କେବଳ … Read more

ପାଗଳ ପ୍ରେମୀ; ହୋମ ଥିଏଟରକୁ ବନାଇଲା ପାର୍ସଲ ବୋମା, ପ୍ରେମିକା ଘରକୁ ପଠାଇଲା ‘ମୃତ୍ୟୁ’ ଗିଫ୍ଟ, ପ୍ଲଗ ଲଗାଇବା ମାତ୍ରେ ଢୋ…

ସୈୟାରା ଫିଲ୍ମ ଠାରୁ ବି ଅଧିକ ଭୟଙ୍କର । ପ୍ରେମିକାକୁ ଉଡ଼ାଇ ଦେବାକୁ ରଚିଲା ଷଡ଼ଯନ୍ତ୍ର । ହୋମ୍ ଥିଏଟରରେ ବୋମା ଲୁଚାଇ ପ୍ରେମିକାକୁ ଦେଲା ଗିଫ୍ଟ । ଛତିଶଗଡ଼: ପାଗଳ ପ୍ରେମିକର ଭୟଙ୍କର କାଣ୍ଡ । ପ୍ରେମିକା ଆଉ କାହାକୁ ବାହା ହେଲା ବୋଲି ତା ଘରକୁ ପ୍ରେମିକ ପଠାଇଲା ପାର୍ସଲ ବୋମା । ସାଖୈରାଗଡ଼ ଜିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପାଗଳ ପ୍ରେମିକ ତାର ପୂର୍ବତନ ପ୍ରେମିକା … Read more