‘Chili Chicken’ ନାଁରେ ବିକ୍ରି ହେଉଛି ବାଦୁଡ଼ି ମାଂସ, ଆଶ୍ଚର୍ଯ୍ୟଜନକ ଖୁଲାସା

ଚିଲି ଚିକେନ ନାଁରେ ବାଦୁଡ଼ି ଚିଲି, ଆଶ୍ଚର୍ଯ୍ୟଜନକ ଖୁଲାସା ନୂଆଦିଲ୍ଲୀ: ତାମିଲନାଡୁର ସାଲେମ ଜିଲ୍ଲାରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଦୁଇ ବନ୍ଧୁ ଦୀର୍ଘ ଦିନ ଧରି ଚିକେନ ନାମରେ ବାଦୁଡ଼ି ମାଂସ ବିକ୍ରି କରୁଥିଲେ। ଜୁଲାଇ 25 ରେ ବନ ବିଭାଗ ଟିମ ସାଲେମର ଥୋପ୍ପୁର ଜଙ୍ଗଲ ଅଞ୍ଚଳରେ ଚଢାଉ କରି ଉଭୟ ଅଭିଯୁକ୍ତଙ୍କୁ ଧରିବା ପରେ ଏହା ପ୍ରକାଶ ପାଇଲା। କେମିତି ଚାଲିଥିଲା ବ୍ୟବସାୟ? ଜଙ୍ଗଲ ବିଭାଗକୁ ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ … Read more

ଅବୈଧ ସମ୍ପର୍କ ହେଲା କାଳ…ପୂର୍ବତନ ପ୍ରେମିକାଙ୍କୁ 9 ଥର ଛୁରୀ ଭୁସି ଆତ୍ମହତ୍ୟା କଲା ପ୍ରେମିକ

କର୍ଣ୍ଣାଟକରେ ପ୍ରେମିକାକୁ ହତ୍ୟା ପରେ ନିଜକୁ ଆତ୍ମହତ୍ୟା । ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପିଲାଦିନର ବନ୍ଧୁ ଏବଂ ପୂର୍ବତନ ପ୍ରେମିକାଙ୍କୁ ଅବୈଧ ସମ୍ପର୍କରେ ରାଜି ନହେବାରୁ 9 ଥର ଛୁରୀ ମାରି ହତ୍ୟା କରିଥିଲେ । କେବଳ ଏତିକି ନୁହେଁ, ସେହି ବ୍ୟକ୍ତି ଜଣକ ପରେ ସମାନ ଛୁରୀରେ ଆତ୍ମହତ୍ୟା କରିଥିଲେ । ମୃତକଙ୍କ ନାମ ଆନନ୍ଦ ସୂତାର ଏବଂ ରେଶମା ତିରାଭିରା। ଆନନ୍ଦଙ୍କ … Read more

ପିକନିକ୍ ରୁ ଫେରୁଥିବା ଲୋକଙ୍କ ଉପରେ ଗୁଳିବର୍ଷା, ଆଖି ବୁଜିଲେ ୭ ସାଙ୍ଗ

ପାକିସ୍ତାନରେ ହିଂସାତ୍ମକ ଘଟଣା ଥମିବାର ନାଁ ନେଉନାହିଁ। ପାକିସ୍ତାନ: ପିକନିକ୍ ସାରି ଫେରୁଥିବା ଲୋକଙ୍କ ଉପରେ ଗୁଳିବର୍ଷା। ତାହା ପୁଣି ପାକିସ୍ତାନରେ।  ବାରମ୍ୱାର ପାକିସ୍ତାନରେ ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି।  ଯାହାର ଶିକାର ହେଉଛନ୍ତି ନିରୀହ ଲୋକେ। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ହିଂସାତ୍ମକ ଘଟଣା ଥମିବାର ନାଁ ନେଉନାହିଁ। ଏଠାରେ ପୁଣି ଥରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଖାଇବର ପଖତୁନଖ୍ୱା ପ୍ରଦେଶରେ ପିକନିକ୍ ସାରି ଫେରୁଥିବା ଲୋକମାନଙ୍କ ଉପରେ କିଛି ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି। … Read more

“ମୁଁ ମୋ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି, ମତେ ଗିରଫ କର ପୋଲିସ ବାବୁ” ସ୍ତ୍ରୀକୁ ମାରି ଥାନାରେ ସ୍ୱାମୀ

ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ। ନୂଆଦିଲ୍ଲୀ: କେହି କୌଣସି ଅପରାଧ କଲେ ପୋଲିସ ପାଖରୁ ଖସି ଯିବାକୁ ସମସ୍ତ ପ୍ରକାର ପ୍ରୟାସ କରନ୍ତି।  ହେଲେ ଏଠି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।  ନିଜ ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିବା ପରେ ପୋଲିସ ପାଖରେ ପହଞ୍ଚିଛି ଅପରାଧୀ ସ୍ୱାମୀ। କେବେଳ ପୋଲିସ ପାଖରେ ପହଞ୍ଚିଛି ତାହା ନୁହେଁ। ବରଂ ପୋଲିସ ପାଖକୁ ଯାଇ କହିଛି ମୁଁ … Read more

ଗର୍ଲଫ୍ରେଣ୍ଡ କଥାରେ ସ୍ତ୍ରୀକୁ ହତ୍ୟା କଲେ ବିଜେପି ନେତା, ପତ୍ନୀହନ୍ତା ସ୍ୱାମୀ ସ୍ତ୍ରୀକୁ ମାରି ରଚିଥିଲା ଡ଼କାୟତିର ଷଡ଼ଯନ୍ତ୍ର

ପ୍ରେମିକା ସହ ଅଭିଯୁକ୍ତ ସ୍ୱାମୀ ଗିରଫ। ରାଜସ୍ଥାନ: ବିଜେପି ନେତାଙ୍କ ଜଘନ୍ୟ କାଣ୍ଡ।  ପ୍ରେମିକା କଥାରେ ପଡ଼ି ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲେନି ନେତା।  ସେ ଏତେ ଚାଲାକ୍ ଥିଲେ ଯେ ସ୍ତ୍ରୀକୁ ମାରିବା ପରେ ଏହି ହତ୍ୟାକାଣ୍ଡକୁ ଡ଼କାୟତିର ରୂପ ଦେଇଥିଲେ। ହେଲେ କଥାରେ ଅଛି ପରା ଚୋର ଘର ସବୁବେଳେ ଅନ୍ଧାର ନଥାଏ।  ଦିନେ ନା ଦିନେ ସତ ସାମ୍ନାକୁ ଆସେ।  ସେହିପରି ପୋଲିସର ତଦନ୍ତ ସମୟରେ ସବୁ ସତ ସାମ୍ନାକୁ ଆସିଗଲା। ଆଉ ଅଭିଯୁକ୍ତ … Read more

ରସିକିଆ ପୋଲିସ ବାବୁଙ୍କ ଅଶ୍ଳୀଳ ଡ୍ୟାନ୍ସ ନିଶା, ଜନ୍ମାଷ୍ଟମୀରେ ଥାନାରେ ବାର୍ ଡ୍ୟାନ୍ସରଙ୍କ ସହ ନାଚିଲେ ଥାନାବାବୁୁ

ଜନ୍ମାଷ୍ଟମୀରେ ଥାନାରେ ବାର୍ ଡ୍ୟାନ୍ସରଙ୍କ ଅଶ୍ଳୀଳ ନୃତ୍ୟ । ନୂଆଦିଲ୍ଲୀ: ଥାନା ଭିତରେ ଅଶ୍ଲିଳ ନାଚ ।  ଉତ୍ତର ପ୍ରଦେଶର ଜୌନପୁରରେ ଡିଜିପିଙ୍କ କଡ଼ା ନିର୍ଦ୍ଦେଶକୁ ଅଣଦେଖା କରି ଜନ୍ମାଷ୍ଟମୀ ଅବସରରେ କୋତୱାଲି ପରିସରରେ ଅଶ୍ଳୀଳ ନୃତ୍ୟ କରାଇଥିବା ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଦଲପୁର କୋତୱାଲି ପରିସରରେ ଜନ୍ମାଷ୍ଟମୀ ଅବସରରେ ଇନସପେକ୍ଟର-ଇନ୍-ଚାର୍ଜ ଅରବିନ୍ଦ ପାଣ୍ଡେ ବାର ଡ୍ୟାନ୍ସରମାନଙ୍କ ଦ୍ୱାରା ଅଶ୍ଳୀଳ ନୃତ୍ୟ କରାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ … Read more

ଚାଞ୍ଚଲ୍ୟ! ଯୁବକଙ୍କୁ ହତ୍ୟା କରିବା ପରେ ନୀଳ ଡ୍ରମରେ ରଖିଲା ଶବ, ଉପରେ ଭର୍ତ୍ତି କଲା ଲୁଣ

ମରେଠ ପରେ ଏବେ ରାଜସ୍ଥାନରେ ନୀଳ ଡ୍ରମ । ନୂଆଦିଲ୍ଲୀ: ରାଜସ୍ଥାନରେ ମଧ୍ୟ, ଉତ୍ତର ପ୍ରଦେଶର ମେରଠ ପରି, ଜଣେ ଯୁବକଙ୍କୁ ନୀଳ ଡ୍ରମରେ ହତ୍ୟା କରି ପୋତି ଦେବାର ଏକ ମାମଲା ସାମ୍ନାକୁ ଆସିଛି । ନୀଳ ଡ୍ରମରେ ତା’ ଉପରେ ଲୁଣ ଢାଳି ଦିଆଯାଇଥିଲା। ସେବେଠାରୁ ପରିବାର ସହ ଘରର ମାଲିକଙ୍କ ପୁଅ ମଧ୍ୟ ଫେରାର୍ ଥିବା କୁହାଯାଉଛି । ଏହି ଚାଞ୍ଚଲ୍ୟକର ଘଟଣା ଖୈର୍ଥଲ ତିଜାରା ଜିଲ୍ଲାର କିଶନଗଡ଼ବାସ ଅଞ୍ଚଳର । ନୀଳ ଡ୍ରମରୁ … Read more

କୁମ୍ବିଂ ବେଳେ IED ବିସ୍ଫୋରଣ; ଜଣେ ଯବାନ ସହିଦ, 3 ଗୁରୁତର

ଛତିଶଗଡ଼ ବିଜାପୁରରେ ଆଇଡି ବିସ୍ଫୋରଣ । ଜଣେ ଯବାନ ସହିଦ ହୋଇଥିବା ବେଳେ 3 ଜଣ ଯବାନ ଗୁରୁତର ଥିବା ଜଣାପଡ଼ିଛି । ଛତିଶଗଡ଼: ବିଜାପୁରରେ ଆଇଡି ବିସ୍ଫୋରଣ । କୁମ୍ବିଂ ଅପରେସନ ବେଳେ ନାସନାଲ ପାର୍କ ଜଙ୍ଗଲରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ 3 ଜଣ ଯବାନ ଗୁରୁତର ଥିବା ଜଣାପଡ଼ିଛି । ଡିଆରଜି ଯବାନ ଦିନେଶ ନାଗ ସହିଦ ହୋଇଛନ୍ତି । ଯବାନଙ୍କୁ … Read more

ରାଜଧାନୀରେ ଚାଞ୍ଚଲ୍ୟ, ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ

ଯୁବକଙ୍କୁ କିଏ ମାରି ଟ୍ରେନ୍ ଟଏଲେଟରେ ଫୋପାଡ଼ି ଦେଇଛି! ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଟ୍ରେନ ଟଏଲେଟରୁ ମିଳିଲା ମୃତଦେହ। ଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ସତ୍ୟନଗର ଓ୍ୱାସିଂ ଲାଇନ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଯୁବକ ଜଣକ ଟ୍ରେନ ଟଏଲେଟକୁ କିପରି ଆସିଲେ ଏବଂ ତାଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟ୍ରେନ୍ ଟଏଲେଟରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜିଆରପି। … Read more

ରାଜ୍ୟରେ ନିଯୁକ୍ତ ହେବେ ୫୦୦ ଟ୍ରାଫିକ୍ ୱାଡେନ୍‌, ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ

ରାଜ୍ୟରେ ନୂଆ ଟ୍ରାଫିକ୍ ୱାଡେନ୍ ବ୍ୟବସ୍ଥା ଭୁବନେଶ୍ୱର: ରାଜ୍ୟରେ ନୂଆ ଟ୍ରାଫିକ୍ ୱାଡେନ୍ ବ୍ୟବସ୍ଥା। ୫୦୦ ଟ୍ରାଫିକ ୱାଡେନ୍ ନିଯୁକ୍ତ ହେବେ। ପ୍ରାଥମିକ ଭାବେ ୫ ଜିଲ୍ଲାରେ ନିଯୁକ୍ତ ହେବେ। ଏହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଖୋର୍ଦ୍ଧାରେ ହେବ। ନିଯୁକ୍ତି ଦାୟିତ୍ୱ ଜିଲ୍ଲାର ଏସପିଙ୍କୁ ଦିଆଯାଇଛି। ଦୁର୍ଘଟଣା ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।