ଶ୍ବଶୁର ଘର ଗାଁରେ ଜ୍ବାଇଁପୁଅକୁ ନିସ୍ତୁକ ମାଡ଼, ରାତି ସାରା ଖୁଣ୍ଟରେ ବାନ୍ଧି ପିଟିଲେ ଶାଶୁଘର ଲୋକେ

ଅଡ଼ବା ଥାନା ଗରଡ଼ମା ଗାଁରେ ଜ୍ବାଇଁପୁଅକୁ ମାଡ଼ । ଭୁବନେଶ୍ବର: ଗଜପତି ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଡ଼ବା ଥାନା ଗରଡ଼ମା ଗାଁରେ ଜ୍ବାଇଁପୁଅକୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ରାସନ ଚାଉଳ ନେବାକୁ ଆସିଥିଲେ ଜ୍ବାଇଁପୁଅ । ଜ୍ବାଇଁକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଶ୍ବଶୁର ଘର ଲୋକେ । ଯୁବକଜଣକ ହେଉଛନ୍ତି ବୁଡୁଶିଳ ଗ୍ରାମର ଜଳନ୍ତ ବଳିଆରସିଂ । ରାତି ସାରା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ … Read more

ଅନ୍ଧାର ରାତିରେ ପୁଅର ନିର୍ଲ୍ଲଜ କାଣ୍ଡ, ସାବତ ମା’ ସହ କରୁଥିଲା ଏମିତି, ଦେଖିଦେଲା ବାପା, ମାରିଲା…ଗଙ୍ଗାରେ ଫିଙ୍ଗିଲା

ପୁଅକୁ ହତ୍ୟା କରି କିଛି ଲୋକଙ୍କ ସହାୟତାରେ ମୃତଦେହକୁ ଗଙ୍ଗାରେ ଫିଙ୍ଗି ଦେଇଥିଲେ। ବିହାର: ବିହାରରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ମଧ୍ୟ ବିଚଳିତ କରିବ।  ଜଣେ ବାପା ତାଙ୍କ ପୁଅକୁ ହତ୍ୟା କରିଛନ୍ତି। ଘର ଭିତରୁ ବାହାରକୁ ଘୋଷାଡ଼ି ଆଣି ବେକରେ ଗାମୁଛା ପକାଇ ତଣ୍ଟି ଚିପି ହତ୍ୟା କରିଛି ବାପା। ବିହାରର ହରନୌତ ଥାନା ଅଞ୍ଚଳର ବାରି ମୁଧାରି ଗାଁରେ, ବାପା ତାଙ୍କ ପୁଅକୁ ହତ୍ୟା କରି କିଛି ଲୋକଙ୍କ ସହାୟତାରେ … Read more

ସ୍ବାମୀ ହେବ ତ ଏମିତି ! ଅଧରାତିରେ ପ୍ରେମିକ ସହ ଭାଗୁଥିଲା ସ୍ତ୍ରୀ, ଦେଖିଦେଲା ସ୍ବାମୀ, ଆଉ ତାପରେ …

ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ୱର ସବୁଠାରୁ ସୁନ୍ଦର ସମ୍ପର୍କ ମଧ୍ୟରୁ ଗୋଟିଏ। କିନ୍ତୁ ଏଠାରେ ଜଣେ ସ୍ବାମୀ ଯାହା କରିଛନ୍ତି, ତାହା ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ବାସ କରିପାରିବେନି । ରାଞ୍ଚି: ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ୱର ସବୁଠାରୁ ସୁନ୍ଦର ସମ୍ପର୍କ ମଧ୍ୟରୁ ଗୋଟିଏ। ଏହି ସମ୍ପର୍କ ପାରସ୍ପରିକ ପ୍ରେମ, ବିଶ୍ୱାସ, ସମନ୍ୱୟ ଏବଂ ସମ୍ମାନ ଉପରେ ଆଧାରିତ। ଏହି ସମ୍ପର୍କ 7 ଜନ୍ମ ପାଇଁ ହୋଇଥାଏ । କିନ୍ତୁ … Read more

“ମୋତେ ରକ୍ଷା କର… ମୋ ପରିବାର ଲୋକ ମୋତେ ମାରିଦେବେ…” ପ୍ରେମିକାର ଶେଷ ମେସେଜ୍ ଖୋଲିଲା ଗୁମର

ଗୁରୁରାଟରେ ଜଘନ୍ୟ ହତ୍ୟାକାଣ୍ଡ । ନିଜ ଜନ୍ମକଲା ଝିଅକୁ ଜୀବନରୁ ମାରିଦେଲେ ବାପା, ଦାଦା । ଅହମଦାବାଦ୍: ଗୁଜୁରାଟରୁ ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଘର ଲୋକଙ୍କ କଥାରେ ବାହା ହେବାକୁ ରାଜି ନ ହେବାରୁ ଯୁବତୀଙ୍କୁ ଜୀବନରୁ ମାରିଦେଲେ ବାପା, ଦାଦା । ଗୁରୁଜରାଟ ବନସକାନ୍ଥ ଜିଲ୍ଲା ଥାରଡର ଦନ୍ତିଆରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା । ୧୮ ବର୍ଷୀୟା ଚନ୍ଦ୍ରିକାଙ୍କୁ ତାଙ୍କ ବାପା ସୁଧାଭାଇ ପଟେଲ ଓ ଦାଦା ଶିବଭାଇ ପଟେଲ … Read more

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଚାଷୀଙ୍କୁ ଦେଲେ ବଡ଼ ଗିଫ୍ଟ, ବଢିଲା…

ଓଡିଶା ଭାସ୍କର: ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ … Read more

ଟ୍ରମ୍ପଙ୍କ ଘା’ରେ ଲୁଣ ଛିଟା ମାରିଲା ଭାରତ, ତେଲ ନୁହେଁ ଏହି ସାମଗ୍ରୀ ପାଇଁ ରୁଷ ସହ ଡିଲ୍ କଲେ ମୋଦୀ!

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦୀ। ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ୨୫% ରୁ ୫୦% ବୃଦ୍ଧି କରିଛନ୍ତି। ଭାରତ ରୁଷ ଠାରୁ ତେଲ କିଣିଛି ବୋଲି ବାହାନା କରି ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ। ରୁଷ ଏହି ତେଲ ବିକ୍ରି କରି ପାଉଥିବା ଅର୍ଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣକୁ ଆହୁରି ବୃଦ୍ଧି କରିବା ପାଇଁ ବ୍ୟବହାର କରୁଛି। କିନ୍ତୁ ଭାରତ ତାର ପଦକ୍ଷେପ ପ୍ରତ୍ୟାହାର କରିବା … Read more

ଫଡନାଭିସ୍‌ଙ୍କ ଟାର୍ଗେଟରେ କଂଗ୍ରେସ ସାଂସଦ, କହିଲେ, ଚୋରି ହୋଇଗଲା ରାହୁଲ ଗାନ୍ଧୀଙ୍କ ବ୍ରେନ୍ ଚିପ୍‌

ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ପ୍ରମାଣ ସଂଗ୍ରହ କରିବାକୁ ତାଙ୍କୁ ମୋଟ ଛଅ ମାସ ସମୟ ଲାଗିଥିଲା। ମହାରାଷ୍ଟ୍ର: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ନିର୍ବାଚନ କମିଶନ ଉପରେ ପୁଣି ଥରେ ବର୍ଷିଛନ୍ତି କରିଛନ୍ତି। କର୍ଣ୍ଣାଟକର ଏକ ବିଧାନସଭା ଆସନର ତଥ୍ୟ ଉପସ୍ଥାପନ କରି ସେ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ହେରଫେର କରି ଭୋଟ ଚୋରି ହୋଇଛି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ପ୍ରମାଣ … Read more

କ୍ଲାସରେ ଉଡ଼ିଲା ବିଧା, ଗୋଇଠା, ଚାପୁଡ଼ା, ଶିକ୍ଷୟିତ୍ରୀଙ୍କ ହେଲା ଅବସ୍ଥା ଘାଇଲା, ରୁଦ୍ର ରୂପ ଦେଖାଇଲେ ଛାତ୍ର

ନୂଆଦିଲ୍ଲୀ: ସାଧାରଣତଃ ଆମେ ଦେଖୁ କି ଶିକ୍ଷକ କି ଶିକ୍ଷୟିତ୍ରୀ ପିଲାଙ୍କୁ କ୍ଲାସରେ ପାଠ ପାଇଁ ମାଡ଼ ମାରନ୍ତି ହେଲେ ଏଠି ତ ପୁରାପୁରି ଭିନ୍ନ। ୨ ମାର୍କ ପାଇଁ ଗଣିତ ଗୁରୁମାଙ୍କୁ ଚାପୁଡ଼ା, ଗୋଇଠା, ବିଧା। ସେ ପୁଣି ଜଣେ ଛାତ୍ରଙ୍କ ହାତରୁ ମାଡ଼ ଖାଇଛନ୍ତି ଗୁରୁମା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରେଣୀରେ ପିଲା ବସିଥିବା ବେଳେ ହଠାତ ଛାତ୍ର ଜଣଙ୍କ ଆସି ଗୁରୁମାଙ୍କ ମାଡ଼ ମାରିବା ସହ ଚାପୁଡ଼ା ମାରିଥିଲେ।ପିଲାମାନେ ମଧ୍ୟ … Read more

ପ୍ରାଇଭେଟ ଭିଡିଓ ବନାଇଲେ, ଭାଇରାଲ ବି କଲେ,ମନ ମାନିଲାନି ଶେଷରେ….

ପୋଲିସ ପାଖକୁ ଯଦି ଯାଆନ୍ତି ତେବେ “ଗମ୍ଭୀର ପରିଣାମ” ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଓଡିଶା ଭାସ୍କର: ବ୍ରହ୍ମପୁର ସାଇବର କ୍ରାଇମ୍ ପୋଲିସ ତାଙ୍କ ଭାଇଭଉଣୀଙ୍କ ଏକ ବ୍ୟକ୍ତିଗତ ଭିଡିଓ ସେୟାର କରିବା ଏବଂ ଏହାକୁ ଭାଇରାଲ କରିବାକୁ ଧମକ ଦେବା ଅଭିଯୋଗରେ କୋରାପୁଟର ଜଣେ ୩୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ବ୍ରହ୍ମପୁରର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ୨୪ ବର୍ଷୀୟ ମହିଳା ଅଭିଯୋଗ ଦାଖଲ କରିବା ପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ … Read more

ବାପା-ମା’ଙ୍କ କଳି, କେତେ ସହିଥାନ୍ତା ୧୫ ବର୍ଷର ଝିଅ, ହାଇକୋର୍ଟ ଛାତ ଉପରୁ ସିଧା ତଳକୁ ଡେଇଁପଡ଼ିଲା

ବାପା, ମା’ଙ୍କ ଛାଡ଼ପତ୍ର ଯୋଗୁଁ ବାଲ୍ ଗୃହରେ ରହିଥାନ୍ତା ନାବାଳିକା। ହେଲେ କାହିଁକି ନେଲା ଏପରି ନିଷ୍ପତ୍ତି? ତାମିଲନାଡୁ: ହାଇକୋର୍ଟରେ ଘଟିଗଲା ଆଶ୍ଚର୍ଯ୍ୟଜନକ ଘଟଣା।  ଜଣେ ୧୫ ବର୍ଷୀୟା ଝିଅ ହାଇକୋର୍ଟ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଆଉ ଆତ୍ମହତ୍ୟା କରିବାର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ। ଘଟଣାଟି ସେତେବେଳେ ଘଟିଲା ଯେତେବେଳେ ଡିଭିଜନ ବେଞ୍ଚ ନାବାଳିକାକୁ ଏକ ସରକାରୀ ବାଲ୍ ଗୃହକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।  ଯାହାପରେ ହାଇକୋର୍ଟ … Read more