ବେକେରୀ ସପ୍ ର ଖାଇବାରୁ ବାହାରିଲା ମଲା ସାପ, ସାପକୁ ଧରି ପୋଲିସ ପାଖକୁ ଦୌଡ଼ିଲେ ମହିଳା

ଖାଇବା ପୁଡ଼ିଆ ଭିତରୁ ବାହାରିଲା ମଲା ସାପ। ଭିଡ଼ିଓ ଭାଇରାଲ। ତେଲେଙ୍ଗାନା: ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି।  ଯେଉଁଥିରେ କେତେବେଳେ ଭେଜ୍ ଖାଦ୍ୟରେ ନନ୍-ଭେଜ୍ ମିଳୁଛି ତ ଆଉ କେଉଁଠି ଖାଇବାରୁ ମଲା ଅସରପା ବାହାରୁଛି।  କିନ୍ତୁ ଆପଣ ଏପରି ଘଟଣା ବୋହୁତ୍ କମ୍ ଦେଖିଥିବେ କିମ୍ୱା ଶୁଣିଥିବେ କି ଖାଇବାରୁ ମଲା ସାପ ବାହାରିବା। ହଁ ଆଜ୍ଞା ଏହା ଶୁଣି ଆପଣ ଯେପରି ଆଶ୍ଚର୍ଯ୍ୟ ହେଉଛନ୍ତି, ସେହି ମହିଳା ଯିଏ ତାଙ୍କ ଖାଇବା ବାହାର କରିବା … Read more

ପୁଅ ନା ରାକ୍ଷାସ! ହାତ, ଗୋଡ଼, ହାତ ବାନ୍ଧି ପାଣିରେ ଫୋପାଡ଼ି ଦେଲେ, ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା ବାପା…

୧୦ କିଲୋମିଟର ଦୂରରେ ତାଙ୍କ ମୃତ ଦେହ ମିଳିଛି। ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଜବଲପୁରରେ ଛାତି ଧରଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠି ପୁଅ ଏଭଳି କାମ କରିଛି ସମ୍ପର୍କ ଉପରୁ ବି ଲୋକଙ୍କ ବିଶ୍ୱାସ ତୁଟିଯିବ। ଯେଉଁ ବାପା ତାଙ୍କୁ ପାଳି ପୋଷି ବଡ଼ କରିଥିଲା ସେଇ ବାପାକୁ ହତ୍ୟା କରିଛି ପୁଅ। ଦୁଇ ପୁଅ ବାପାଙ୍କ ଗୋଡ଼, ହାତ ବାନ୍ଧି ଦେଇ ମୃତ୍ୟୁ ମୁହଁରେ ପକାଇଦେଇଛନ୍ତି। ଜୀବନ ବଞ୍ଚାଇବାକୁ ବାପା ଚିତ୍କାର କରୁଥିଲେ ହେଲେ ଦୁଇ … Read more

ବୁଦ୍ଧିକୁ ମାନିବାକୁ ପଡ଼ିବ! ଟଏଲେଟ୍ ସିଟ୍ ତଳେ ମଦ ଷ୍ଟୋର ରୁମ୍; ଗଣି ଗଣି ନାକେଦମ୍ ପୋଲିସ

କେଉଁଠି ଶୌଚାଳୟ ତଳେ ତ, କେଉଁଠି ସ୍ୱିଚ୍ ବୋର୍ଡ ପଛପଟେ । ଲକ୍ଷ ଲକ୍ଷ ଟଙ୍କାର ମଦ ବୋତଲ ଜବତ କଲ ପୋଲିସ । ଗୁଜୁରାଟ: କେଉଁଠି ଶୌଚାଳୟ ତଳେ ତ, କେଉଁଠି ସ୍ୱିଚ୍ ବୋର୍ଡ ପଛପଟେ । ଲକ୍ଷ ଲକ୍ଷ ଟଙ୍କାର ମଦ ବୋତଲ ଜବତ କଲ ପୋଲିସ । ଅହମ୍ମଦାବାଦରୁ ମଦ ମାଫିଆଙ୍କ ବିରୋଧରେ ପୋଲିସର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ପୋଲିସ ଏକ ଘରୁ ଲକ୍ଷ ଲକ୍ଷ ଟଙ୍କାର ମଦ ଜବତ କରିଛି, … Read more

ମେଟାର ଗୋଟେ ଆଲର୍ଟ ବଞ୍ଚାଇଦେଲା ଜୀବନ, ଆତ୍ମହତ୍ୟା କରୁଥିବା ଝିଅ ପାଖରେ ୫ ମିନିଟରେ ପହଞ୍ଚିଲା ପୋଲିସ

କିପରି ଝିଅର ଜୀବନ ବଞ୍ଚାଇଲା ମେଟା? ଉତ୍ତରପ୍ରଦେଶ: ମେଟାର ଗୋଟେ ଆଲର୍ଟ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇଦେଲା। ଆତ୍ମହତ୍ୟା କରିବାକୁ ବସିଥିବା ଝିଅ ପାଖରେ ୫ ମିନିଟରେ ପହଞ୍ଚିଗଲା ପୋଲିସ ଆଉ ବଞ୍ଚିଗଲା ଯୁବତୀଙ୍କ ଜୀବନ। ପ୍ରକୃତରେ ଅଗଷ୍ଟ ୧୨ ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁରର ଗୋରଖନାଥ ପୋଲିସ ଷ୍ଟେସନରେ ଏକ ଖବର ପହଞ୍ଚିଥିଲା। କସମେଟିକ୍ ଦୋକାନରେ କାମ କରୁଥିବା ଜଣେ ୩୫ ବର୍ଷୀୟ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ବୋଲି। ମହିଳା ଜଣକ ଇନଷ୍ଟାଗ୍ରାମରେ ଏକ … Read more

ଝିଅ ସାଙ୍ଗ ସହ ବସିବା ହେଲା କାଳ, ମୁସଲମାନ ବୋଲି କର୍ଲର ଧରି ଟାଣି ଆଣିଲେ, ଗାଁ ଦାଣ୍ଡରେ ପିଟି ପିଟି ନେଲେ ଜୀବନ

ପୋଲିସ ଅଧିକାରୀ କହିଛନ୍ତି ଯେ ମୋବାଇଲରେ ଏକ ଫଟୋ ଦେଖିବା ପରେ ସେମାନେ ସୁଲେମାନକୁ ମାଡ଼ ମାରିଥିଲେ। ମହାରାଷ୍ଟ୍ର: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରୁ ମାନବିକତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେ ପୁଣି ଜନଗହଳି ଥିବା ସ୍ଥାନରେ। ମୃତକଙ୍କ ନାମ ସୁଲେମାନ ରହିମ ଖାନ ପଠାନ। ପ୍ରକୃତରେ, ସୁଲେମାନ ଜଣେ ୧୭ ବର୍ଷୀୟ ଝିଅ ସହିତ ବନ୍ଧୁ ଥିଲେ। ଝିଅର ପରିବାର ଏବଂ … Read more

ଏମିତି ବାପା କାହାକୁ ନ ମିଳୁ, ଝିଅ ଡାକ୍ତର ହେଲା ବୋଲି ତଣ୍ଟି ଚିପି ମାରିଦେଲା…

ବେଟି ପଢ଼ାଓ ବେଟି ବଚାଓ ଯୋଜନାର ଅଭିଯାନ ସାରା ଦେଶରେ ବହୁତ ଦ୍ରୁତ ଗତିରେ ଚାଲିଛି। ହେଲେ ଗୁଜରାଟରେ, ଜଣେ ବାପା ତାଙ୍କ ଝିଅକୁ NEET ପାସ୍ କରିବା ପରେ ହତ୍ୟା କରିଥିଲେ। ଗୁଜୁରାଟ: ବେଟି ପଢ଼ାଓ ବେଟି ବଚାଓ ଯୋଜନାର ଅଭିଯାନ ସାରା ଦେଶରେ ବହୁତ ଦ୍ରୁତ ଗତିରେ ଚାଲିଛି। ଆଜି ଯେତେବେଳେ ଝିଅମାନଙ୍କୁ ନିଜକୁ ଶିକ୍ଷିତ କରିବା ପାଇଁ ଉତ୍ସାହିତ କରାଯାଉଛି, ସେତେବେଳେ ଗୁଜରାଟରେ, ଜଣେ ବାପା ତାଙ୍କ ଝିଅକୁ NEET ପାସ୍ କରିବା ପରେ … Read more

ଆଜି ଆଉ ଜଣେ ମହିଳା ଦେଲେ ଆତ୍ମାହୁତି, ରାଜ୍ୟରେ ଟ୍ରେଣ୍ଡ ପାଲଟିଛି ନିଜକୁ ଜାଳିବା…

କାମାକ୍ଷାନଗର: ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେଲେ ଆଜି ଆଉ ଜଣେ ମହିଳା । ଭୁବନ ଏନଏସିରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା । ପାରିବାରିକ କଳହରୁ ମହିଳା ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭୁବନ ଥାନରେ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି । ଗତକାଲି ବରଗଡ଼ ଗାଏସିଲେଟରେ ଜଣେ ୮ ବର୍ଷର ଝିଅ ଦେହରେ ନିଆ ଲଗାଇ ହତ୍ୟା କରାଯାଇଛି … Read more

ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ!

ଖବର ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ପହଞ୍ଚିଛି ଟାଉନ ଥାନା ପୋଲିସ । ଭଦ୍ରକ: ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଅଘଟଣ । ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।ମୃତ ଛାତ୍ରୀ ଜଣଙ୍କ ଭଦ୍ରକ ସୂୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ହଷ୍ଟେଲକୁ ଫେରିଥିଲେ । ଛାତ୍ରୀ … Read more

ଆବେ ହଟ୍’, ଟ୍ରାଫିକ ପୋଲିସକୁ ବିଧାୟକ ପୁଅଙ୍କ ଏମିତି ବ୍ୟବହାର, କେବେ ଦେଖି ନଥିବେ, ଦେଖନ୍ତୁ ଏ ଭିଡିଓ…

ଟ୍ରାଫିକ ପୋଲିସକୁ ବିଧାୟକ ପୁଅଙ୍କ ଏମିତି ବ୍ୟବହାର, କେବେ ଦେଖି ନଥିବେ । ଦେଖନ୍ତୁ ଏ ଭିଡିଓ… ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ବିଜେପି ଏମ୍ଏଲସି ଋଷିପାଲ ସିଂହଙ୍କ ପୁଅ ଜଣେ ଟ୍ରାଫିକ ପୋଲିସଙ୍କ ସହ ଝଗଡ଼ା କରିଥିଲେ। ରାସ୍ତାରୁ ଗାଡ଼ି ହଟାଇବାକୁ କୁହାଯିବାରୁ, ଆଲିଗଡ଼ର ବିଜେପି ଏମ୍ଏଲସି ଋଷିପାଲ ସିଂହଙ୍କ ପୁଅ ଚୌଧୁରୀ ତପେଶ ଟ୍ରାଫିକ ପୋଲିସଙ୍କ ସହ ଯୁକ୍ତିତର୍କ କରିଥିଲେ। ଚୌଧୁରୀ ତପେଶ କନଷ୍ଟେବଳଙ୍କୁ କହିଥିଲେ – … Read more

‘ପାପା-ମମି, ମୁଁ ଫେଲ୍ ହୋଇଯାଇଛି, ସେଥିପାଇଁ ମୁଁ ବିଷ ପିଇ ଆତ୍ମହତ୍ୟା କରୁଛି..’, ବିଏସସି ନର୍ସିଂ ଛାତ୍ରୀଙ୍କ ଭିଡ଼ିଓ ହେଲା ଭାଇରାଲ

ପରୀକ୍ଷାରେ ଫେଲ ହେଲେ ବୋଲି ବିଷ ପିଇ କଲେ ଭିଡ଼ିଓ ଉତ୍ତରପ୍ରଦେଶ: ପରୀକ୍ଷାରେ ଫେଲ ହେଲେ ବୋଲି ବିଷ ପିଇ ଭିଡ଼ିଓ କଲେ, ଯାହା ଏବେ ବେଶ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ବରେଲିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାକୈନିଆ ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାର ସିଂହଙ୍କ ଝିଅ, ଯିଏକି ବିଏସସି ନର୍ସିଂ ଛାତ୍ରୀ, ସେ ସକାଳେ କଲେଜ ଯାଇଥିଲେ କିନ୍ତୁ କିଛି ଘଣ୍ଟା ପରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ, … Read more