ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଲୁଣ ସହ ଭାତ ଖାଉଛି ସାନ ଭାଇ କାନ୍ଦୁଛି ବଡ଼ ଭଉଣୀ…
ଭାତ ସହ ଲୁଣ ଲଗାଇ ଖାଉଛି ସାନ ଭାଇ ଆଉ ଏହାକୁ ଦେଖି ଏବେ ଖୁବ୍ ଜୋରେ କାନ୍ଦିବା ରେ ଲାଗିଛି ବଡ଼ ଭଉଣୀ। ଏପଟେ ଲାଜ ଲାଗୁଛି ଭିକ ମାଗିବା ପାଇଁ ହେଲେ କଣ କରିବେ କେମିତି ଚଳିବେ ସେକଥା ସେ ନିଜେ ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। କାରଣ ତାଙ୍କର ଆଉ କିଛି ହେଲେ ମଧ୍ୟ ଉପାୟ ନାହିଁ। ଭାଇ ଭଉଣୀ ଖାଇ ପିଇ ଖେଳିବା ବୟସରେ ହିଁ ଏବେ ଘର ଘର … Read more