ଆଜି ଲୋକସଭାରେ ଆଗତ ହେବ ନୂଆ ଆୟକର ବିଲ୍, ଜାଣନ୍ତୁ ବିଲରେ କେଉଁ ବଡ଼ ପରିବର୍ତ୍ତନ କରାଯାଇଛି

କେନ୍ଦ୍ର ଅର୍ଥମନ୍ତ୍ରୀ ନୂତନ ଆୟକର ବିଲ ଆଗତ । ଏ ନେଇ ଗଠିତ କମିଟିର ଅଧ୍ୟକ୍ଷ ଥିଲେ ବୈଜୟନ୍ତ ପଣ୍ଡା । ନୂଆଦିଲ୍ଲୀ: ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ଲୋକସଭାରେ ନୂଆ ଆୟକର ବିଲ୍ ଆଗତ ହେବ । କରଦାତାଙ୍କ ହିତକୁ ଦୃଷ୍ଟିରେ ରଖି ବିଲରେ ତମାମ ପରିବର୍ତ୍ତନ କରାଯାଇଛି । ସିଲେକ୍ଟ କମିଟି ଦ୍ୱାରା ସୁପାରିସ କରାଯାଇଥିବା ୨୮୫ ସଂଶୋଧନ ପରେ ଏହି ବିଲକୁ ସଂସଦରେ ଆଗତ କରାଯାଇଛି । ସିଲେକ୍ଟିଭ କମିଟି ବିଜେପି … Read more

ATMରୁ ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ କି? ସରକାର ଦେଲେ ଏହାର ସ୍ପଷ୍ଟ ଉତ୍ତର

ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦ ହୋଇଯିବ କି ଏଟିଏମରୁ ୫୦୦ ଟଙ୍କିଆ ନୋଟ୍ ବାହାରିବା, ଜାଣନ୍ତୁ ଡିଟେଲ୍ସ ନୂଆଦିଲ୍ଲୀ: ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ATM ରୁ 500 ଟଙ୍କାର ନୋଟ୍ ବାହାରିବା ବନ୍ଦ ହୋଇଯିବ। ଏନେଇ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ଯେ, ଜନସାଧାରଣଙ୍କ କାରବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି, RBI ନିଶ୍ଚିତ କରିବ ଯେ; ସମସ୍ତ ମୂଲ୍ୟର ନୋଟ୍ ସଂଖ୍ୟା ଉପଲବ୍ଧ ରହିବ। ବ୍ୟାଙ୍କଗୁଡ଼ିକୁ … Read more

ଏୟାରଟେଲ ଆଣିଲା ଜବରଦସ୍ତ ୧୯୫ ଟଙ୍କିଆ ନୂଆ ପ୍ଲାନ, ଥରେ ରିଚାର୍ଜ କଲେ ମିଳିବ ୯୦ ଦିନର Validity

ଏୟାରଟେଲର ଜବରଦସ୍ତ ପ୍ଲାନ, ଥରେ ରିଚାର୍ଜ କଲେ ମିଳିବ ୯୦ ଦିନର ଭ୍ୟାଲିଡିଟି ନୂଆଦିଲ୍ଲୀ: ଏୟାରଟେଲ ୧୯୫ ଟଙ୍କିଆ ନୂଆ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନ ୯୦ ଦିନର ଭ୍ୟାଲିଡିଟି ସହ ଆସିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ ୧୫ଜିବି ହାଇ ସ୍ପିଡ ଡାଟା ସହ ଲାଭ ମିଳିଥାଏ। କମ୍ପାନୀ ଏହାକୁ ଏକ ଡାଟା-ଅନ ପ୍ଲାନ ଭାବେ ଜାରି କରିଛି। ଏୟାରଟେଲର ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଂ ବେନିଫିଟସ୍ ମିଳିବ ନାହିଁ। ଏୟାରଟେଲର ଏହି ପ୍ଲାନରେ … Read more

୨ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ସ୍ୱାମୀ, ଦ୍ୱିତୀୟ ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

ଉତ୍ତର ପ୍ରଦେଶରେ ଘଟିଛି ଜଘନ୍ୟ କାଣ୍ଡ । ସ୍ତ୍ରୀ କାଟିଦେଲା ସ୍ୱାମୀ ଗୁପ୍ତାଙ୍ଗ  ଜଗଦିଶପୁର: ଘରୋଇ କଳି ପାଇଁ ସ୍ୱାମୀର ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ । ଖବର ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜଗଦିଶପୁର ଅଞ୍ଚଳ ଫସନଗଞ୍ଜ କଚନ ଗ୍ରାମରେ । ସେଠାରେ ରହୁଥିବା ଅନସାରି ଅହମଦଙ୍କ ଦ୍ୱିତୀୟ ସ୍ତ୍ରୀ କରିଛି ଏଭଳି ଜଘନ୍ୟ କାଣ୍ଡ । ଅହମଦଙ୍କର ୨ଜଣ ସ୍ତ୍ରୀ । ସାବେଜୁଲ ଓ … Read more

କ୍ରାଇମ୍ ପେଟ୍ରୋଲ ଦେଖି ପ୍ରେମିକକୁ ହତ୍ୟା; ଘରକୁ ଡାକି ନିର୍ଦ୍ଧୁମ ପିଟିଲା, ପଥରରେ ମୁହଁକୁ ଛେଚିଲା, ପ୍ରାଇଭେଟ ପାର୍ଟକୁ କାଟିଦେଲା

ଇନ୍ଦୋରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ମହିଳା ଜଣକ କ୍ରାଇମ୍ ପେଟ୍ରୋଲର 50 ଏପିସୋଡ୍ ଦେଖିବା ପରେ ଏହି ହତ୍ୟା କରିଛନ୍ତି । ମଧ୍ୟପ୍ରଦେଶ: ଇନ୍ଦୋରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ମହିଳା ଜଣକ ଅନ୍ୟ କାହାକୁ ବିବାହ କରିଥିଲେ। କିନ୍ତୁ ପ୍ରେମିକ ବାରମ୍ବାର ମହିଳାଙ୍କୁ ଭେଟିବାକୁ ଜିଦ୍ କରୁଥିଲା ଏବଂ ତାଙ୍କର ଅଶ୍ଳୀଳ ଫଟୋ … Read more

ଛାତିଥରା ଘଟଣା…୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ, କବାଟ ଖୋଲିବାକୁ କହିବାରୁ ଛାତରୁ ଫିଙ୍ଗିଦେଲେ

ହରିଦ୍ବାରରେ ନାବାଳିକାକୁ ଗଣଦୁଷ୍କର୍ମ । ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣଦୁଷ୍କର୍ମର ଏକ ଘଟଣା ସାମ୍ନାକୁ ଆସିଛି । ଝିଅଟିକୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ । ଗୁରୁତର ଆହତ ଝିଅଟିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି କରୁଛନ୍ତି । ସେହି ସମୟରେ, ପୋଲିସ … Read more

5 ଲକ୍ଷ ପାଇଁ LLB ଛାତ୍ରକୁ ଅପହରଣ କଲା ସାଙ୍ଗ, ପାର୍କରେ ବୁଲିବା ବେଳେ ଉଠାଇ ନେଲା, ତାପରେ…

ଉତ୍ତର ପ୍ରଦେଶ କାନପୁରର ପନକି ଥାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ 5 ଲକ୍ଷ ଟଙ୍କା ପାଇଁ ଅପହରଣ କରିଛନ୍ତି। ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାନପୁରର ପନକି ଥାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ 5 ଲକ୍ଷ ଟଙ୍କା ପାଇଁ ଅପହରଣ କରିଛନ୍ତି। ଅପହରଣ ପରେ ଅଭିଯୁକ୍ତମାନେ 5 ଲକ୍ଷ ଟଙ୍କା ଦେବାକୁ କହିଥିଲେ। କିନ୍ତୁ କୌଣସି ପ୍ରକାରେ … Read more

ସ୍ତ୍ରୀର ପ୍ରେମିକକୁ ଅକଥନୀୟ ନିର୍ଯାତନା…ପ୍ଲାଇ ସାହାଯ୍ୟରେ ତାଙ୍କ ଓଠ ଏବଂ ଦାନ୍ତ ବାହାର କରିଦେଲା, ସ୍କ୍ରୁଡ୍ରାଇଭରରେ ଭୁସି ହତ୍ୟା କଲା

ସ୍ତ୍ରୀର ପ୍ରେମିକ ଉପରେ ରାଗି ନିର୍ମମ ହତ୍ୟା କଲା ସ୍ବାମୀ । ନୂଆଦିଲ୍ଲୀ: ୟୁପିର ସମ୍ଭଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଅବୈଧ ସମ୍ପର୍କ ଯୋଗୁଁ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅପରାଧ କରିବା ପୂର୍ବରୁ ହତ୍ୟାକାରୀ ଏକ ପ୍ଲାଇ ସାହାଯ୍ୟରେ ଯୁବକଙ୍କ ଓଠ ଏବଂ ଦାନ୍ତ ବାହାର କରିଦେଇଥିଲା ଏବଂ ତା’ପରେ ଏକ ସ୍କ୍ରୁଡ୍ରାଇଭର ସାହାଯ୍ୟରେ ତାଙ୍କ ଶରୀରକୁ ଖୋଳି ଦେଇଥିଲା। ପୁରା ମାମଲା … Read more

ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ

ସମ୍ପର୍କୀୟ ଭାଇ-ଭଉଣୀ ବିବାହ କରିବା ପଡ଼ିଲା ମହଙ୍ଗା। କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ।  ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି। ପୂର୍ବରୁ ମଧ୍ୟ କୋରାପୁଟରୁ ଏପରି ଘଟଣା ସାମ୍ନାକୁ ଆସିଥିଲା। ପୁଣି ଥରେ ସେହି କୋରାପୁଟର ବନ୍ଧୁଗାଁ ବ୍ଲକ ଚିଡିଓ୍ୱାଲସା ଗାଁରେ ଏପରି ଅଭାବନୀୟ ଘଠଣା ଦେଖିବାକୁ ମିଳିଛି। ସମ୍ପର୍କୀୟ ଭାଇ-ଭଉଣୀ ବିବାହ କଲେ … Read more

ଭାପୁର ବଜାର ଉପକଣ୍ଠରେ ଘରେ ପଶି ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ

ଭାପୁର: ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ। ଭାପୁର ବଜାର ଉପକଣ୍ଠରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଦୁଇ ଶିଶୁଙ୍କୁ ଧରି ଘରେ ଶୋଇଥିବାବେଳେ କବାଟ ବାଡ଼େଇଥିଲେ ଦୁର୍ବୁତ୍ତ। ମହିଳା ଜଣଙ୍କ କବାଟ ଖୋଲିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦୁର୍ବୁତ୍ତମାନେ ଫେରାର ହୋଇଗଲେ। ଏପରି ସେମାନେ କାହିଁକି କଲେ ତାର କୌଣସି ତଥ୍ୟ ମିଳିନଥିବାବେଳେ ସନ୍ଦେହ କରି ଫତେଗଡ଼ ପୋଲିସ 2 ଜଣଙ୍କୁ ଅଟକ ରଖିଛି। ତେବେ ଏହି ଘଟଣା ପରଠାରୁ ସାରା ଗାଁରେ ଆତଙ୍କ ଖେଳିଯାଇଛି। … Read more