ଝିଅ ବୁଝିଲାନି ବାପାର କଷ୍ଟ! ପ୍ୟାନରେ ବାପା ମୁଣ୍ଡକୁ ମାରି ପଠାଇଦେଲା ଆର ପାରି

ଗୁରୁତର ଅବସ୍ଥାରେ ବାପାଙ୍କୁ ହସ୍ପିଟାଲ ଆଣିଲା ପୁଅ । ଘିଅକୁ ବାନ୍ଧିଲା ପୋଲିସ ।ନୂଆଦିଲ୍ଲୀ: ବାପାଙ୍କୁ ହତ୍ୟା ଅଭିଯୋଗରେ ଝିଅକୁ ବାନ୍ଧିଛି ପୋଲିସ । ନୂଆଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲରୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଅପରାହ୍ନ ୩ଟା ୩୫ ମିନିଟରେ ସୂଚନା ପାଇଥିଲା । ମୃତକଙ୍କ ପୁଅ ଶିବମ ଗୁରୁତର ଆହତ ଅବସ୍ଥାରେ ବାପାଙ୍କୁ ହସ୍ପିଟାଲ ନେଇଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଶିବମଙ୍କ କହିବା କଥା, କୌଣସି କାରଣରୁ ବାପା ଓ … Read more

ଟିକା ନେଇ ଆଖି ବୁଜିଲା ଅଢେଇ ମାସର ଶିଶୁ ! ଅଭିଯୋଗ କଲେ ପରିବାର

ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ପଦ୍ମପୁର: ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟୀକାକରଣ କେନ୍ଦ୍ରରେ ଟିକା ନେଇ ଶିଶୁଟି ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସକାଳେ ଶିଶୁଟିକୁ ମୃତ ଘୋଷଣା କଲେ ଡାକ୍ତର … Read more

ଝିଅ କହିଦେଲା ହତ୍ୟାର କାହାଣୀ; ବାପାଙ୍କୁ ମାରିଥିଲା ମା’ର ପ୍ରେମିକ, ପୋଲିସକୁ ଭୂଆଁ ବୁଲାଉଥିଲା ହତ୍ୟାକାରୀ ମା’

ଚନ୍ଦ୍ରଶେଖରଙ୍କ ସହ ରାଜଶ୍ରୀଙ୍କ ପ୍ରେମ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି। ମୁମ୍ବାଇ: ପ୍ରେମ ସମ୍ପର୍କ ଭାଙ୍ଗି ଦେଲା ପରିବାର। ପ୍ରେମିକ ହାତରୁ ସ୍ୱାମୀ ଖାଉଥିଲେ ମାଡ଼। ଠିଆ ହୋଇ ଦେଖୁଥିଲେ ସ୍ତ୍ରୀ। ରୋକିବାକୁ କଲେନି ଚେଷ୍ଟା। ଖାଲି ଏତିକିରେ ସରିନଥିଲା କଥା। ମାଡ଼ ଖାଇ ସ୍ୱାମୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଥିବା ବେଳେ ହସ୍ପିଟାଲକୁ ନେଇନଥିଲେ ସ୍ତ୍ରୀ। ବାପାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ଦେଖି ସମ୍ପର୍କୀୟଙ୍କ ଫୋନ କରିଥିଲେ ୩ପିଲା। ଆଉ ମିଛ … Read more

ପଞ୍ଚମ ଶ୍ରେଣୀ ଛାତ୍ରର ଆତଙ୍କୀ କାର୍ଯ୍ୟ, କଥା ମାନିଲେନି କ୍ଲାସ୍ ମେଟ୍, ପାଣି ଟାଙ୍କିରେ ମିଶାଇଦେଲା ବିଷ

କର୍ଣ୍ଣାଟକ: ପଞ୍ଚମ ଶ୍ରେଣୀ ଛାତ୍ରର ଅପରାଧିକ ଚିନ୍ତାଧାରା। ଶ୍ରେଣୀର ମନିଟର କରାଯାଇଥିବା ଜଣେ ଛାତ୍ର, ଅନେକ ତାଗିଦ୍ ପରେ ତା କଥା କ୍ଲାସ୍ ମେଟ୍ ମାନେ ଶୁଣୁନଥିଲେ। ଯେଉଁଥିପାଇଁ ଛାତ୍ର ଜଣକ ରାଗିଯାଇଥିଲା। ଆଉ ରାଗରେ ଗର ଗର ହୋଇ ସହପାଠୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସିଧା ଯାଇ ସ୍କୁଲର ପାଣି ଟାଙ୍କିରେ କୀଟନାଶକ ମିଶାଇ ଦେଲା। ଆଉ ତାପରେ ଘଠଣା କେଉଁ ମୋଡ଼ ନେଲା ଆସନ୍ତୁ ଜାଣିବା। ପାଣି ଟାଙ୍କିରେ ବିଷ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ … Read more

ଈଶ୍ୱରଙ୍କ ନାମ ଜପୁଥିବା ସାଧୁ; ସ୍ତ୍ରୀ’ ମୁଣ୍ଡକୁ ହାତୁଡ଼ିରେ ଛେଚି କଲା ହତ୍ୟା

ସିସିଟିଭିରେ କଏଦ ହୋଇଛି ଘଟଣା । ପୋଲିସ କରୁଛି ଛାନଭିନ୍ । ନୂଆଦିଲ୍ଲୀ: ସାଉଥ୍ ଦିଲ୍ଲୀର ନେବ ସରାଇରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଥିରେ ଜଣେ ୫୫ ବର୍ଷୀୟ ସ୍ୱାମୀ କରିଛନ୍ତି ସ୍ତ୍ରୀ’ର ହତ୍ୟା । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପ୍ରମୋଦ ଝା କରିଛନ୍ତି ସ୍ତ୍ରୀ କିରଣ ଝାଙ୍କ ହତ୍ୟା । ତା’ ପୁଣି ହାତୁଡ଼ିରେ ପିଟି । ରୋଚକ କଥା ହେଉଛି, ପ୍ରମୋଦ ପାଖାପାଖି ୧୦ ବର୍ଷ … Read more

ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା, ସାଲାରୀ କଟିବାରୁ କ୍ଲର୍କଙ୍କୁ ଜୋତାରେ ନିର୍ଧୁମ ସେକିଲେ

ସାଲାରୀ କଟିବାରୁ ରାଗିଗଲେ ମହିଳା। ମାନିଲେନି ରାସ୍ତା ଘାଟ, କ୍ଲର୍କଙ୍କୁ ଜୋତାରେ ପିଟି ଚାଲିଲେ। ଉତ୍ତରପ୍ରଦେଶ: ରାସ୍ତା ଉପରେ ହାଇଡ୍ରାମା କଲେ ମହିଳା। ସାଲାରୀ କଟିବାରୁ ରାଗିଯାଇ କ୍ଲର୍କଙ୍କୁ ଚପଲରେ ସେକିଦେଲେ। ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଅଟକିଲେନି ମହିଳା। ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।  ଯେଉଁଥିରେ ମହିଳା ଜଣକ କିପରି ରାସ୍ତା ଉପରେ ଜଣେ ପୁରୁଷଙ୍କୁ ଚପଲରେ ନିର୍ଧୁମ ପିଟୁଛନ୍ତି ତାହା ଦେଖିବାକୁ ମିଳୁଛି। ସୋସିଆଲ … Read more

ସଇତାନ ସାଙ୍ଗ; ୩ ବର୍ଷର ପୁରୁଣା ଝଗଡ଼ା, ବାରରେ ଛୁରୀ ଭୁସି ନେଲେ ପ୍ରତିଶୋଧ

ତିନି ଜଣ ବନ୍ଧୁ ମିଶି ଯୋଗେଶ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। କର୍ଣ୍ଣାଟକ: ବନ୍ଧୁ ହେଲା ଶତ୍ରୁ। ୩ବର୍ଷ ପୁରୁଣା ପ୍ରତିଶୋଧ ନେଲା ସାଙ୍ଗ। ନିଶାଗ୍ରସ୍ତ ଅବସ୍ଥାରେ ୩ ଜଣ ସାଙ୍ଗ ଆସିଲେ ଅନ୍ୟ ସାଙ୍ଗକୁ ଅତି ନିର୍ମମ ଭାବେ ଛୁରୀରେ କଲେ ଆକ୍ରମଣ। କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏହି ହତ୍ୟାକାଣ୍ଡର ଘଟଣା ସାମ୍ନାକୁ ଆସିଛି। ତିନି ଜଣ ବନ୍ଧୁ ମିଶି ଯୋଗେଶ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏହି … Read more

କପିଲ ଶର୍ମାଙ୍କ କାନଡା କାଫେରେ ପୁଣି ଗୁଳିକାଣ୍ଡ, ଜେଲରେ ଥିବା ଗ୍ୟାଙ୍ଗଷ୍ଟରର ହାତ!

ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଏହାର ଦାୟିତ୍ୱ ନେଇଥିବା ସୂଚନା ମିଳିଛି। ମୁମ୍ବାଇ: ବଲିଉଡ ଅଭିନେତା ଏବଂ ସୁପରହିଟ୍ କମେଡିଆନ୍ କପିଲ ଶର୍ମାଙ୍କ କାଫେକୁ ଫାୟାରିଂ। ଦ୍ୱିତୀୟ ଥର କପିଲଙ୍କ କାନଡା କାଫେରେ ଫାୟାରିଂ ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି। କାନଡା କାଫେ ଉପରେ ପୁଣି ଥରେ ଗୁଳିଚାଳନା କରାଯାଇଛି। କିଛି ଦିନ ପୂର୍ବରୁ ଏଠାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏବେ ଗୁରୁବାର ଦିନ ପୁଣି ଥରେ କାନଡାରେ … Read more

ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ହେବ ଗେରୁଆ, ପୂର୍ତ୍ତ ବିଭାଗ ଜାରି କଲା ବିଜ୍ଞପ୍ତି

ଏଣିକି ରାଜ୍ୟର ସବୁ ସରକାରୀ କୋଠା ହେବ ଗେରୁଆ ରଙ୍ଗ ଭୁବନେଶ୍ୱର: ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟର ରଙ୍ଗ ହେବ ଗେରୁଆ ରଙ୍ଗ। ନୂଆ ଏବଂ ମରାମତି ହେଉଥିବା ପୁରୁଣା କୋଠାକୁ ଗେରୁଆ ରଙ୍ଗ କରାଯିବ। ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି। ସରକାରୀ ଉଦ୍ୟୋଗର କୋଠାକୁ ମଧ୍ୟ ଗେରୁଆ ରଙ୍ଗ ଦିଆଯିବ। ସରକାରୀ କୋଠା ଲାଗି ୩ଟି କଲର କୋଡ୍ ଜାରି ହୋଇଛି। ବାହାର କାନ୍ଥ ପାଇଁ ଆରଜିବି ମିକ୍ସ ବ୍ୟବହାର ହେବ। ଏହି … Read more

Post Officeର ସୁପରହିଟ୍ ସ୍କିମ, 21 ବର୍ଷ ବୟସରେ ଝିଅ ପାଇବେ 70 ଲକ୍ଷ ଟଙ୍କା

ଜାଣନ୍ତୁ ପୋଷ୍ଟ ଅଫିସର ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ । ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ହେଉ ଏବଂ ଯେତେବେଳେ ସେମାନେ ବଡ଼ ହୁଅନ୍ତି, ସେମାନଙ୍କ ଶିକ୍ଷା କିମ୍ବା ବିବାହ ପାଇଁ ଟଙ୍କାର ଅଭାବ ନ ରହୁ। ଯଦି ଆପଣ ମଧ୍ୟ ଆପଣଙ୍କ ଝିଅ ପାଇଁ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ନିବେଶ ଯୋଜନା ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସ ସୁକନ୍ୟା ସମୃଦ୍ଧି ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ … Read more