ୟୁଟ୍ୟୁବରୁ ଶିଖିଲେ; କାନରେ ଢାଳିଲେ ଘାଷ ମରା ଔଷଧ, ପ୍ରେମିକ ସହ ମିଶି ଏମିତି କଲେ ସ୍ବାମୀର ହତ୍ୟା…

YouTube ରୁ ଶିଖି ସ୍ବାମୀକୁ କଲେ ହତ୍ୟା । ତେଲେଙ୍ଗାନାରେ ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ହାଇଦ୍ରାବାଦ: ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର କରିମନଗରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଲା, ଏହି ହତ୍ୟାର ମାଧ୍ୟମ ସାଜିଲା YouTube । ମହିଳା ଜଣକ YouTube ରୁ ସିଖି ତାଙ୍କ ସ୍ବାମୀଙ୍କୁ … Read more

କେନ୍ଦ୍ରାପଡ଼ା ଛାତ୍ରୀ ଜୀବନ୍ତ ଜଳିଯିବା ଘଟଣା, ଫ୍ରିଜରେ ରହିଲା ମୃତଦେହ

ଆସନ୍ତାକାଲି ହେବ ପୋଷ୍ଟମର୍ଟମ। କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା। କେନ୍ଦ୍ରାପଡ଼ା ପୁରୁଣା ମେଡିକାଲରେ ପହଞ୍ଚିଲା ମୃତଦେହ। ଫ୍ରିଜରେ ରଖାଗଲା ଛାତ୍ରୀଙ୍କ ମରଶରୀର।  ଆସନ୍ତାକାଲି ହେବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ। ତାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସୂଚନାନୁସାରେ, ଆଜି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଛାତ୍ରୀ ନିଜ ଘର ଭିତରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଆଉ ବାପା ମା ଦେଖିବା ବେଳକୁ ଝିଅ ଜୀବନ୍ତ ଦଗ୍ଧ ହୋଇସାରିଥିଲା। ପରେ ପୋଲିସକୁ … Read more

ପୃଥିବୀର ମାନଚିତ୍ରରୁ ଲିଭିଯିବ 130ଟି ସହର; ନା ସମୂଦ୍ର ଗିଳିବ, ନା ସୂର୍ଯ୍ୟ ପୋଡ଼ିବ, ମଣିଷ ନିଜେ କରିବ ପରିତ୍ୟାଗ, ଭାରତର ଏହି ସ୍ଥନ ବି ଶାମିଲ

ପୃଥିବୀର ମାନଚିତ୍ରରୁ ଲିଭିଯିବ ଏହି 130ଟି ସହର । ଯେଉଁଥିରେ ଭାରତର ଏହି ସ୍ଥନ ବି ଶାମିଲ । ନୂଆଦିଲ୍ଲୀ: ପୃଥିବୀର ୭୦ ପ୍ରତିଶତ ଜଳ ଦ୍ୱାରା ଘେରି ରହିଛି ଏବଂ ଏହି ପାଣି ଏବେ ବିଶ୍ୱର ଅନେକ ସହରର ଅସ୍ତିତ୍ୱ ପାଇଁ ବିପଦ ପାଲଟିଛି। ସମୁଦ୍ର ସ୍ତର ବୃଦ୍ଧି, ଗ୍ଲୋବାଲ ୱାର୍ମିଙ୍ଗ ଏବଂ ମାଟି ଧସିଯିବା ଯୋଗୁଁ ଆଗାମୀ ଦଶନ୍ଧି ମଧ୍ୟରେ ଅନେକ ବଡ଼ ବଡ଼ ସହର ସମ୍ପୂର୍ଣ୍ଣ ଜଳରେ ବୁଡ଼ି ଯାଇପାରେ। ବୈଜ୍ଞାନିକ ଏବଂ ପରିବେଶ … Read more

“ଏବେ ଯୁଦ୍ଧବିରତି ପାଇଁ ଅଧିକ ଇଚ୍ଛୁକ ରୁଷ”, ଜେଲେନସ୍କି ଦେଲେ ବଡ଼ ବୟାନ

ରୁଷ ଏବେ ଯୁଦ୍ଧବିରତି ଚାହୁଁଛି ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି | ନୂଆଦିଲ୍ଲୀ: ରୁଷ ସହ ଜାରି ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ବୟାନ ଜାରି କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷ ଯୁଦ୍ଧବିରତି ପାଇଁ ଅଧିକ ଇଚ୍ଛୁକ ଅଛି। ସେ କହିଛନ୍ତି ଯେ, ସମ୍ଭାବୀୟ ଚୁକ୍ତିକୁ ନେଇ ୟୁକ୍ରେନ ଏବଂ ଆମେରିକାକୁ ମସ୍କୋ କଥାରେ ନ ଯିବା ଆବଶ୍ୟକ। ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ନିଶ୍ଚୟ ନିଜ ସ୍ୱତନ୍ତ୍ରତାର … Read more

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଛଟେଇ ବିପଦ ମଧ୍ୟରେ ଦରମା ବୃଦ୍ଧି ନେଇ କମ୍ପାନୀ ଦେଲା ଅପଡେଟ୍‌

ବଢିବ ଟିସିଏସ କର୍ମଚାରୀଙ୍କ ଦରମା! ଛଟେଇ ବିପଦ ମଧ୍ୟରେ କମ୍ପାନୀ ଦେଲା ଅପଡେଟ୍‌| ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ବୁଧବାର ଦିନ ନିଜ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। TCS କର୍ମଚାରୀମାନଙ୍କୁ ସୂଚନା ଦେଇଛି ଯେ, କମ୍ପାନୀ ଜୁନିଅର ସ୍ତରରୁ ମଧ୍ୟମ ସ୍ତର ପର୍ଯ୍ୟନ୍ତ ପ୍ରାୟ 80 ପ୍ରତିଶତ କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ଟାଟା ଗ୍ରୁପ୍ ଆଇଟି କମ୍ପାନୀ TCS ମୁଖ୍ୟ ମାନବ ସମ୍ବଳ ଅଧିକାରୀ … Read more

ଲଙ୍ଗଳା କରି ପିଟୁଥିଲା..ଏକ୍ସ ପ୍ରେମିକା ସହ ଯୌନ ସମ୍ପର୍କ ରଖୁଥିଲା ସ୍ବାମୀ, ଏସବୁ ସହିନପାରି ଜୀବନ ହାରିଦେଲା ସ୍ତ୍ରୀ

ମର୍ଚ୍ଚାଣ୍ଟ ନେଭି ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟରେ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅନୁରାଗ ସିଂହଙ୍କ ପତ୍ନୀ ମଧୁ ସିଂହଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ଘଟଣାରେ ଅନେକ ଖୁଲାସା ହୋଇଛି । ମଧୁଙ୍କ ମୃତଦେହ ସେମାନଙ୍କ ଫ୍ଲାଟରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଛି । ପରିବାର ଏହାକୁ ଆତ୍ମହତ୍ୟା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟା … Read more

ପ୍ରେମିକାକୁ I Love You କହିବାକୁ ବାଧ୍ୟ କଲା ପ୍ରେମିକ, ମନା କରିବାରୁ ଛୁରୀରେ ଆକ୍ରମଣ କଲା ନିଜେ ବିଷ ପିଇଲା

ଏକତରଫା ପ୍ରେମର କରୁଣ ପରିଣତି| ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁରୁ ଜଣେ ପାଗଳ ପ୍ରେମିକର ଏକ ଘଟଣା ସାମ୍ନାକୁ ଆସିଛି । ଆଇ ଲଭ ୟୁ କହିବା ପାଇଁ ବାଧ୍ୟ କଲା ପାଗଳ ପ୍ରେମିକ କିନ୍ତୁ ରାଜି ହେଲାନି ପ୍ରେମିକା । ଏହା ଉପରେ ପ୍ରେମିକଟି ଏପରି କିଛି କଲା ଯାହା ଶୁଣିଲେ ଭୟ ଲାଗିବ । ସୂଚନା ଅନୁଯାୟୀ, ଝୁନଝୁନୁ ଜିଲ୍ଲାର ମାଣ୍ଡରେଲା ଥାନା ଅଞ୍ଚଳର ଜଣେ 22 ବର୍ଷୀୟା ଯୁବତୀଙ୍କ ସହିତ ଏହି ଭୟଙ୍କର ଘଟଣା ଘଟିଛି … Read more

ଆମ ବସ୍ ଦୁର୍ଘଟଣା ରୋକିବାକୁ କ୍ରୁଟର ଅଭିନବ ଉପାୟ, ସପ୍ତାହକୁ 2 ଦିନ ବସରେ ବସି ଯାତ୍ରୀଙ୍କ କଥା ବୁଝିବେ ଅଧିକାରୀ

ଡ୍ରାଇଭରଙ୍କ ପାଖ ସିଟରେ ବସି ଯାତ୍ରା କରିବେ କ୍ରୁଟ ଅଧିକାରୀ । ଭୁବନେଶ୍ବର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଏକ ନୂଆ ପଦକ୍ଷେପ ନେଇଛି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍‌ରେ ଯାତ୍ରା କରି ବିସୃତ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆମବସ୍‌ର ପ୍ରତ୍ୟେକ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ ହେବ । ଡ୍ରାଇଭରଙ୍କ ପାଖ ସିଟରେ … Read more

ଅଙ୍ଗଦାନ ଅସ୍ତ୍ରୋପଚାର ପୂର୍ବରୁ ଘଟିଲା ଚମତ୍କାର; କୋମାରୁ ଉଠି ବସିଲେ ମହିଳା, ଯମଦ୍ବାରରୁ ଫେରିଲା ଜୀବନ

ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଦେଖି ଡାରକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ବନ୍ଦ ହେଲା ଅପରେସନ । ୱାଶିଂଟନ: ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା କିଛି ଚମତ୍କାରଠୁ କମ ନୁହେଁ । ଆମେରିକାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଦେଖି ଡାରକ୍ତରମାନେ … Read more

PFର ଟଙ୍କା ଉଠାଇ ପାରିବେନି, ଯଦି କରିନାହାନ୍ତି ଏହି କାମ, ତୁରନ୍ତ କରନ୍ତୁ

ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ କରିନଥିଲେ, ସଙ୍ଗେ ସଙ୍ଗେ କରନ୍ତୁ ଏହି କାମ, ନ ହେଲେ ପିଏଫର ଟଙ୍କା ଉଠାଇପାରିବେନି | ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କଟାଯାଉଥିବା ସଞ୍ଚୟର ଏକ ଅଂଶ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି। ଯଦି କାହାକୁ ହଠାତ୍ ଟଙ୍କାର ଆବଶ୍ୟକତା ପଡ଼େ, ସେ ଟଙ୍କା ମଧ୍ୟ ଉଠାଇପାରିବେ। ପିଏଫ୍ ଟଙ୍କା ଉଠାଇବା ପାଇଁ, EPFO … Read more