ଖଲ୍ଲିକୋଟରେ ଦୁର୍ବୁତ୍ତଙ୍କ ଆତଙ୍କ, ବିଚ ରାସ୍ତାରେ ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ

ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଖଲ୍ଲିକୋଟ ପରେ ଏମକେସିଜି ସ୍ଥାନାନ୍ତର କରାଯାଇଛି। ଗୁରୁତର 2 ଯୁବକ ନୁଆଁ ଫାସୁଳା ଗାଁର ସିଲୁ ପାହାନ ହୋଇଥିବାବେଳେ କାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଦୁର୍ବୁତ୍ତଙ୍କ ଆତଙ୍କରେ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ପୋଲିସ ଏହି ଘଟଣାର … Read more

‘ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି, ତେଣୁ…’, ଭଗବାନଙ୍କୁ ଭେଟିବା ପାଇଁ ମହିଳା ନେଲେ ଏଭଳି ପଦକ୍ଷେପ

ଭଗବାନଙ୍କୁ ଭେଟିବା ପାଇଁ ଆତ୍ମହତ୍ୟା! ହାଇଦ୍ରାବାଦ: କ’ଣ ଜଣେ ବ୍ୟକ୍ତି ଭଗବାନଙ୍କୁ ଭେଟିବା ପାଇଁ ଆତ୍ମହତ୍ୟା କରିପାରେ? ତେଲେଙ୍ଗାନାର ହାଇଦ୍ରାବାଦରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୩ ବର୍ଷୀୟ ମହିଳା ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ, ମହିଳା ଜଣକ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ସେ ଭଗବାନଙ୍କୁ ଭେଟିବାକୁ ଚାହାଁନ୍ତି, ସେଥିପାଇଁ ସେ ଏପରି ପଦକ୍ଷେପ ନେଉଛନ୍ତି। ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଘଟଣା ହାଇଦ୍ରାବାଦର … Read more

ମଣିଷଖିଆ ଚିତାବାଘ; ୨ ବର୍ଷର ଝିଅକୁ ଘରୁ ଟେକିନେଇ ମାରିଦେଲା

ଚିତାବାଘ ଆକ୍ରମଣରେ ୨ ବର୍ଷୀୟା ଝିଅର ମୃତ୍ୟୁ | ଗୁଜୁରାଟ: ଚିତାବାଘ ଆକ୍ରମଣରେ ୨ ବର୍ଷୀୟା ଝିଅର ମୃତ୍ୟୁ। ଗୁଜୁରାଟର ଗିର ସୋମନାଥ ଜିଲ୍ଲାରେ ଚିତାବାଘ ଆକ୍ରମଣରେ ଜଣେ ୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ଶିଶୁଟିର ମୃତଦେହ ୫୦୦ ମିଟର ଦୂରରେ ଏକ ଆମ୍ବ ବଗିଚାରୁ ମିଳିଛି। ଗିର ସୋମନାଥ ଜିଲ୍ଲାର ଉନା ତାଲୁକାର ଭାଚା ଗାଁରେ ବିଳମ୍ବିତ ରାତିରେ ଏକ ଚିତାବାଘ ଘରେ ଶୋଇଥିବା ୨ ବର୍ଷର ଶିଶୁକୁ ଉଠାଇ ନେଇଥିଲା। ତା’ର ମୃତଦେହ ପରଦିନ … Read more

ଅବୈଧ ସମ୍ପର୍କ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୃଶ୍ୟମ୍ ଫିଲ୍ମ ଦେଖି କରିଥିଲେ ଷଡ଼ଯନ୍ତ୍ର

ହତ୍ୟାର ଷଡ଼ଯନ୍ତ୍ର କ୍ରାଇମ୍ ପେଟ୍ରୋଲ୍ ଏବଂ ଦୃଶ୍ୟମ୍ ଚଳଚ୍ଚିତ୍ରରୁ ହିଁ ଦେଖି କରିଥିଲେ ସ୍ତ୍ରୀ ଏବଂ ପ୍ରେମିକ। ହରିୟାଣା: ପ୍ରେମ କଲା ବାଇଆ। ପଡ଼ୋଶୀ ବନ୍ଧୁ ନେଇଗଲା ବନ୍ଧୁର ଜୀବନ। ଫିଲ୍ମ ଦେଖି ଭିଲିୟାନ ସାଜିଥିଲେ ସ୍ତ୍ରୀ। ହରିୟାଣାର ଗୁରୁଗ୍ରାମରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ପଡ଼ୋଶୀ ବନ୍ଧୁ ତାଙ୍କ ସବୁଠାରୁ ଭଲ ବନ୍ଧୁର ଶତ୍ରୁ ହୋଇଛନ୍ତି। ଏହାର କାରଣ ହେଉଛି ଜଣେ ମହିଳା। ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଯୋଗୁଁ ବନ୍ଧୁ … Read more

ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟୁରୋସ୍କୋପିଆ ୨୦୨୫ ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର, ୦୪/୦୮/୨୦୨୫: ଏମ୍ସ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଉନ୍ନତ ଲାପାରୋସ୍କୋପିକ୍ ଓ ରେଟ୍ରୋପେରିଟୋନୋସ୍କୋପିକ୍ ୟୁରୋଲୋଜିକାଲ ସର୍ଜରୀ ଉପରେ ଜାତୀୟ କର୍ମଶାଳା ‘ୟୁରୋସ୍କୋପିଆ ୨୦୨୫’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶା ୟୁରୋଲୋଜି ଆସୋସିଏସନ୍ ସହଯୋଗରେ ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ଓ ରେନାଲ ଟ୍ରାନ୍ସପ୍ଲାଣ୍ଟେସନ୍ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବ ଭାରତରେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ତିନି ଦିନିଆ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଓ ଯୁବ … Read more

BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’

ଏନେଇ ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା। ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା। ସମ୍ପତ୍ତି ଲୋଭରେ ଦିବ୍ୟାଙ୍ଗ ପୁଅକୁ ମାଡ଼ ମାରି ରକ୍ତାକ୍ତ କରାଯାଇଛି।

ପୁଣି ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଭୟଙ୍କର ଭୂମିକମ୍ପ ଝଟକା

10 କିଲୋମିଟର ଗଭୀରରେ କେନ୍ଦ୍ରସ୍ଥଳି। ମିଆଁମାର: ପୁଣି ଭୂକମ୍ପରେ ଥରିଲା ଭାରତର ଶତ୍ରୁ ଦେଶ। ଭୂମିକମ୍ପ ଝଟକାରେ ଭାରତର ପଡ଼ୋଶୀ ଦେଶ ମିଆଁମାର ପୁଣି ଥରେ ଥରି ଉଠିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ମିଆଁମାରରେ ଭୂମିକମ୍ପ ଭାରତୀୟ ସମୟ ଅନୁସାରେ ରାତି ୨:୪୨ ରେ ହୋଇଥିଲା। ଏହି ଭୂମିକମ୍ପ ଭୂମିଠାରୁ ୧୦ କିଲୋମିଟର ଗଭୀରତାରେ ଆସିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ: NCS ସୋସିଆଲ ମିଡିଆ ପ୍ଲାଟଫର୍ମ X … Read more

ସମୁଦ୍ରରେ ବଡ଼ ଅଘଟଣ, ବୁଡ଼ିଗଲା ଯାତ୍ରୀବାହୀ ଡ଼ଙ୍ଗା, ୬୮ ଜଣ ପ୍ରବାସୀଙ୍କ ମୃତ୍ୟୁ, ୭୪ ନିଖୋଜ

ସମୁଦ୍ରରେ ଭାସିଗଲା ମୃତଦେହ।କାଇରୋ: ସମୁଦ୍ର ମଝିରେ ବଡ଼ ଅଘଟଣ। ଗଭୀର ଜଳରାଶି ମଧ୍ୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା।  ଫଳରେ ୬୮ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣଙ୍କର ମିଳୁନି ପତ୍ତା। ୟେମେନର ଉପକୂଳ ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ରବିବାର ଦିନ ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ୬୮ ଜଣ ଆଫ୍ରିକୀୟ ପ୍ରବାସୀ ପ୍ରାଣ ହରାଇଛନ୍ତି। ଜାତିସଂଘ ପ୍ରବାସ ସଂସ୍ଥା କହିଛି ଯେ ଏହି ଘଟଣାରେ ଆହୁରି ୭୪ ଜଣ … Read more

ମହାଜନର ଦାଦାଗିରି; ସୁଧ ଟଙ୍କା ନପାଇବାରୁ ପୁରା ପରିବାରକୁ ୯ ବର୍ଷ ରଖିଲା ବନ୍ଧକ

ମହାଜନ ସେମାନଙ୍କୁ ମାଡ଼ ମାରିଥିଲେ ଏବଂ ସମଗ୍ର ପରିବାରକୁ ହତ୍ୟା ଧମକ ଦେଇ ଚୁପ୍ କରାଇଦେଇଥିଲେ। ଉତ୍ତର ପ୍ରଦେଶ: ପୂର୍ବରୁ ଟଙ୍କା ପାଇଁ ସାହୁକାର ଜିନିଷ ବନ୍ଧା ପକାଏ। ଯଦି କେହି ଟଙ୍କା ନଦେଇ ପାରନ୍ତି ସାହୁକାର ତାଙ୍କୁ ଘରେ କାମ କରାଏ। ନାନା ନିର୍ଯାତନା ଦିଏ। ଏକଥା ପୂର୍ବରୁ ବହୁତ ହେଉଥିଲା।ସାହୁକାର ନିର୍ଯାତନା ବିଷୟରେ ଆପଣମାନେ ମଧ୍ୟ ଅନେକ ଜାଣିଥିବେ, ପଢ଼ିଥିବେ ମଧ୍ୟ।ହେଲେ ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମହାଜନଙ୍କୁ … Read more

(Video) ଲାତ, ମୁଥ ଏବଂ ଚାପୁଡ଼ା… ବିମାନବନ୍ଦରରେ ରାଗିଗଲେ ସେନା ଅଧିକାରୀ, ସ୍ପାଇସ୍ ଜେଟ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ

ଶ୍ରୀନଗର ବିମାନବନ୍ଦରରେ ସେନା ଅଧିକାରୀଙ୍କ ମାଡ଼ରେ ଭାଙ୍ଗିଗଲା ସ୍ପାଇସଜେଟ୍ କର୍ମଚାରୀଙ୍କ ହାଡ । ନୂଆଦିଲ୍ଲୀ: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ହୋଇଥିଲା। ସ୍ପାଇସଜେଟର ଜଣେ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀ ଜଣକ ସ୍ପାଇସଜେଟର କର୍ମଚାରୀଙ୍କୁ ଲାତ ଏବଂ ମୁଥ ମାରିବା ଫଳରେ ଆମର କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେମାନଙ୍କ ପାଟିରେ ଗୁରୁତର ଆଘାତ … Read more