ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘୁରି ବୁଲୁଛନ୍ତି ଆତ୍ମା

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘୁରି ବୁଲୁଛନ୍ତି ଆତ୍ମା ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛନ୍ତି ଆତ୍ମା! ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା। ଜୁନ୍ ମାସରେ ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୨୭୦ ଜଣ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ଦୁଃଖଦ ଘଟଣାର କାରଣ ବିଷୟରେ ଅନେକ ପ୍ରଶ୍ନର ଉତ୍ତର … Read more

ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ: ଓଡ଼ିଶାର ୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ଏକ ପଥର ଖଣିରେ ବ୍ଲାଷ୍ଟିଂ ସମୟରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ଓଡ଼ିଶାର ଗଜପତି ଜିଲ୍ଲାର ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ପଞ୍ଚାୟତର ଅଲରା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଏକ ପଥର ଖଣିରେ ଚାଲିଥିବା ବ୍ଲାଷ୍ଟିଂ କାର୍ଯ୍ୟ ସମୟରେ ଏକ ଅଘଟଣ … Read more

୯ମ ଶ୍ରେଣୀ ଝିଅ ସହିତ ମିଶି ବ୍ୟବସାୟୀ ସ୍ୱାମୀର ହତ୍ୟା, କଟା କାନ ଖୋଲିଦେଲା ସ୍ତ୍ରୀର ଚୋରାପିରତି

ଖୋଲିଲା ଉତ୍ତମ ଗୋଗୋଇ ହତ୍ୟା ମାମଲାର ରହସ୍ୟ । ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସର ସମ୍ପର୍କ ରହିଥାଏ । କିନ୍ତୁ କଳିଯୁଗରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ବିଶ୍ୱାସର ଏହି ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି । ଏବେ ଆସାମର ଦିବ୍ରୁଗଡ଼ରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀ ତାଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ସହିତ ମିଶି ହତ୍ୟା କରିଥିଲେ । ପ୍ରାରମ୍ଭରେ ମା’ … Read more

ଏଣିକି ରାତିରେ ଅଫିସରେ କାମ କରିବେ ମହିଳା, କିନ୍ତୁ ଦେବାକୁ ପଡ଼ିବ ସହମତି ପତ୍ର

ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଭୁବନେଶ୍ୱର: କର୍ମଜୀବୀ ମହିଳାଙ୍କ ନାଇଟ୍ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି। ଏଣିକି କର୍ମଜୀବୀ ମହିଳା ରାତିରେ କାମ କରିପାରିବେ। ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପ୍ରକାଶ ପାଇଲା ବିଜ୍ଞପ୍ତି। ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ରାତିରେ କାମ କଲେ ମହିଳାଙ୍କୁ ଦେବାକୁ ପଡ଼ିବ ସହମତି ପତ୍ର। ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। କର୍ମକ୍ଷେତ୍ରରେ ଅତି କମରେ … Read more

BREAKING: ବିଜେଡିର ଡାକରା, ବଳଙ୍ଗା ନାବାଳିକା ଜଳିଯିବା ଘଟଣାରେ ୭ରେ ପୁରୀ ବନ୍ଦ

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜୁ ଜନତା ଦଳ। ପୁରୀ: ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ। ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜୁ ଜନତା ଦଳ। ୨ ତାରିଖ ଦିନ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା ଆଖି ବୁଜିଥିଲେ। ୩ତାରିଖ ଦିନ … Read more

FM ଛାତ୍ରୀ ଜଳିଯିବା ଘଟଣାରେ ବଡ଼ ଖୁଲାସା, ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। ବାଲେଶ୍ୱର: FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର ସିସିଟିଭି ଫୁଟେଜ୍। ନିଜେ ପେଟ୍ରୋଲ ଆଣି ନିଜ ଦେହରେ ଢ଼ାଳି ହୋଇ ଦିଆସିଲି ମାରିଦେଇଥିଲେ ଏଫ.ଏମ୍ ମୃତ ଛାତ୍ରୀ। ଅବଶ୍ୟ ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ନେଇ ପୋଲିସ ସେହି କଲେଜର ୨ ଜଣଙ୍କୁ … Read more

ଆବାସ ପ୍ରମାଣ ପତ୍ର ବନେଇବାକୁ ପହଞ୍ଚିଲେ ପ୍ରଭୁ ରାମ-ସୀତା, କାଉ; ଅଧିକାରୀ ହେଲେ ଆଶ୍ଚର୍ଯ୍ୟ

RTPS ମାଧ୍ୟମରେ ଭିନ୍ନ ଭିନ୍ନ ନାମରେ ପ୍ରମାଣପତ୍ର ତିଆରି ହେବାର ଖବର ସାମ୍ନାକୁ ଆସୁଛି। ଏବେ ‘ଶ୍ରୀ ରାମ ପିତା ଦଶରଥ’ ଏବଂ ‘କାଉ’ ଭଳି ନାମରେ ଆବାସ ପ୍ରମାଣପତ୍ର ତିଆରି ପାଇଁ ଆବେଦନ କରିଛନ୍ତି।ପାଟଣା: ବିହାରରେ, ଗତ କିଛି ଦିନ ଧରି, RTPS ମାଧ୍ୟମରେ ଭିନ୍ନ ଭିନ୍ନ ନାମରେ ପ୍ରମାଣପତ୍ର ତିଆରି ହେବାର ଖବର ସାମ୍ନାକୁ ଆସୁଛି। ଅଜବ ନାମ ଏବଂ ଠିକଣା ସହିତ ପ୍ରମାଣପତ୍ର ତିଆରି ପାଇଁ ଆବେଦନ ମଧ୍ୟ ଭାଇରାଲ ହେଉଛି। ଏବେ ଖଗଡ଼ିଆରୁ … Read more

ପାଗଳ ପ୍ରେମୀ… ଭାଇ-ଭଉଣୀଙ୍କ ଦେହରେ କିରୋସିନି ଢ଼ାଳି ଜିଅନ୍ତା ଜାଳି ମାରିଦେଲା

ପାଗଳ ପ୍ରେମୀ… ଭାଇ-ଭଉଣୀଙ୍କ ଦେହରେ କିରୋସିନି ଢ଼ାଳି ଜିଅନ୍ତା ଜାଳି ମାରିଦେଲା | ବିହାର: ପାଗଳ ପ୍ରେମୀ… ସେ ମୋର ହେଲାନି ତ ମୁଁ ତାକୁ ଆଉ କାହାର ହେବାକୁ ଦେବିନି। ରାଗ ମୁଣ୍ଡକୁ ଚଢି଼ଗଲା। ଆଉ ଶେଷରେ ବିଳମ୍ୱିତ ରାତିରେ ଭାଇ ଭଉଣୀ ଘରେ ଶୋଇଥିବା ବେଳେ ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଦେଲା ଅଭିଯୁକ୍ତ। ଆଉ ବାହାର ପଟୁ କବାଟ ଦେଇ ଚାଲିଗଲା। ସେହି ଘର ଭିତରେ ହୁତୁହୁତୁ ହୋଇ ଜଳିଗଲେ ଭାଇ-ଭଉଣୀ। ଯଦିଓ … Read more

OTET ପ୍ରଶ୍ନପତ୍ର ଲିକ୍ ମାମଲା, ବୋର୍ଡ ଉପସଭାପତି ଗିରଫ

ନିହାରଙ୍କ ଲ୍ୟାପଟପରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର। ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ। ଧରା ପଡିଲା ଅସଲ ଦୋଷୀ। ଶେଷରେ ପ୍ରଶ୍ନ ପତ୍ର ଲିକ୍ କରିଥିବା ଲୋକ କ୍ରାଇମବ୍ରାଞ୍ଚ ହାତରେ ପଡିଲା ଧରା। ସେ ଆଉ କେହି ନୁହେଁ ବରଂ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ନିହାରଙ୍କ ଲ୍ୟାପଟପରୁ ଲିକ୍ ହୋଇଥିଲା OTET ପ୍ରଶ୍ନପତ୍ର।  ଯାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ।  ଆଉ ଅନେକ ପରିଶ୍ରମ ପରେ ଶେଷରେ ଦୋଷୀ ଧରା ପଡିଲା। ଶେଷରେ … Read more

“ମଲା ପରେ ପ୍ରେମିକ ପାଖକୁ ଫୋନ୍ କଲ୍ କରୁଛି ଶବ”, ଆଶ୍ଚର୍ଯ୍ୟ ଘଟଣା

ମଧ୍ୟପ୍ରଦେଶ: ଶବ କରୁଛି ଫୋନ୍ କଲ୍। ଡ଼ରି ଗଲେକି, ନା ଆଶ୍ଚର୍ଯ୍ୟ ହୋଇଗଲେ। କାରଣ କଥା ଟି ହିଁ ସେମିତି। ମଲା ପରେ ଶବ ପାଖରେ ଫୋନ୍ କେଉଁଠୁ ଆସିବ ଆଉ ସେ କଲ୍ କେମିତି କରିବ, ଏହି କଥା ନିଶ୍ଚିତ ଭାବରେ ମନକୁ ଆସୁଥିବ। କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ମରିଯିବା ପରେ ତାଙ୍କ ପ୍ରେମିକାଙ୍କ ପାଖକୁ ଫୋନ୍ କଲ୍ କରି କଥା ହୋଇଥିଲେ।  ଆଉ ଏପରି କଥା ଖୋଦ୍ ପୋଲିସର … Read more