ଅଳଙ୍କାର ବଜାର ଥରହର…ସୁନା ଏବଂ ରୂପା କିଣିବା ହେବ ମହଙ୍ଗା! ଜାଣନ୍ତୁ କାରଣ

ସୁନା ରୂପା ବ୍ୟବସାୟୀଙ୍କ ପାଇଁ ବଡ଼ ଖବର । ନୂଆଦିଲ୍ଲୀ : ଉତ୍ସବ ଏବଂ ବିବାହ ଋତୁର ପ୍ରସ୍ତୁତି ମଧ୍ୟରେ, ଏକ ସରକାରୀ ଘୋଷଣା ଅଳଙ୍କାର ବଜାରରେ ହଇଚଇ ସୃଷ୍ଟି କରିଛି । କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ (GST) ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସଙ୍କେତ ଦେଇଛନ୍ତି, ଯାହା ଅଧୀନରେ ଏବେ କେବଳ 5% ଏବଂ 18% ଟିକସ ସ୍ଲାବ୍ ରହିବ । ବର୍ତ୍ତମାନ, ଅଳଙ୍କାର ଉପରେ 3% GST ଲାଗୁ ହେଉଛି । ବ୍ୟବସାୟୀମାନେ … Read more

ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ, ଲାଗି ରହିବ ଝଡ଼ିବର୍ଷା, ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର

ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ଜାରି। ଭୁବନେଶ୍ୱର: ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ।  ଲଘୁଚାପ କ୍ଷେତ୍ର ପ୍ରଭାବରେ ଲାଗି ରହିବ ବର୍ଷା।  ରାଜ୍ୟର ସବୁ ଜିଲ୍ଲାରେ କଲବଲ କରିବ ଝଡ଼ି। ୨୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଫଳରେ ଲଘୁଚାପ ପ୍ରଭାବରେ ଅତି ପ୍ରବଳ … Read more

ସୋମବାର ହେଉଛି ଏକ ଅତ୍ୟନ୍ତ ଶୁଭ ସିଦ୍ଧ ଯୋଗ; ଏହି ୪ଟି ରାଶି ପାଇଁ ଦିନଟି ବହୁତ ଭଲ, ସବୁଥିରେ ମିଳିବ ସଫଳତା

ଆଜି ୨୫ ଅଗଷ୍ଟ ସୋମବାର ଏବଂ ଆଜି ସିଂହ ରାଶି ପରେ ଚନ୍ଦ୍ରଙ୍କ ଗୋଚର କନ୍ୟା ରାଶିରେ ହେବ। ଆଜି ସୂର୍ଯ୍ୟ ଚନ୍ଦ୍ରରୁ ଦ୍ୱାଦଶ ଘରେ ରହିବେ, ଯାହା ଫଳରେ ଆଜି ଅନଫ ଯୋଗର ଶୁଭ ମିଶ୍ରଣ ସୃଷ୍ଟି ହେବ। ଏହା ସହିତ, ଆଜି ଗଜକେଶରୀ ଯୋଗର ମଧ୍ୟ ପ୍ରଭାବ ପଡ଼ିବ। ଆଜି ସୋମବାର, ଭାଦ୍ରପଦ ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟା ତିଥି ଆଜି ମଧ୍ୟାହ୍ନ ୧୨:୩୫ ପର୍ଯ୍ୟନ୍ତ ରହିବ। ସିଦ୍ଧ ଯୋଗ ଆଜି ମଧ୍ୟାହ୍ନ … Read more

ଆଖି ବୁଜିଲେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଚିକିତ୍ସିତ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ବିଧାୟକ। ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ପରଲୋକ।  ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ। ୫୨ ବର୍ଷ ବୟସରେ ଆଖି ବୁଜିଲେ କରେନ୍ଦ୍ର ମାଝୀ। ଚିକିତ୍ସିତ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ କରେନ୍ଦ୍ର ମାଝୀ। ବାଲିଗୁଡ଼ା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଥିଲେ କରେନ୍ଦ୍ର ମାଝୀ। ପୂର୍ବତନ ବିଧାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ। ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read more

ପାରିଲେନି ଟ୍ରମ୍ପ, ଭାରତ ଆସିବେ ଜେଲେନସ୍କି, ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବେ ମୋଦୀ!

ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିବେ ପୁଟିନ୍। ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଭାରତ ଗସ୍ତରେ ଆସିପାରନ୍ତି।  ଏନେଇ ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ ଏହାକୁ ନିଶ୍ଚିତ କରିଛନ୍ତି। ପୋଲିଶଚୁକ୍ କହିଛନ୍ତି ଯେ ତାରିଖ ସ୍ଥିର କରିବା ପାଇଁ ଆଲୋଚନା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଅଗଷ୍ଟରେ ୟୁକ୍ରେନ ଗସ୍ତ କରିଥିଲେ। ଏହି ସମୟରେ ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଥିଲା। ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। … Read more

ସେପ୍ଟେମ୍ବର ୧ରୁ ହେଲ୍ଥ ଇନ୍ସୁରାନ୍ସରେ ରହିବନି କ୍ୟାସଲେସ୍ ଚିକିତ୍ସା ସୁବିଧା, ଏହି କମ୍ପାନୀର ଗ୍ରାହକଙ୍କ ପାଇଁ ବଡ଼ ଖବର

ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ବୀମା କମ୍ପାନୀରୁ ଆପଣଙ୍କ ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି, ତେବେ ଏହା ଆପଣମାନଙ୍କ ପାଇଁ ଏକ ଖରାପ ଖବର। ସେପ୍ଟେମ୍ବର ୧ରୁ ଏହି କମ୍ପାନୀର ଗ୍ରାହକଙ୍କୁ ହେଲ୍ଥ ଇନ୍ସୁରାନ୍ସରେ ରହିବନି କ୍ୟାସଲେସ୍ ଚିକିତ୍ସା ସୁବିଧା । ନୂଆଦିଲ୍ଲୀ: ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ବୀମା କମ୍ପାନୀରୁ ଆପଣଙ୍କ ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି, ତେବେ ଏହା ଆପଣମାନଙ୍କ ପାଇଁ ଏକ ଖରାପ ଖବର। ହସ୍ପିଟାଲ … Read more

ଆଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ଆଉ କେହି କରି ପାରିବେନି…

ସୋମବାର (୧୮ ଅଗଷ୍ଟ, ୨୦୨୫) ଦିନ ଭାରତୀୟ ନିର୍ବାଚନ କମିଶନ ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR) ଅଧୀନରେ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ୬୫ ଲକ୍ଷ ଲୋକଙ୍କ ନାମ ଘୋଷଣା କରିଥିଲେ । ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, SIR ପ୍ରକ୍ରିୟାରେ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣ … Read more

ଆସନ୍ତା ସପ୍ତାହରେ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଡିଟେଲ୍ସ

ଆସନ୍ତା ସପ୍ତାହରେ ଏହି ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଚାରି ଦିନ ବ୍ୟାଙ୍କ ବନ୍ଦ। ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି, ତେବେ ଶୁକ୍ରବାର ଦିନ ଯାଇ ସାରିଦିଅନ୍ତୁ। ସୋମବାର ୨୫ରୁ ୩୧ ଯାଏଁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ। ବ୍ୟାଙ୍କ ସୋମବାର, ବୁଧବାର ଏବଂ ଗୁରୁବାର ବନ୍ଦ ରହିବ। ୨୫ ଅଗଷ୍ଟ-ଶ୍ରୀମନ୍ତ ଶଙ୍କରଦେବ ତିରୂଭବ ତିଥି-କେବଳ ଗୁହ୍ୱାଟୀରେ ଛୁଟି।୨୭ ଅଗଷ୍ଟ-ଗଣେଶ ଚତୁର୍ଥୀ ପାଇଁ ବ୍ୟାଙ୍କ ବନ୍ଦ … Read more

BCCIରେ ଚାକିରି କରିବାକୁ ଚାହୁଁଛନ୍ତି କି? ଆଜି ହିଁ କରନ୍ତୁ ଆବେଦନ, ମିଳିବ ମୋଟା ଅଙ୍କର ଦରମା

BCCIରେ ବାହାରିଲା ଚାକିରି । ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅନେକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏହା ବ୍ୟତୀତ ମହିଳା ଏବଂ ଜୁନିୟର ଚୟନ କମିଟିରେ ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏଥିପାଇଁ ଅନେକ ଯୋଗ୍ୟତା ରଖାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ରିପୋର୍ଟ ଅନୁସାରେ, ତାଙ୍କ … Read more

ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ରେ ଯିବାଆସିବା କରିବା ସମ୍ପୂର୍ଣ୍ଣ ମାଗଣା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ବସରେ ମାଗଣା ଯିବେ ଛାତ୍ରଛାତ୍ରୀ ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ବସରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ନିଜର ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯାଇପାରିବେ । ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ। ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ … Read more