ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ ଥିଲା ସମ୍ପୃକ୍ତ । ଆହୁରୀ ଅନେକ ମାମଲାରେ ସମ୍ପୃକ୍ତ ଅଛି ସୁନୀଲ । ତେବେ ଆହତ ଅପରଧିକୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନା … Read more

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଖାଇବାକୁ ଦେଇଦେଲେ ଝିଟିପିଟି!

ମଧ୍ୟାହ୍ନ ଭୋଜନ ଖାଇ ହସ୍ପିଟାଲରେ ଛାତ୍ରଛାତ୍ରୀ। କଣ୍ଟାବାଞ୍ଜି: ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କାରଣ ସ୍କୁଲରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ପଡିଥିଲା ଝିଟିପିଟି। ଆଉ ଝିଟିପିଟି ମିଶା ରନ୍ଧା ଖାଦ୍ୟ ଖାଇବାରୁ ଅସୁସ୍ଥ ହୋଇପଡିଲେ ପିଲା। ଏପରି ଏକ ଅଘଟଣ ଘିଟିଛି କଣ୍ଟାବାଞ୍ଜି ଜିଲ୍ଲା ମୁରିବାହାଲ ତେନ୍ତୁଳିଖୁଣ୍ଟି ସରକାରୀ ସ୍କୁଲରେ। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବାରୁ ସେହି ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି ଛାତ୍ରଛାତ୍ରୀ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ

Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ନୂଆଦିଲ୍ଲୀ: Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଏବେ ଟିମରେ … Read more

ପ୍ରେମ ପାଇଁ ଆତ୍ମାହୁତି! ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା। କେନ୍ଦୁଝର: ପେଟ୍ରୋଲ ଢ଼ାଳି ଜଳିଗଲେ ଦୁଇଜଣ। କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା। ଜଳି ଯାଇଥିବା ମହିଳା ଜଣଙ୍କ ମୃତ। ପୁରୁଷ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।ଘଟଣା ସ୍ଥଳରେ ରରୁଆଁ ପୋଲିସର ତଦନ୍ତ। ବିଲ ମଝିରେ ଦୁହେଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ କରୁଥିଲେ ଉଦ୍ୟମ। ବିଲ ମଝିରୁ ଉଭୟ ମହିଳା ଏବଂ … Read more

(video viral)ଚଳନ୍ତା ବିମାନରେ ମାରପିଟ୍‌, ଯାତ୍ରୀ ମାରିଲେ ଚାପୁଡା, ପୋଲିସ ହାତରେ ଧରାଇଦେଲା ଇଣ୍ଡିଗୋ

man was beaten in flying plane

ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାରାଷ୍ଟ୍ର:  ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି। ବିମାନରେ ଘଟିଥିବା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ। ବିମାନ କମ୍ପାନୀ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିମାନ ଲ୍ୟାଣ୍ଡିଂ ପରେ … Read more

ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ

ଏହି କଲେଜରେ ପିଲାଙ୍କ ନୂଆ ରୂପ । ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍ ପକାଇ ପାଠ ପଢନ୍ତି ପିଲେ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ । ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହା ଦେଖାଯାଉଛି … Read more

ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି। ନୂଆଦିଲ୍ଲୀ: ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ।  ଚାଷୀଙ୍କ ଖାତାକୁ ଆସି ସାରିଲାଣି ପିଏମ୍ କିଷାନ ଟଙ୍କା। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି। ଏହି ଯୋଜନାରେ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ … Read more

୭୦ ବର୍ଷୀୟା ହାଇଓ୍ୱେ ଡକାୟତ ଆଈ, କରିଥିଲେ ମର୍ଡର, ୧୬ ବର୍ଷ ପରେ…

୧୬ ବର୍ଷ ହେବ ଡକାୟତି ମର୍ଡର କରି ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଥିଲା ୭୦ ବର୍ଷର ଆଈ। ଗୁଜୁରାଟ: ୭୦ ବର୍ଷର ଆଈ, ଚମ ଧୁଡୁଧୁଡୁ ହୋଇଗଲାଣି, କିନ୍ତୁ ଗତ ୧୬ ବର୍ଷ ହେବ ସେ ଏ ସ୍ଥାନରୁ ସେ ସ୍ଥାନକୁ ଘୂରି ବୁଲୁଛନ୍ତି। କିନ୍ତୁ ଜଣେ ଯାତ୍ରୀ ହିସାବରେ ନୁୁହେଁ ବରଂ ହାଇଓ୍ୱେ ଡକାୟତି ଏବଂ ହତ୍ୟା ପାଇଁ। କଥାଟି ଆଶ୍ଚର୍ଯ୍ୟ ଲାଗୁଛିନା। ହେଲେ ଘଟଣାଟି ସତ। ଜଣେ ୭୦ ବର୍ଷର ଆଈ ହାଇଓ୍ୱେ … Read more

‘ରାଧେ-ରାଧେ ମାମ୍…’, ନର୍ସରୀ ଛାତ୍ରୀ ଏପରି କହିବାରୁ ରାଗିଗଲେ ପ୍ରିନ୍ସିପାଲ୍, ପିଲାଟିକୁ ପିଟିଲେ ତା’ପରେ ମୁହଁରେ ଟେପ୍ ଲଗାଇଦେଲେ

ଚର୍ଚ୍ଚାରେ ଛତିଶଗଡ଼ ପ୍ରିନ୍ସିପାଲଙ୍କର କାରନାମା । ନୂଆଦିଲ୍ଲୀ: ଶିକ୍ଷକଙ୍କୁ ଦେବତା କୁହାଯାଏ । ସେ ଛାତ୍ରଛାତ୍ରୀମାନଙ୍କ ଜୀବନରୁ ଅନ୍ଧାର ହଟାଇ ଆଲୋକିତ କରିଥାନ୍ତି । ଶିକ୍ଷକ ପିଲାମାନଙ୍କୁ ଯାହା ବୁଝାଇ ଦିଅନ୍ତି, ତାହା ପିଲାମାନଙ୍କ ମନରେ ସ୍ଥାନିତ ହୋଇଯାଏ। କିନ୍ତୁ କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ପିଲାମାନଙ୍କ ସହିତ ଭଲ ବ୍ୟବହାର କରନ୍ତି ନାହିଁ । ଛତିଶଗଡ଼ର ଦୁର୍ଗରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଯେତେବେଳେ ଜଣେ ନର୍ସରୀ ଶ୍ରେଣୀର ଛାତ୍ରୀ ରାଧେ-ରାଧେ … Read more

ଏତେ ନିଷ୍ଠୁର ମାଆ! ରାସ୍ତାକଡ଼ରେ ପ୍ରବଳ ଥଣ୍ଡାରେ କମ୍ପୁଥିଲା ନବଜାତ ଶିଶୁକନ୍ୟା, ବୁଲା କୁକୁରମାନେ ଘେରି ରହିଥିଲେ ତାପରେ…

ମଧ୍ୟପ୍ରଦେଶର ଧାରରେ ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର । ନୂଆଦିଲ୍ଲୀ: ମାନବିକତା ଏବେ ବି ବଞ୍ଚିଛି – ଏହା ପ୍ରମାଣିତ ହୋଇଥିଲା ଯେତେବେଳେ ମଧ୍ୟପ୍ରଦେଶର ଧାର ଜିଲ୍ଲାର ଧରମପୁରୀ ଥାନା ଅଞ୍ଚଳର ବାସିନ୍ଦାମାନେ ଗୁରୁବାର ରାତିରେ ସମୟ ଥାଉ ଥାଉ ଏକ ନବଜାତ କନ୍ୟାର ଜୀବନ ବଞ୍ଚାଇଥିଲେ। ଏହି ଘଟଣାଟି ପଗାରା ଫାଟା ନିକଟରେ ଘଟିଥିଲା, ଯେଉଁଠାରେ ଖାଲଘାଟ-ମନୱାର ରାସ୍ତା ପାର୍ଶ୍ୱରେ ଏକ ବନ୍ଦ ଚା ଦୋକାନ ନିକଟରେ ଏହି କନ୍ୟାଟି ପ୍ରବଳ ଥଣ୍ଡାରେ … Read more