ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ୧୪ ଦିନ ପରେ ମିଳିଲା ମୃତଦେହ

ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ଜହ୍ଲାଦ ସ୍ୱାମୀ ନୂଆଦିଲ୍ଲୀ: ଦିଲ୍ଲୀର ମହରୋଲୀ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଧୋକା ସନ୍ଦେହରେ ଜଣେ ବ୍ୟକ୍ତି ନିଜ ୩୦ ବର୍ଷର ସ୍ତ୍ରୀକୁ ହତ୍ୟା କରିଛି। ଏହାପରେ ସାଙ୍ଗମାନଙ୍କ ସହାୟତାରେ ମୃତଦେହକୁ ମଶାଣିରେ ପୋତିଦେଇଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତ ସ୍ୱାମୀ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ମୁତାବକ, ମୃତ ମହିଳାଙ୍କ ସାଙ୍ଗ ୧୦ ଅଗଷ୍ଟରେ ଥାନାରେ ଏହି ମହିଳା ନିଖୋଜ … Read more

ରିକ୍ସାବାଲାର ଗୁଣ୍ଡାରାଜ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଆକ୍ରମଣ କରି କଲା ରକ୍ତାକ୍ତ

ଜଗନ୍ନାଥ ଧାମରେ ରିକ୍ସା ଚାଳକର ଦାଦଗିରି। ପୁରୀ: ରିକ୍ସା ଚାଳକଙ୍କ ଦାଦାଗିରି। ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏମିତି ଆକ୍ରମଣ କଲେ ଯେ ରାସ୍ତାରେ ରକ୍ତାକ୍ତ ହୋଇ ଦୌଡ଼ିଲେ ଆଇନଜୀବୀ। ଏପରି ଏକ ହୃଦୟବିଦାରକ ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ବରଂ ଖୋଦ୍ ଜଗନ୍ନାଥ ଧାମ ପୁରୀରେ ଦେଖିବାକୁ ମିଳିଛି।  ଜଣେ ଆଇନଜୀବୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ରିକ୍ସା ଚାଳକ। ରିକ୍ସା ଚାଳକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଆଇନଜୀବୀ। ଟାଉନ୍ ଥାନା ଦୋଳମଣ୍ଡପ ସାହିରେ … Read more

ଓଡ଼ିଶାରେ ହେବ ୪ଟି କ୍ରୁଜ ସର୍କିଟ୍‌, କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

୪ଟି କ୍ରୁଜ ସର୍କିଟ୍ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ଭୁବନେଶ୍ୱର: ଓଡ଼ିଶାରେ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସହିତ କରାଯିବ। ୪ଟି କ୍ରୁଜ ସର୍କିଟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଭିତରକନିକା, ଯୋବ୍ରା, ଲଳିତଗିରି-ଉଦୟଗିରିରେ ଏହି କ୍ରୁଜ ସର୍କିଟ ହେବ। ବାଲେଶ୍ୱରର ହିଡେନ ବିଚରେ ହେବ ଏହି କ୍ରୁଜ ସର୍କିଟ। ଏନେଇ ରାଜ୍ୟସଭାରେ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସୂଚନା ଦେଇଛନ୍ତି।

୯ମ ଶ୍ରେଣୀ ଛାତ୍ର ସାଜିଲା ଦୁର୍ଦ୍ଦାନ୍ତ ଅପରାଧୀ… ଛୁରୀରେ ୧୦ମ ଶ୍ରେଣୀ ଛାତ୍ରକୁ କଲା ସାଫ୍

ଗାନ୍ଧୀନଗର: ଗୁଜୁରାତ ଅହମଦାବାଦରୁ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଛାତ୍ରୀଜଣଙ୍କୁ ଛୁରୀ ଭୁସି ଘାଇଲା କରିଛି ୯ ଶ୍ରେଣୀ ଛାତ୍ର । ଗତକାଲି ଏ ଘଟରା ଘଯିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିିକିତ୍ସାଧୀନ ଅବସ୍ଥାରେ ଛାତ୍ରଈଙ୍କ ମୃତ୍ୟୁ ଘଯିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଅହମଦାବାଦରେ ଥିବା ଏହି ଘରୋଇ ସ୍କୁଲ ବାହାରେ ହିନ୍ଦୁ … Read more

ଛାତି ଥରାଇଦେବ ଘଟଣା…ପରକୀୟା ପ୍ରୀତି ସନ୍ଦେହରେ ଯୁବତୀଙ୍କୁ ହତ୍ୟା, ପେଟ୍ରୋଲ ଢାଳି ଶବ ଜାଳିଦେଲା ପ୍ରେମିକ

ପ୍ରେମିକାକୁ ହତ୍ୟା କଲା ଷ୍ଟେଜ 3 କର୍କଟ ରୋଗୀ । ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଜାତୀୟ ରାଜପଥ ୪୮ ନିକଟରେ ମୃତଦେହ ମିଳିଥିବା ୧୯ ବର୍ଷୀୟା ଯୁବତୀ ବର୍ଷିତାଙ୍କ ହତ୍ୟା ମାମଲା ଏକ ନୂତନ ମୋଡ଼ ନେଇଛି । ଅଭିଯୁକ୍ତ ଜଣେ ଷ୍ଟେଜ୍ ୩ କର୍କଟ ରୋଗୀ, ଯାହାଙ୍କ ନାମ ଚେତନc। ପୋଲିସ ଚେତନକୁ ଗିରଫ କରିଛିc। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଛି । ବର୍ଷିତା ହିରିୟୁରର କୋଭରହଟ୍ଟି ଗ୍ରାମର ବାସିନ୍ଦା ଥିଲେ … Read more

ବାପରେ ବାପ୍! କଥା ଶୁଣିଲାନି ସାନ ଭଉଣୀ, ରାଗିଯାଇ ଜୀବନ ନେଇଗଲା ବଡ଼ ଭଉଣୀ

ସାନ ଭଉଣୀକୁ ତଣ୍ଟି କାଟି ମାରିଦେଲା ବଡ଼ ଭଉଣୀ । ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନାରେ, ଜଣେ 15 ବର୍ଷୀୟ ଝିଅ ଏପରି ଅପରାଧ କଲା ଯେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ । ଝିଅଟି ବଜାରକୁ ଯାଉଥିଲା। ତାଙ୍କ ସାନ ଭଉଣୀ କହିଲେ- ଦିଦି, ମୁଁ ମଧ୍ୟ ତୁମ ସହିତ ଯିବି। କିନ୍ତୁ ବଡ଼ ଭଉଣୀ ତାକୁ ସାଙ୍ଗରେ ନେବାକୁ ମନା କରିଦେଲେ । କଥା ନଶୁଣିବାରୁ ହତ୍ୟା- ତଥାପି ସାନ ଭଉଣୀ ତାଙ୍କୁ ଅନୁସରଣ କରିବାକୁ ଲାଗିଲା। କ୍ରୋଧରେ … Read more

ବାପା ନାଁରେ କଳଙ୍କ; ଅବାଟକୁ ଗଲା, କହିଲେ ଶୁଣିଲାନି… କୁରାଢ଼ୀରେ ପିଟି ପିଟି ଠିକ୍ ଜାଗାକୁ ପଠେଇଦେଲି

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଘଟଣା ଉତ୍ତରପ୍ରଦେଶ: ଯଦି ପିଲା ଅବାଟକୁ ଯାଆନ୍ତି ତାଙ୍କୁ ବୁଝାଯାଏ। ତାଙ୍କୁ ଆକଟ କରାଯାଏ। ହେଲେ ପିଲା ଅବାଟକୁ ଗଲା ବୋଲି ଏମିତି କଲା ବାପା। ଯାହା ଶୁଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ରାତିର କିଟିମିଟି ଅନ୍ଧାର। କିଛି ପାଟି ଶୁଭି ବାପାର ନିଦ ଭାଙ୍ଗିଲା। ଘରେ ଦେଖିଲା ଝିଅ ନାହିଁ। ତାପରେ ପାଟି ଶୁଣି ବିଲ ଆଡ଼କୁ ବାପାର ପାଦ ବଢ଼ିଲା। ସେଠି ଯାହା ଦେଖିଲା ବାପାର ରକ୍ତ ଗରମ … Read more

ମାଇଁର ମୃତ୍ୟୁ ଖବର ଶୁଣି ବିଷ ଖାଇଦେଲା ଭଣଜା, ମାଇଁ-ଭଣଜାଙ୍କ ଅନନ୍ୟ ପ୍ରେମ କାହାଣୀର ଭୟଙ୍କର ଅନ୍ତ

ମାଇଁ-ଭଣଜାଙ୍କ ନିଆରା ପ୍ରେମ କାହାଣୀ। ଜଣେ ଅନ୍ୟଜଣଙ୍କ ବିନା ବଞ୍ଚିବା ଅସମ୍ଭବ। ଉତ୍ତରପ୍ରଦେଶ: ମାଇଁ ଓ ଭଣଜା- ସେମାନେ ଗଢ଼ିଛନ୍ତି ଏମିତି ଏକ ପ୍ରେମ କାହାଣୀ, ଯାହା ଆଖି ଦେଖିନଥିଲା କାନ ଶୁଣନଥିଲା।  ଜଣେ ଅନ୍ୟ ଜଣକୁ ଛାଡ଼ି ବଞ୍ଚିବା ଅସମ୍ଭବ। ସେଥିପାଇଁ ତ ମାଇଁର ମଲା ଖବର ଶୁଣି ସହିପାରିଲାନି ଭଣଜା।  ଶେଷରେ ନିଜ ଜୀବନ ଦେବାକୁ ବି ପଛାଇଲାନି। ହଁ ଆଜ୍ଞା ଏପରି ଏକ ଅନନ୍ୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ। … Read more

ଦୁଷ୍କର୍ମର ମିଛ ମାମଲା ଲଢି ଫସିଗଲେ ଓକିଲ ବାବୁ, ଭୋଗିବେ ଆଜୀବନ କାରାଦଣ୍ଡ, ଦେବେ ୫ ଲକ୍ଷ ଜରିମାନା

ଓକିଲଙ୍କୁ ଆଜୀବନ କାରାଦଣ୍ଡ ନୂଆଦିଲ୍ଲୀ: ମିଥ୍ୟା ଉପାୟରେ SC/ST ଆଇନ ଏବଂ ଦୁଷ୍କର୍ମ ଭଳି ଗମ୍ଭୀର ମାମଲା ପଞ୍ଜିକରଣ କରିଥିବା ଓକିଲ ଏବେ ଯିବେ ଜେଲ। ସାରା ଜୀବନ ପାଇଁ। ପରମାନନ୍ଦ ଗୁପ୍ତାଙ୍କୁ SC/ST ଆକ୍ଟରେ ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ 5 ଲକ୍ଷ 10 ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ସମ୍ପୂର୍ଣ୍ଣ ମାମଲା: କୋର୍ଟ ଅଭିଯୁକ୍ତଙ୍କୁ ବିଭିନ୍ନ କୋର୍ଟରେ ପ୍ରାକ୍ଟିସ କରିବାରୁ ନିଷେଧ କରିଛନ୍ତି। ଏହି ମାମଲାରେ … Read more

ପାଣିରେ ଭାସିଗଲେ ନା ମାଟିରେ ମିଶି ଗଲେ, କୁଆଡ଼େ ଗଲେ ୧୦ ହଜାର

୫୮୯ ମାମଲା ରାଜଧାନୀ ବେଙ୍ଗାଲୁରୁରୁ ଆସିଛି।କର୍ଣ୍ଣାଟକ: କର୍ଣ୍ଣାଟକରୁ ଆସିଛି ଆଶ୍ଚର୍ଯ୍ୟଜନକ ସଂଖ୍ୟା ଖବର। ଏହି ସଂଖ୍ୟା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିପାରେ। ଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୦ ବର୍ଷରୁ ଏପର୍ଯ୍ୟନ୍ତ, ସମଗ୍ର ରାଜ୍ୟରେ ୧୩,୫୫୨ ଶିଶୁଙ୍କୁ ଅପହରଣ କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନିଖୋଜ ଲୋକଙ୍କ ମଧ୍ୟରୁ ୯,୭୮୯ ଜଣ ଝିଅ ଅଛନ୍ତି। କେବଳ ଏତିକି ନୁହେଁ, କେବଳ ୨୦୨୫ ବର୍ଷର ପ୍ରଥମ ସାତ ମାସରେ, ରାଜ୍ୟରେ ୧,୩୧୮ ଅପହରଣ ମାମଲା ପଞ୍ଜିକୃତ ହୋଇଥିଲା। … Read more