ଅପପୁଷ୍ଟି ଦୂର କରିବା ନାଁରେ ପିଲାଙ୍କ ପାଇଁ ପୋକରା ସୁଜି…! ଦାୟୀ କିଏ…?
ରାଜ୍ୟ ସରକାର ଶିଶୁ ଓ ଗ-ର୍ଭ-ବ-ତୀ ମହିଳାଙ୍କ ପାଇଁ ଖାଦ୍ୟ ଯୋଗାଇବା ପାଇଁ ଅନେକ ସବୁ ବ୍ୟବସ୍ଥା କରିଛନ୍ତି। ମାତ୍ର ଏଥିରେ ସଠିକ୍ ପରିଚାଳନା ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି ରେ ମିଳୁଥିବା ସୁଜି ଛତୁଆ ଓ ଅଣ୍ଡା ରେ ନା ତିଆରି ହେଉଥିବା ଦିନ ତାରିଖ ଲେଖା ଅଛି ନା ଏହାର ଅବଧି ସରିବାର ଦିନ ଲେଖା ଅଛି। ଏହି ଦୃଶ୍ୟ ଦେଉଛି ସୁବର୍ଣ୍ଣପୁର ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଇଦୁପାଲି ଗ୍ରାମର … Read more