ଦେଶ ଦୁନିଆ

ଅନୁଭବ ମହାନ୍ତି ସାଂସଦ ହୋଇ ଲୋକ ଙ୍କ କମ୍, ଆଉ ବେଡ଼ରୁମ ଚିନ୍ତା ବେଶୀ କରୁଛନ୍ତି

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା ବିଷୟ ରେ ପଢି ଥିବେ।ଏବେ ଏହାକୁ ନେଇ ସାରା ଓଡ଼ିଶା ରେ ଚର୍ଚ୍ଚା।ପ୍ରତିଦିନ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବର୍ଷା ଙ୍କ ବିରୋଧ ରେ କିଛି ପୋଷ୍ଟ କରୁଛନ୍ତି।ଏହାକୁ ନେଇ ତାଙ୍କ ଫ୍ୟାନସ ମାନେ ଅନେକ କଥା କହୁଛନ୍ତି।କିଛି ଲୋକ ଅନୁଭବ ମହାନ୍ତି ଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସମର୍ଥନ କରୁଛନ୍ତି।ଏହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ।

 

ସୂଚନା ଅନୁସାରେ ଅନୁଭବ ମହାନ୍ତି ଗତ ତିନି ବର୍ଷ ତଳେ କଟକ ପାରିବାରିକ କୋର୍ଟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡ ପତ୍ର ଦେବା ପାଇଁ ଏକ ପିଟିସନ ଦେଇଥିଲେ।କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କୁ ଛାଡପତ୍ର।ଶେଷ ରେ ଗତ ମଙ୍ଗଳବାର ଦିନ କଟକ ପାରିବାରିକ କୋର୍ଟ ତାର ନିଷ୍ପତି ଶୁଣାଇ ଦେଇଛନ୍ତି।ଏଥିରେ ସେ ସେମାନଙ୍କ ଛାଡ ପତ୍ର ମାମଲା କୁ ଖାରଜ କରି ଦେଇଛନ୍ତି। ଯାହାକୁ ନେଇ ଅନୁଭବ ବହୁତ ଦୁଃଖ ରେ ଅଛନ୍ତି।ସେ ନିଜ କୁ ନ୍ୟାୟ ଦେବା ପାଇଁ ହାଇ କୋର୍ଟ ଯିବେ ବୋଲି କହିଛନ୍ତି।

 

ଅନ୍ୟ ପଟେ ବର୍ଷା ଏହାକୁ ନେଇ ବହୁତ ଖୁସି ରେ ଅଛନ୍ତି।ବର୍ଷା ଙ୍କ ବିଷୟ ରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜଣେ ମହିଳା।ସେ କହିଛନ୍ତି କି ବର୍ଷା ଯା କରିଛନ୍ତି ଠିକ୍ କରିଛନ୍ତି।ଅନୁଭବ ଙ୍କ ଆଗରୁ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ଥିଲା।ଏହାକୁ ପ୍ରଥମ ରୁ ବର୍ଷା ବିରୋଧ କରୁଥିଲେ।ପରେ ଅନୁଭବ ବର୍ଷା ଙ୍କୁ ଛାଡ ପତ୍ର ଦେବା ପାଇଁ ପିଟିସନ ଦାୟର କରିଥିଲେ।ଅନୁଭବ ମହାନ୍ତି ଜଣେ ସାଂସଦ ହୋଇ ମଧ୍ୟ ନିଜ ବେଡ୍ କଥା ଅଧିକ ଭାବୁଛନ୍ତି।ଲୋକ ଙ୍କ କଥା ଭାବୁ ନାହାନ୍ତି।ଲୋକ ଙ୍କ ସେବା କରୁ ନାହାନ୍ତି।

 

ତାଙ୍କ କହିବା ଅନୁଯାୟୀ ବର୍ଷା ତାଙ୍କ ସହିତ ସିନ୍ଦୂର ପିନ୍ଧି କୁଆଡେ ଯାଆନ୍ତି ନାହିଁ।ହେଲେ ଜଣେ ସତୀ ନାରୀ ପାଇଁ ସିନ୍ଦୂର ର ଆବଶ୍ୟକତା ନ ଥାଏ।ସେମାନଙ୍କ ଭିତରେ କିଭଳି ସମ୍ପର୍କ ରହିଛି ସେଇଟା କୁ ଗୁରୁତ୍ଵ ଦିଆ ଯାଏ।ଏବେ ଦେଖିବାକୁ ବାକି ରହିଲା କେବେ ଏହି ସେଲିବ୍ରିଟି ଯୋଡି ପରସ୍ପର ର ନିକଟବର୍ତ୍ତି ହେଉଛନ୍ତି।

Leave a Reply

Your email address will not be published. Required fields are marked *