ମିଳିଲା ଅଧିକାର ଏଥର ସୁମିତ ଙ୍କ ଘରେ ରାଜ କରିବେ Tapaswini ଦେଖନ୍ତୁ କଣ କହିଲେ –

ଆଜି ଜାନୁଆରୀ ୪ ତାରିଖ ରେ ତପସ୍ୱିନୀ ଙ୍କୁ ମିଳିଛି ନ୍ୟାୟ । ବର୍ତ୍ତମାନ ଅଧିକାର ପାଇ ଖୁସି ଅଛନ୍ତି ତପସ୍ୱିନୀ । ଏବେ ସେ ଶଶୁର ଘର ପ୍ରମୋଦ ସାହୁ ଙ୍କ ଘରେ ରହିବେ ।

ଅନେକ ଦିନ ଧାରଣା ରେ ରହିଥିବା ବେଳେ ଲୋକେ ତାଙ୍କୁ ଗେଟ ଭାଙ୍ଗି ଭିତରକୁ ନେଇଥିଲେ । ଏବଂ ତପସ୍ୱିନୀ ମଧ୍ୟ ଘର ଦାଣ୍ଡରୁ ଉଠି ଯାଇଥିଲେ ଭିତର ବାରଣ୍ଡା କୁ ।

ସେଠାରେ ବହୁତ୍ ଅସୁବିଧାରେ ରହୁଥିବା ବେଳେ ବର୍ତ୍ତମାନ କୋର୍ଟ ର ନିଷ୍ପତି ଅନୁସାରେ ସେ ଘରେ ରହିବେ । ଏବଂ ତାଙ୍କୁ ଶାରୀରିକ ଏବଂ ମାନସିକ ଆଘାତ ଦେଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି ସ୍ପଷ୍ଟ କରିଥିଲେ ।

ବର୍ତ୍ତମାନ ତପସ୍ୱିନୀ ସୁମିତ୍ ଙ୍କ ଘରେ ରହିବେ ଏବଂ ତାଙ୍କର ଶଶୁର ଘରର ପ୍ରତ୍ୟେକ ଟି ସଦସ୍ୟ ଙ୍କ ମନ କିଣିବାକୁ ଚେଷ୍ଟା କରିବେ ବୋଲି ମିଡ଼ିଆ ସାମ୍ନାରେ କହିଥିଲେ । ବର୍ତ୍ତମାନ ଅପେକ୍ଷା ରହିଲା ତପସ୍ୱିନୀ ଙ୍କୁ ସୁମିତ କେବେ ଗ୍ରହଣ କରିବେ ।

Leave a Comment