ସିରିଏଲ୍ ଦୁନିଆର ଅଭିନେତ୍ରୀ ସୋନାଲି ବର୍ତ୍ତମାନ୍ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ପରେ ତାଙ୍କର ପ୍ରଥମ ଥର ଭିଡିଓ ସାମ୍ନାକୁ ଆସିଛି ।
ସୋନାଲି ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିବା ସହ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ସେ ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହେବା ସହ ତାଙ୍କ ଗୃହ ପ୍ରବେଶ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ବାହାଘର ପରେ ସୋନାଲି ପ୍ରତ୍ୟେକ ରୀତିନୀତି କୁ ଅନୁସରଣ କରି ଗୃହ ପ୍ରବେଶ କରିଥିଲେ । ବାହାଘର ପରେ ସ୍ଵାମୀଙ୍କ ସହ ବାଙ୍କୀ ଚର୍ଚ୍ଚିକା ମା ଙ୍କୁ ଦର୍ଶନ କରିଥିଲେ । ଏବଂ ସେଠାରେ ନିଜ ଫ୍ୟାନ ମାନଙ୍କ ସହ ଫଟ ଉଠାଇଥିଲେ ।
ଆପଣ ବି ଦେଖନ୍ତୁ ଶାଶୁ ଘରେ କେମିତି ଗୃହ ପ୍ରବେଶ କରିଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ସୋନାଲି ଦେଖନ୍ତୁ ଏହି ଭିଡିଓ –