ସ୍ନେହ ବୁଢ଼ା ହୋଇଗଲେ ନିଜ ପାଇଁ ସେ ନିଜେ ଅଦରକାରୀ ହୋଇଥାଏ । ପ୍ରାଣୀ ମାନଙ୍କ ମଧ୍ୟରେ ଶ୍ରେଷ୍ଟ ଯିବ ମନୁଷ୍ୟ ଅଟେ । ମନୁଷ୍ୟ ନିଜ ବୁଦ୍ଧି ବଳରେ ସବୁକିଛି ହାସଲ କରିପାରେ କିନ୍ତୁ ଗୋଟେ ଅନ୍ୟାନ୍ୟ ପ୍ରାଣୀ ନୁହେଁ ।
ସିଂହ ଯେତେବେଳେ ବୁଢ଼ା ହୋଇଯାଏ ସେତେବେଳେ ସେ ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟି ଯାଏ । ସିଂହ ଜଙ୍ଗଲ ର ରାଜା ହୋଇଥିବା ବେଳେ ଯେତେବେଳେ ତାର ବାର୍ଦ୍ଧକ୍ୟ ଅବସ୍ଥା ଅସେ ସେ ସେତେବେଳେ ଆଉ କୌଣସି ମତେ ଶିକାର କରିପାରେ ନାହିଁ ।
ସିଂହ ବୁଢ଼ା ହେଲେ ସେ ନିଜ ପରିବାର ର ପୋଷଣ ଏବଂ ଖାଦ୍ୟ ଦାୟିତ୍ଵ ସମେତ ସୁରକ୍ଷା ଦାୟିତ୍ଵ ମଧ୍ୟ ନେଇପାରେ ନାହିଁ । ଯେତେବେଳେ ନିଜ ପରିବାର ଲୋକେ ତାଙ୍କୁ ମଧ୍ୟ ଅସମ୍ମାନ କରିବା ସହ ନିଜ ସହ ଆଉ ରଖିବାକୁ ମଧ୍ୟ ଚାହାନ୍ତି ନାହିଁ ।
ସିଂହ ମାନେ ତାଙ୍କ ନିଜ ପାଇଁ ଅନ୍ୟ ଏକ ଯୋଗ୍ୟ ଏବଂ ବଳଶାଳୀ ରାଜା ଖୋଜିଥାନ୍ତି । ବୃଦ୍ଧ ସିଂହ କୁ ଏପରି ଆଚରଣ କରିବା ଦ୍ୱାରା ସେ ଏହା ସହି ନ ପାରି ବୃଦ୍ଧ ଅବସ୍ଥାରୁ ମୁକ୍ତି ପାଇବା ପାଇଁ ସମସ୍ତ କ୍ଷେତ୍ରରେ ପ୍ରୟାସ କରି ନିଜ ଶରୀର ରୁ ଆତ୍ମା କୁ ତ୍ୟାଗ କରିଥାଏ