Viral ହେଲା କଲେଜ ଛାତ୍ରୀ ଙ୍କ ଭିଡିଓ ଦେଖନ୍ତୁ କିପରି କରୁଛନ୍ତି ରୋଳା ଦେଖନ୍ତୁ Shocking Video

ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନିଜର ପରିଚୟ ଆରମ୍ଭ କରିପାରିଛନ୍ତି ।

ଏପରି କରିବା ଦ୍ବାରା ନିଜର ଫ୍ୟାନ ବଢେ଼ଇବା ସହଜ ହୋଇଥାଏ । ସୋସିଆଲ ମିଡିଆରେ ସବୁ ପ୍ରକାର ର ଭିଡିଓ ଛଡ଼ା ଯାଇଥାଏ । ସେ ମଧ୍ୟରୁ ଆଜିର ଭିଡିଓ ଟି । ଆଜିର ଭିଡିଓ ରେ କଲେଜ ଛାତ୍ରୀ ଙ୍କ ଭିଡିଓ ଦେଖା ଯାଇଛି ।

ଯେଉଁଥିରେ ଛାତ୍ରୀ ମାନେ ସବୁ ପ୍ରକାର ର ଭିଡିଓ କରିବାରେ ସକ୍ଷମ ହେଉଛନ୍ତି । ଭିଡ଼ିଓ କରି ସବୁଠୁ ଆଗରେ ରହିବା ପାଇଁ ସମସ୍ତଙ୍କ ଇଛା । ବର୍ତ୍ତମାନ ଫେମସ ହେବା ପାଇଁ ସମସ୍ତଙ୍କ ନିଶା । ସମସ୍ତଙ୍କ ନିଶା ଏତେ ଗଭୀର ଯେକୌଣସି ଭିଡିଓ ସେମାନେ କରିପାରିବେ ।

ତେବେ ବର୍ତ୍ତମାନ୍ ଗ୍ରୁପ ହୋଇ ରୀଲ୍ କରିବା ଏକ ସାଧାରଣ କଥା ଅଟେ । ତେବେ ଦେଖନ୍ତୁ ଛାତ୍ରୀ ମାନଙ୍କର ଏହି ଗ୍ରୁପ ଭିଡିଓ ରିଲ ଏବଂ ଆପଣଙ୍କୁ କେମିତି ଲାଗୁଚି ଆମକୁ ମତାମତ ଦିଅନ୍ତୁ ।

https://youtu.be/wC_MRmoM5-0

 

Leave a Comment