ଦୁନିଆରେ ସାପର ଅଢେଇ ହଜାର ରୁ ଅଧିକ ପ୍ରଜାତି ର ରହିଛନ୍ତି।ସେଥିରୁ କୋଡ଼ିଏ ପ୍ରତିଶତ ସାପ ବିଷଧର ହୋଇଥାନ୍ତି।କିନ୍ତୁ ଭାରତରେ ପ୍ରତ୍ୟେକ ବର୍ଷ ରେ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ସାପ କାମୁଡି ଥାଏ।ପ୍ରାୟ ପଚାଶ ହଜାର ଲୋକଙ୍କର ମୃ-ତ୍ୟୁ ହୋଇଥାଏ।
ସାପ କୌଣସି ବି ଜିନିଷ ଚୋବେଇକି ଖାଇନଥାନ୍ତି।ସାପ ତାର ମୁହଁର ଆକାରରେ ପଶୁ ମାନଙ୍କୁ ଗିଳି ଦେଇଥାନ୍ତି।ମେଣ୍ଢା,ଝିଟିପିଟି,ମୂଷା ଙ୍କୁ ଗିଳି ଦେଇଥାଏ।ଆଫ୍ରିକାରେ ଦେଖା ଯାଉଥିବା ଅଜଗର ଏତେ ବଡ଼ ହୋଇଥାଏ ଛୋଟ ଗାଇଁ ଙ୍କୁ ମଧ୍ୟ ଗିଳି ଦେଇଥାଏ।
ନେଶ୍ନାଲ୍ ଜିଓଗ୍ରାଫିକ ଅନୁସାରେ ସାପ ଗୋଟେ ଥର ସତର ରୁ ଶହେ ପ୍ରତିଶତ ଶିକାର କୁ ଗିଳି ଦେଇଥାନ୍ତି।ପାଣିରେ ରହୁଥିବା ସାପମାନେ ନିଶ୍ବାସ ନେବା ପାଇଁ ନିଜର ଚମଡା ବ୍ୟବହାର କରିଥାନ୍ତି।ସାପ ସବୁ କୋଣରୁ ଆମେ ଦେଖିବାକୁ ପାଇଥାଉ।କିନ୍ତୁ ଆନ୍ଟଲାଟିକା ରେ ସାପ ଦେଖିବାକୁ ମିଳେ ନାହିଁ।
କାରଣ ସାପମାନେ ଥଣ୍ଡା ଜାଗାରେ ରହିପାରନ୍ତି ନାହିଁ।ବ୍ରାଜିଲ ରେ ଅନେକ ପ୍ରକାର ପ୍ରଜାତି ର ବିଷଧର ସାପ ରହିଛି।ସତର ପ୍ରତିଶତ ପ୍ରଜାତି ହିଁ ଅଣ୍ଡା ଦେଇଥାନ୍ତି। ଓ ତିରିଶି ପ୍ରତିଶତ ପ୍ରଜାତି ଛୁଆ ଜନ୍ମ କରିଥାନ୍ତି। ଅନାକୋଣ୍ଡା ଦୁନିଆର ସବୁଠୁ ବଡ଼ ସାପ ହୋଇଥାଏ।ଅଠର ଫୁଟ୍ ହୋଇଥାଏ।ଏହାର ବିଶ ଗୋଟେ ହାତୀକୁ ମାରିଥାଏ।
https://youtu.be/RNO2NFXS5ZQ