Ollywood

ICU ରେ ଭର୍ତି ହେଲେ Sradha Panigrahi ଏହି କାରଣରୁ ହେଲା ଏମିତି ଅବସ୍ଥା

ଶ୍ରଦ୍ଧା ପାଣିଗ୍ରାହୀ ଯିଏ କି ଖୁବ୍ କମ ଦିନରେ ଆଲିଉଡ ଦୁନିଆରେ ନିଜର ପ୍ରସିଦ୍ଧି ଲାଭ କରିଥିଲେ । ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ତାଙ୍କର ଅନେକ ଫ୍ୟାନ ମାନେ ଅଛନ୍ତି ।

ତେବେ ଏବେ ଏବେ ଆସିଚି ଏକ ଦୁଃଖ ଖବର ଯାହାକୁ ଜାଣି ଶ୍ରଦ୍ଧା ଙ୍କ ଫ୍ୟାନ ମାନେ ଖୁବ୍ ଦୁଃଖ ଅନୁଭବ କରିଛନ୍ତି । ଏହି ଦୁଃଖ ଖବର ଟି ଶ୍ରଦ୍ଧା ପାଣିଗ୍ରାହୀ ନିଜେ ଜଣାଇଛନ୍ତି । ତାଙ୍କ ଅଫିସିଆଲ୍ ଇନ୍ସ୍ତାଗ୍ରାମ ରେ ଏହି ଖବର ଟି ନିଜେ ଦେଇଛନ୍ତି ଶ୍ରଦ୍ଧା ।

ଖବର ଟି ହେଉଛି ଶ୍ରଦ୍ଧା ପାଣିଗ୍ରାହୀ କୋ-ଭିଡ ପଜେଟିଭି ହୋଇଛନ୍ତି । ଏବଂ ଆଇ ସି ୟୁ ରେ ଭର୍ତି ହୋଇଛନ୍ତି । ଶ୍ରଦ୍ଧା ଙ୍କ ର ଫ୍ୟାନ ମାନେ ଏହା ଜାଣି ଖୁବ ଦୁଃଖ ଅନୁଭବ କରିଛନ୍ତି । ଶ୍ରଦ୍ଧା ଅନେକ ଫିଲ୍ମ ସିରିଏଲ କରିବା ସହ ସମସ୍ତଙ୍କ ହୃଦୟରେ ଖୁବ୍ କମ ଦିନରେ ଜାଗା ପାଇଥିଲେ ।

ଶ୍ରଦ୍ଧା ପାଣିଗ୍ରାହୀ ବର୍ତ୍ତମାନ୍ ଆଇ ସି ୟୁ ରେ ଭର୍ତି ହୋଇଥିବାବେଳେ ତାଙ୍କ ଫ୍ୟାନ ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଏବଂ ଖୁବ୍ ଶୀଘ୍ର ସୁସ୍ଥ ହେବା ପାଇଁ ଭଗବାନ ଙ୍କ ନିକଟରେ ପର୍ଥାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *