ବବି ଦେହ ରେ ଯିଏ ବି ହାତ ଦେବ : ଗୋଟା ଗୋଟା ହାଣିବି..

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ନେତା ସୁର ରାଉତରାୟଙ୍କୁ ଜାଣିଥିବେ । ଏବେ ଏହି ନେତା ଜଣକ କିଛି କଥା କହିଛନ୍ତି । ଆପଣମାନେ ସମସ୍ତେ ବିଜେଡି ଦଳର ନେତା ବବି ଦାସଙ୍କୁ ଜାଣିଥିବେ । ଏହି ନେତା ଜଣକ ନାଁରେ ଅନେକ ଅଭିଯୋଗ ଆସିଛି ।

ଏବେ ଏହି ନେତା ଜଣଙ୍କୁ ନେଇ ଆସିଥିବା ଅଭିଯୋଗକୁ ନେଇ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟ କିଛି କଥା କହିଛନ୍ତି । ସେ କହିଛନ୍ତି, ଯାଜପୁରରେ ବବି ଦାସ ବହୁତ କିଛି କରିଛନ୍ତି । ବଡ ମେଡିକାଲ, ଆଉ କଲେଜ ଏବଂ ରାସ୍ତା ସବୁ ବହୁତ ଭଲ କରିଛନ୍ତି । ରାସ୍ତା, ପିଇବା ପାଣି ଆଉ ମାଆ ବିରଜାଙ୍କ ମନ୍ଦିର ଏବଂ କୁସୁମ ପାର୍କ ଆଦି ଅନେକ ସୁବିଧା କରିଛନ୍ତି । କୁସୁମ ପୋଖରୀ ସେ ବହୁତ ଭଲ କରିଛନ୍ତି । ତାଙ୍କର ଗୁଣ ତାଙ୍କ ବାପାଙ୍କ ଭଳି ହୋଇଥାଏ । ନେତା ବବି ଦାସଙ୍କ କାମ ତାଙ୍କ ବାପାଙ୍କ ଭଳି ଅଟେ ।

ବବି ଦାସଙ୍କ ନାଁରେ ଅନେକ କିଛି ଅଭିଯୋଗ ଆସିଛି ଆଉ ଏହି ସବୁ ମିଛ ବୋଲି ଜଣାପଡିଛି । ବବି ଦାସ ସେମିତି କିଛି କାମ କରି ନାହାଁନ୍ତି । ଆଉ ଏବେ ପୂଜାପର୍ବର ମାହୋଲ ଚାଲିଛି । ପୂଜାପର୍ବରେ ସମସ୍ତ ଦେବଦେବୀ ମର୍ତ୍ତ୍ୟକୁ ଆସିଥାନ୍ତି । ଲୋକମାନେ ତାଙ୍କୁ ପୂଜା କରିଥାନ୍ତି । ଆଉ ତାଙ୍କ ନାଁରେ ଆସିଥିବା ଅଭିଯୋଗ ଆଧାରରେ ତାଙ୍କୁ ନେଇ ଅନେକ କିଛି କଥା କୁହାଯାଇଛି । ମୁଖ୍ୟମନ୍ତ୍ରୀ ମଧ୍ଯ ଅନେକ କିଛି କହିଥିଲେ । ଏହି କଥା ଶୁଣି ସୁର ରାଉତରାୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନିଶାରେ ଏମିତି ସବୁ କହି ଦେଇଛନ୍ତି ।

ସେ ନିଶା ସେବନ କରିନଥିବେ କିନ୍ତୁ ନିଶା ପିଉଥିବା ଲୋକ ପାଖରେ ବସି ପଡ଼ିଥିବେ । ଭୁବନେଶ୍ୱର ସହରରେ ମାଆ ଦୁର୍ଗାଙ୍କ ଅନେକ ମୂର୍ତ୍ତି ଦେଖିବାକୁ ମିଳୁଛି । ଆଉ ମାଆ ଦୁର୍ଗାଙ୍କ ମେଢ଼ ବହୁତ ସୁନ୍ଦର ହୋଇଛି । ଭୁବନେଶ୍ୱର ସହରରେ ସବୁ ସ୍ଥାନରେ ମାଆଙ୍କ ପୂଜା ଦେଖିବାକୁ ମିଳୁଛି । ଆଉ ମନ୍ତ୍ରୀ ବବି ଦାସ ଅନେକ କିଛି ଲୋକମାନଙ୍କ ପାଇଁ କରିଛନ୍ତି ସେ ସବୁବେଳେ ଲୋକମାନଙ୍କ ପାଇଁ କାମ କରନ୍ତି ଆଉ ତାଙ୍କ ବିଷୟରେ ଏଭଳି କହିବା ଠିକ୍ ନୁହେଁ ବୋଲି ସୁର ରାଉତରାୟ କହିଛନ୍ତି । ଏଭଳି ଅନେକ କଥା ନେତାଙ୍କୁ ନେଇ ପୂର୍ବତନ ବିଧାୟକ ସୁର ରାଉତରାୟ କହିଛନ୍ତି ।

Leave a Comment