ଦେଶ ଦୁନିଆ

China ପାଇଲା ସଫଳତା କୁତ୍ରିମ୍ ସୂର୍ଯ୍ୟ ଆବିଷ୍କାର କରି ଅଦ୍ଭୂତ ରେକର୍ଡ କଲା ଚାଇନା

ଚୀନ ତିଆରି କରିଛନ୍ତି କୃତ୍ରିମ ସୂର୍ଯ୍ୟ।ଏହି ସୂର୍ଯ୍ୟଟି ତିଆରି କରିବା ପାଇଁ ୯ ସହ ୪୩ ବିଲିଅନ୍ ଡଲାର ଖର୍ଚ୍ଚ ହୋଇଛି।ସୂର୍ଯ୍ୟଙ୍କ ପାଖରୁ ଆସୁଥିବା ଶକ୍ତିକୁ ସାଧାରଣ ଲୋକମାନେ ଭଲ ଭାବରେ ବ୍ୟବହାର କରି ପାରୁନାହାନ୍ତି। ସୋଲାର ର ବ୍ୟବହାର ଅତ୍ୟାଧିକ ଭାବରେ ହୋଇପାରୁ ନାହିଁ।

ଚୀନ୍ ରେ ଥିବା ବୈ୍ଞାନିକମାନେ ଚିନ୍ତା କରିଥିଲେ ଯେ ସେ ସୂର୍ଯ୍ୟଭଳି ଏକ ଫ୍ୟୁଜନ୍ ବା ରିଆକ୍ଟର ତିଆରି କରିବେ।ଯେଉଁଥିରୁ କୃତ୍ରିମ ସୋଲାର ସେଟ୍ ବା ଶକ୍ତି ବାହାର କରାଯାଇ ପାରିବ।ଶକ୍ତି ବାହାର କରିବା ଦ୍ଵାରା ଏଥିରେ ବିଦ୍ୟୁତ ତିଆରି କରାଯାଇପାରିବ।ସାଧାରଣ ଲୋକମାନେ ମଧ୍ୟ ଉପକୃତ ହେବେ

ବୈ୍ଞାନିକମାନେ ଯେଉଁ ମେସିନ ତିଆରି କରିଛନ୍ତି ସେଥିରେ ସୂର୍ଯ୍ୟ ଠାରୁ ପାଞ୍ଚ ଗୁଣ ଉତ୍ତାପ ବାହାର କରିବାର ଶକ୍ତି ଅଛି।ବିଦ୍ୟୁତ ଉତ୍ପାଦନ ଓ ସାଧାରଣ କାର୍ଯ୍ୟ ମଧ୍ୟ ହୋଇପାରିବ।

ସ୍ଥଳ ଭାଗରେ ନିୟୁକ୍ଲିୟର ଫ୍ୟୁଜନ୍ ତିଆରି କରୁଛନ୍ତି।ଗବେଷଣା ସମୟରେ ଏହାର ଉତ୍ତାପ ୭୦ କୋଟି ଡିଗ୍ରୀ ସେଲସିୟସ ରହିଥିଲା।

୨୦୨୫ ସୁଦ୍ଧା ଏହି ପ୍ରକାର କାର୍ଯ୍ୟ କରାଯିବ ଏବଂ ଏହା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଚୀନ୍ ।ଏହିପରି କଥା କୁହାଯାଇଛି। ଇକୋଫ୍ରେଣ୍ଡ୍ଲି ବିଦ୍ୟୁତ ଉତ୍ପାଦନ କରି ହେବ।ଆଉ ତଥ୍ୟ ରହିଛି ଯେ ପେଟ୍ରୋଲ ଓ ଡିଜେଲ୍ ବ୍ୟବହାର ଉପରେ ପଡୁଥିବା ଚାପ କମାଇବ ଏହି ରିଆକ୍ଟର।

 

Leave a Reply

Your email address will not be published. Required fields are marked *