ସବୁଠାରୁ ଭୟଙ୍କର ମନ୍ଦିର କବାଟ ର-କ୍ତ ମ-ଦ ନ ନେଇ ଗଲେ ଖୋଲେ ନାହିଁ କବାଟ ଦେଖନ୍ତୁ Exclusive Visual

ରାଜସ୍ଥାନ ର ଭବାଲ୍ ଗାଁ ରେ ମାତା କାଳି ଓ ବ୍ରାହ୍ମଣୀ ଦୁଇ ସ୍ୱରୁପରେ ପୂଜା କରାଯାଏ।ମନ୍ଦିରକୁ ଆସୁଥିବା ଭକ୍ତ ମାନେ ବ୍ରାହ୍ମଣୀଙ୍କୁ ମିଠା ଦେଇ ପୂଜା କରିଥାନ୍ତି ଓ କାଳୀଙ୍କୁ ମଦ ଦେଇ ପୂଜା କରିଥାନ୍ତି।ଏଠାରେ କାଳୀ ମା ମ-ଦ ହିଁ ଗ୍ରହଣ କରିଥାନ୍ତି।କିନ୍ତୁ ମଦ ଢାଲି ସାରିବା ପରେ କୁଆଡେ ଯାଏ ଏଯାଏଁ ଜଣା ପଡ଼ିନାହିଁ।

ଏହି ଚମତ୍କାର ପାଇଁ ଭବାଲ୍ ମାତା ମନ୍ଦିର ବୋଲି ଜାଣିଛନ୍ତି।

ଦୂର ଦୂରରୁ ଲୋକ ଏଠିକି ଆସିଥାନ୍ତି। ଓ ଯିଏ ଶ୍ରଦ୍ଧା ରେ ଡାକିଥାନ୍ତି ତାଙ୍କର ମନସ୍କାମନା ପୂରଣ ହୋଇଥାଏ।ଭକ୍ତ ମାନେ ଆଣୁଥିବା ମ-ଦ କୁ ମା କାଳୀଙ୍କୁ ପିଆଇ ଦିଅନ୍ତି।

ଏବଂ ସେତିକି ବେଳେ କାଳୀଙ୍କ ମୁହଁକୁ କେହି ଦେଖନ୍ତି ନାହିଁ।ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଶ୍ରଦ୍ଧାରେ ଯେତିକି ପ୍ରସାଦ କହିଥାନ୍ତି,ମା ଙ୍କୁ ସେତିକି ମୂଲ୍ୟର ପ୍ରସାଦ ଚଢା ଯାଏ। ତା ଠୁ ବେଶି ଦିଆ ଯାଏ ନାହିଁ କି କମ୍ ମଧ୍ୟ ଦିଆ ଯାଏ ନାହିଁ।

ମା କାଳୀଙ୍କୁ ଭୋଗ ଦେଇସାରିବା ପରେ ଯାହା ମ-ଦ ରହିଥାଏ ଭକ୍ତ ମାନଙ୍କୁ ସେହି ମ-ଦ ପାଦୁକ ଭାବେ ଦିଆ ଯାଇଥାଏ।ନବରାତ୍ରି ରେ ଦେଶ ବିଦେଶରୁ ଲୋକ ଆସିଥାନ୍ତି।

ଏବଂ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତି।କୌଣସି ଚମଡା ଜିନିଷ ଆଣିବାକୁ ମନା କରିଥାନ୍ତି।ଯଦି କିଏ ଭୁଲ୍ ରେ ନେଇଥାନ୍ତି ତାହେଲେ ମା କାଳି ପ୍ରସାଦ ଗ୍ରହଣ କରନ୍ତି ନାହିଁ।

କୁହନ୍ତି ଯେ ଏହି ମନ୍ଦିର ନିର୍ମାଣ ଡାକୁ ମାନେ କରିଥିଲେ।ମା ଙ୍କ ମୂର୍ତ୍ତି ଏକ ଗଛ ତଳୁ ସ୍ଵୟଂ ପ୍ରକଟ ହୋଇଥିଲା।ମନ୍ଦିରର ଚାରିପଟେ ଦେବା ଦେବୀଙ୍କ ସୁନ୍ଦର ମୂର୍ତ୍ତି କରାଯାଇଛି।ଲୋକମାନେ କୁହନ୍ତି ଏହି ମନ୍ଦିରଟି ବହୁତ ଚମତ୍କାରି ଅଟେ।ଯେଉଁ ଭକ୍ତ ଆସିଥାନ୍ତି ଖାଲି ହାତରେ ଏଠୁ ଫେରନ୍ତି ନାହିଁ।

https://youtu.be/hA3vDGTyJkw

Leave a Comment