ବିଗତ ୧ ମାସ ରୁ ଉର୍ଦ୍ଧ ଧରି ଅନଶନ ରେ ବସିଥିବା ତପସ୍ଵିନୀ ଙ୍କୁ ଶେଷରେ କୋର୍ଟ ନ୍ୟାୟ ଦେଇଛନ୍ତି ଆଉ କହିଛନ୍ତି ଏଥର ତୁମେ ନିଜ ଶାଶୁ ଘରେ ରହିପାରିବ ଆଉ ମାସକୁ ୧୭ ହଜାର ଟଙ୍କା ସୁମିତ ଦେବେ ତୁମ ଖର୍ଚ୍ଚ ବାବଦ
ଏହାକୁ ନେଇ ଶଶୁର ନିଜ ମତବ୍ୟକ୍ତ କରିଛନ୍ତି ଆଉ କହିଛନ୍ତି ଆମେ ଏହାକୁ ବିଲକୁଲ ବି ଗ୍ରହଣ କରୁନାହୁଁ, ଆମେ ଏହି ବିଚାର ଉପରେ ଚାଲେଞ୍ଜ କରି ବଡ଼ କୋର୍ଟ ଯିବୁ ଆଉ ଆମ ସହ ଯାହା ଯାହା ଘଟିଛି ତାହା ଉପରେ ନ୍ୟାୟ ମାଗିବୁ
ଆମେ ବିଗତ ୧ ମାସ ଧରି ବିଭିନ୍ନ ପ୍ରକାର ଯନ୍ତ୍ରଣା ରେ ଗତିକରିଚୁ, କେବଳ ତପସ୍ଵିନୀ ନୁହେଁ ଆମ କୁ ଲୋକ ଲଜ୍ୟା ସହ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଦେଇ ଯିବାକୁ ପଡ଼ିଛି, ତେଣୁ ଆମେ ଏଇ ଫଇସଲା ରେ ଖୁସି ନାହୁଁ, ଆମେ ନିଶ୍ଚୟ ସୁପ୍ରିମ କୋର୍ଟ ଯିବୁ
ତେବେ ଏହାକୁ ନେଇ ତପସ୍ଵିନୀ କହିଛନ୍ତି ସମଗ୍ର ନାରୀ ଜାତି ଙ୍କ ଏହା ବିଜୟା ମୁ ଯେତେବେଳେ ବାହାରେ ଶୋଉଥିଲି ମୋ ବେଡ଼ ରେ କୁକୁର ମାନେ ଆସି ଯାଉଥିଲେ, ମଶା ଶୀତ କାକର ରେ ପଡ଼ି ମୁଁ ବହୁତ୍ କଷ୍ଟ ରେ ଏଇ ଅନଶନ କରିଥିଲି
https://youtu.be/d52rubjdLFo
ମତେ ଆଜି ନ୍ୟାୟ ମିଳିଛି ଆଉ ମୁ ମୋର୍ ସ୍ବାମୀ ସୁମିତ ଙ୍କ ଛଡ଼ା ଆଉ କାହା ପାଖରେ ରହିବନି ଆଉ ମୁଁ ମୋ ସ୍ଵାମୀ ଙ୍କ ମନେଇ ନେବି, ମତେ ଏଥିପାଇଁ ମାସ ଟିଏ ଦରକାର୍ ବାସ