ମଝି ରାସ୍ତା ରେ ମହିଳା ଙ୍କ ହାଇପ୍ରୋଫାଇଲ ଡ୍ରାମା, ଲୋକ ବି ତାଯୁବ.. video ଖୁବ୍ ଜୋର୍ ରେ ହେଉଛି ଭାଇରାଲ

ଆପଣମାନେ ସୋସିଆଲ ମିଡିଆରେ ହେଉ କି ରାସ୍ତା ଉପରେ ହେଉ ସବୁବେଳେ କିଛି ନା କିଛି ଘଟିଥାଏ।ଟ୍ରାଫିକ ରୁଲ ପ୍ରାୟ ଲୋକ ଭାଙ୍ଗିଥାନ୍ତି।ଏବଂ ଜୋରିମାନା ମଧ୍ୟ ଦେଇଥାନ୍ତି।ଆଉ କେତେଜଣ ଲୋକ ଭୁଲ୍ ଥିଲେ ବି ମାନନ୍ତି ନାହିଁ।ସେହିପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜଣେ ବ୍ୟକ୍ତି ଓ ମହିଳା ଜଣଙ୍କର ବହୁତ ଜୋରେ ଝଗଡ଼ା ହେଉଛନ୍ତି।ଟ୍ରାଫିକ ପୋଲିସ ଆସି ସେମାନଙ୍କ ଝଗଡ଼ା ରୋକିଥିଲେ। ମହିଳା ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ହଳଦିଆ ଲାଇଟ୍ ଜଳିଲା ଯେତେବେଳେ ସେ ଆସୁଥିଲେ।ବ୍ୟକ୍ତି ଜଣଙ୍କ ଦେଖି ରହିନଥିଲେ।

ବ୍ୟକ୍ତି ଜଣଙ୍କ ନ ରଖି ଓଭର କ୍ରଷ୍ କରିଥିଲେ।ଗାଡ଼ି ଆଣି ଆଗରେ ରଖିଥିଲେ।ଏହା ଦେଖି ମହିଳା ଜଣଙ୍କ ଗାଡ଼ି କୁ ସ୍ଲୋ କରି ଦେଇଥିଲେ।ତଥାପି ଗାଡ଼ି ଟି ପଛ ପଟରୁ ବ୍ୟକ୍ତି ଜଣଙ୍କ ବାଡେଇ ଦେଇଥିଲେ।ଏହା କରି ମଧ୍ୟ ବ୍ୟକ୍ତି ଜଣଙ୍କ କହୁଛନ୍ତି ତାଙ୍କର କିଛି ଭୁଲ୍ ନାହିଁ।ତାପରେ ବ୍ୟକ୍ତି ଜଣଙ୍କ କହିଥିଲେ ଝିଅ ପିଲା ହୋଇ ହାତ ଉଠାଉଛ।

 

ମହିଳା ଜଣଙ୍କ କହିଛନ୍ତି ଏମିତି ଭୁଲ୍ କରିଛନ୍ତି ତାଙ୍କ ପାଇଁ ପାଞ୍ଚ ଜଣ ଲୋକ ମରିବେ।ବାପା ରାସ୍ତା ଭାବୁଛନ୍ତି।ଏମାନଙ୍କୁ ଉଚିତ୍ ଶାସ୍ତି ଦେବା କଥା।ତାଙ୍କ ପାଇଁ ଲୋକ ମରିଥାନ୍ତେ ସେଇଟା ଭୁଲ୍ ନୁହେଁ ,ସେ ହାତ ଉଠେଇ ଦେଲେ ବୋଲି ଭୁଲ୍ ହୋଇଗଲା।ବ୍ୟକ୍ତି ଜଣଙ୍କ କହିଛନ୍ତି ତାଙ୍କୁ ଗାଳି ଦେଇ ବାଡେଇଛନ୍ତି।

Leave a Comment