ରାଜ୍ୟ ଖବର

ବାହାରିଲେ ଆଉ ଜଣେ Tapswini ଯାଜପୁର ର Dali Smita ସ୍ଵାମୀଙ୍କ ଦୋକାନ ଆଗରେ ଦେଲେ ଧାରଣା ଦେଖନ୍ତୁ ଦୃଶ୍ୟ

ତପସ୍ଵିନୀ ନିଜ ହକ ରେ ଲଢି ସମସ୍ତଙ୍କୁ ଶିଖାଇ ଦେଇଛନ୍ତି ନିଜ ଅଧିକାର ପାଇଁ କିପରି ନିଜକୁ ସୁଦୃଢ଼ କରି ଠିଆ ହେବାକୁ ପଡ଼େ । ତପସ୍ଵିନୀ ଙ୍କ ଠୁ ସାହସ ପାଇ ବର୍ତ୍ତମାନ୍ ଅନେକ ନାରୀ ଆଗେଇ ଆସିଛନ୍ତି ନିଜର ଅଧିକାର ପାଇବା ପାଇଁ ।

ତପସ୍ଵିନୀ ଙ୍କ ପରି ଅନ୍ୟ ଜଣଙ୍କୁ ଦେଖିବାକୁ ମିଳିଛି ଯିଏ କି ହେଉଛନ୍ତି ଡଲିସ୍ମିତା ଭଉଣୀ । ଯାଜପୁର ରୁ ଆସିଛ ଏହି ଘଟଣା ଟି ଯାଜପୁର ଜିଲ୍ଲା ଜାରକା ବ୍ଲକ ଠାରେ ଯେଉଁଠାରେ ସ୍ଵାମୀ ଙ୍କୁ ନ୍ୟାୟ ପାଇବା ପାଇଁ ଘେରିଛନ୍ତି ସ୍ତ୍ରୀ ।

ସ୍ଵାମୀଙ୍କ ଦୋକାନ ସାମ୍ନାରେ ବସି ରହିଛନ୍ତି ଡଲିସ୍ମିତା । ତାଙ୍କ ଭରଣ ପୋଷଣ ପାଇଁ ସ୍ଵାମୀ ଖେଳ ଖେଳୁଥିବା ବେଳେ ଶେଷରେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ଡଲି ଙ୍କୁ ଛାଡି ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ବେଳେ ସେ ଖବର ପାଇ ଧାରଣା ରେ ବସିଛନ୍ତି ।

ତେବେ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳୁଛି ସେ ପର୍ଯ୍ୟନ୍ତ ତାଙ୍କ ମା ଙ୍କ ସହ ସେଠାରେ ବସି ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଦେଖନ୍ତୁ ସେହି ବେଳର ଦୃଶ୍ୟ ଏବଂ ତାଙ୍କୁ ନ୍ୟାୟ ଦେବାପାଇଁ ନିଶ୍ଚିନ୍ତ ପୋଷ୍ଟ ଟିକୁ ସେଆର କରିବେ ।

Leave a Reply

Your email address will not be published. Required fields are marked *