ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ସାଙ୍ଗ ହୋଇ ହାତୀପଲ ଖେଳୁଥିଲେ ।

ଆଉ ହଠାତ୍ ଏଭଳି କିଛି ଘଟଣା ଘଟିଲା ଯାହାକୁ ନେଇ ଏବେ ଖବର ଆସିଛି । ଅନେକ ହାତୀ ଖେଳୁଥିଲେ ଆଉ ତାଙ୍କ ଭିତରୁ ଜଣେ କୂଅ ଭିତରେ ପଡ଼ିଗଲା । ଏହି କୂଅ ଭିତରେ ପଡ଼ି ଯାଇଥିବା ହାତୀକୁ ଦେଖି ଅନ୍ୟ ହାତୀମାନେ ସେଠାରୁ ପଳାଇ ଯାଇଥିଲେ । ଏପଟେ ଏହି ହାତୀ ଜଣକ ଚିତ୍କାର କରୁଥିଲା । ନିଜକୁ ବଞ୍ଚାଇବାକୁ ଚିତ୍କାର କରୁଥିଲା ।
କୂଅ ଭିତରୁ ହାତୀ ବାହାରିବ ବୋଲି ଚେଷ୍ଟା କରୁଥିଲା । ସେତେବେଳେ ଘୋର ଅନ୍ଧାର ହୋଇଥିଲା । ଆଉ ଏହି ଅନ୍ଧାରରେ ହାତୀର ଶବ୍ଦ ଶୁଣିଥିଲେ ଲୋକେ । ସ୍ଥାନୀୟ ଲୋକମାନେ ଶେଷରେ ହାତୀର ଚିତ୍କାର ଶୁଣିଥିଲେ । ଶେଷରେ ହାତୀଟିକୁ ଭଗବାନ ଉଦ୍ଧାର କରିଥିଲେ । ଏହି ହାତୀର ଚିତ୍କାର ଶୁଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

ଏହାପରେ ବନ ବିଭାଗ ସେଠାରେ ପହଞ୍ଚି ତିନି ଘଣ୍ଟାର ଚେଷ୍ଟା ପରେ କୂଅରୁ ହାତୀକୁ ଉଦ୍ଧାର କରିଥିଲା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଚ ଅଧୀନ ଅମଦା ରିଜର୍ଭ ଜଙ୍ଗଲରୁ ଆସିଛି କିଛି ଖବର । ଏହି ହାତୀ ଜଙ୍ଗଲରେ ଥିବା ଏକ ବଡ କୂଅରେ ପଡ଼ି ଯାଇଥିଲା । ଆଉ ଏହି ହାତୀକୁ ଶେଷରେ ଉଦ୍ଧାର କରିଥିଲେ ।
ବନ ବିଭାଗ ହାତୀକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ଏହି ହାତୀଟିର ବୟସ ୧୦ ବର୍ଷରୁ ଅଧିକ ହେବ । ଏହି ହାତୀ ଖେଳିବା ସମୟରେ କୂଅରେ ପଡ଼ି ଯାଇଥିଲା । ଆଉ ଏହି ହାତୀର ଚିତ୍କାର ଶୁଣି ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ ହାତୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଥିଲା ।
ଏହି ଜଙ୍ଗଲରେ ମୋଟ ୨୪ଟି ହାତୀ ଅଛି । ଏହି ଜଙ୍ଗଲରେ ହାତୀମାନଙ୍କର ସୁରକ୍ଷା ବନ ବିଭାଗ ଠିକରେ କରି ପାରୁନାହିଁ ବୋଲି ସୂଚନା ମିଳିଛି । ଏଥିପାଇଁ ପୂର୍ବଥର ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ।