ଭାଇରାଲ ଭିଡିଓ

Mihir das ଙ୍କୁ ଝୁରି ଝୁରି କୁକୁର ଅବସ୍ଥା ହେଲା ସାଙ୍ଘାତିକ ଏହି ଭିଡିଓ ଦେଖିଲେ କାନ୍ଦି ପକାଇବେ

ମିହିର ଦାସ ଜଣେ ଅଲିଉଡ ଇଣ୍ଡଷ୍ଟ୍ରି ର ବର୍ଷୀୟାନ ଅଭିନେତା ଥିଲେ । ଜୀବନରେ ଅନେକ ଅଭିନୟ ଏବଂ ରିଆଳିଟି ସୋ କରିଥିଲେ । ଆଶାର ଆଲୋକରେ ପାଇଥିଲେ ସ୍ଵତନ୍ତ୍ର ପରିଚୟ । ସବୁ ବିବାଦୀୟ ଯୋଡ଼ି ର ମନ ମାଲିନ୍ୟ ସମାଧାନ କରୁଥିଲେ ମିହିର ଦାସ ।

ତେବେ ସେ ବର୍ତ୍ତମାନ୍ ସମୟରେ ନାହାନ୍ତି । ମିହିର ଦାସ ଙ୍କ ଦେହାନ୍ତ ପରେ ତାଙ୍କ କୁକୁର ଅବସ୍ଥା ହୋଇପଡିଛି ସାଙ୍ଘାତିକ । ମିହିର ଦାସ ଯେତିକି ମଣିଷ ପ୍ରେମୀ ଥିଲେ ସେତିକି କୁକୁର ପ୍ରେମୀ ମଧ୍ୟ । ଲୋକ ମାନଙ୍କୁ ଏତେ ଭଲ ପାଇ ଆଜିଯାଏଁ ଲୋକପ୍ରିୟ ହାସଲ କରିଥିଲେ ମିହିର ।

ମିହିର ଦାସ ଙ୍କ ମୃ-ତ୍ୟୁ ରେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ ବୋଲି ମତ ଦେଇଥିଲେ ଅନେକ ଫ୍ୟାନ ମାନେ  । ମିହିର ଦାସ ନିଜ ପୋଷା କୁକୁର କୁ ବହୁତ୍ ଭଲ ପାଉଥିଲେ । ତେବେ ମିହିର ଦାସ ଙ୍କ ଯିବ ପରେ କୁକୁର ଟି ଗଭୀର ଭାବେ ମର୍ମାହତ ହୋଇଛି ।

ତେବେ କୁକୁର ଟି ଶିଖାଇ ଦେଇଛି କୁକୁର ହେଲେ ମଧ୍ୟ ଯିଏ ଯାହାକୁ ଭଲ ପାଇବା ଦେଇଥାଏ ବା ଭଲ ପାଇଥାଏ ସେ ତା ପାଇଁ ଝୁରି ହୁଏ । ସେ ମଣିଷ ହେଉ କିମ୍ବା କୁକୁର ସମସ୍ତେ ସମାନ ଦେଖନ୍ତୁ ଏହି ଭିଡିଓ

Leave a Reply

Your email address will not be published. Required fields are marked *