ରିକ୍ସାବାଲା ପୁଅ ବୋଲି ଦେଇଥିଲେ ଅପମାନ ଦେଖନ୍ତୁ ପୁଅ ଜିଦିରେ ହେଲେ ଆଇଏଏସ ଅଫିସର
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସେଦିନ ସାଙ୍ଗ ସହ ତାଙ୍କ ଘରକୁ ଯାଇଥିଲେ ଗୋବିନ୍ଦ। ଆଉ ସେତେବେଳେ ସାଙ୍ଗର ବାପା ପଚାରିଲେ ତୁମ ବାପା କଣ କରୁଛନ୍ତି ? ଆଉ ଯେତେବେଳେ ଗୋବିନ୍ଦ କହିଥିଲେ ମୋ ବାପା ରିକ୍ସା ଚଲାଉଛନ୍ତି। ଆଉ ତା’ପରେ ବାପା ରିକ୍ସା ଟାଣନ୍ତି ବୋଲି ପୁଅକୁ ଅପମାନ ଦେଇଥିଲେ ସାଙ୍ଗର ବାପା। ହେଲେ ଏହି ଅପମାନକୁ ନ ଭୁଲି ପରିଶ୍ରମ କରି ପୁଅ ବନିଗଲା ଆଇଏଏସ ଅଫିସର। ଦେଖନ୍ତୁ ଆଇଏଏସ ଗୋବିନ୍ଦ ଜୟସ୍ବାଲଙ୍କ … Read more