ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ନିଶ୍ଚୟ ଭାବେ ଜାଣିଥିବେ।ଦୁହେଁ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ମନ କିଣି ନେଇଛନ୍ତି।
ସେ ବହୁତ ସୁନ୍ଦର ଚଳଚ୍ଚିତ୍ର ଏକାଠି କରିଛନ୍ତି।କାହାକୁ ଲୋକମାନଙ୍କୁ ପସନ୍ଦ ଆସିଥାଏ ଏବଂ ସୁପରହିଟ ହୋଇଥାଏ
ସେମାନେ “ମତେ ଆଣି ଦେଲୋ ଲକ୍ଷେ ଫଗୁଣ,କେବେ ତମେ ନାହଁ କେବେ ମୁଁ ନାହିଁ,ତୋର ମୋର ଯୋଡ଼ି ସୁନ୍ଦର,କେଉଁ ଦୁନିଆରୁ ଆସିଲ ବନ୍ଧୁ,ବାଏ ବାଏ ଦୁବାଇ,ପିଲାଟା ବିଗିଡ଼ି ଗଲା ଏହିପରି ଦୁଇ ଜଣ ଏକାଠି ମିଶି ସୁପରହିଟ ଚଳଚ୍ଚିତ୍ର କରି ସମସ୍ତଙ୍କ ମନରେ ଜାଗା ବନେଇଛନ୍ତୀ।
ସବ୍ୟସାଚୀ ଓ ଅର୍ଚ୍ଚିତା ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।ପୁରୀ ରେଲୱେ ଷ୍ଟେସନ ରୁ ଭିଡିଓ କରି ପୋଷ୍ଟ କରିଛନ୍ତି।ଯେତେବେଳେ ନୂଆ ବର୍ଷ ଆସିଥାଏ ସେଠାରେ ଯେତିକି ଟ୍ରେନ ଥାଏ ସମସ୍ତେ ହର୍ନ୍ ବଜାନ୍ତି।ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥାନ୍ତି।
ପୁରୀରେ ବାଣ ଫୁଟାଇ ସମସ୍ତେ ଖୁସିରେ ନୂତନ ବର୍ଷ ମନେଇଛନ୍ତି।ବହୁତ୍ ସୁନ୍ଦର ଦେଖା ଯାଉଛି।ଏବଂ ସେହି ଦୃଶ୍ୟକୁ କିଭଳି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପରିବାର ଲୋକଙ୍କ ସହିତ ଏଞ୍ଜୟ୍ କରୁଛନ୍ତି ସେହି ଭିଡିଓ କରି ସମସ୍ତଙ୍କୁ ନିଜ ଖୁସି ବାଣ୍ଟିଛନ୍ତି।
https://youtu.be/yrYgPCyOIeQ