ମୋଦି ଙ୍କୁ କିଏ ବା ନ ଜାଣେ, ମୋଦି ଏବେ ରାଜନୀତିଜ୍ଞ ଙ୍କ ଭିତରେ ଶୀର୍ଷ ଶ୍ରେଣୀ ରେ ଆସୁଛନ୍ତି ଆଉ ଦେଶ ତଥା ଦେଶ ବାହାର ମନ୍ତ୍ରୀ ନେତା ମାନେ ମଧ୍ୟ ଭାରତ ର ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ପ୍ରଶଂସା ରେ ଶତମୁଖ ହୋଇଥାନ୍ତି
ତେବେ ନିକଟ ରେ ଗୋଟେ କାମ ପାଇଁ ମୋଦି ଙ୍କୁ ପୁଣି ଥରେ ପ୍ରଶଂସା ର ଶୁଆ ଛୁଟିଛି , ଘଟଣା ଟି ହେଉଛି କାଶୀ ରେ ଶ୍ରମିକ ଙ୍କ ସମାରୋହ ରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦାନ ଦେଇଥିଲେ ଆଉ ସେଇଠି କାର୍ଯ୍ୟକ୍ରମ ଶେଷ ପରେ ସବୁ ଶ୍ରମିକ ଙ୍କ ସହ ଫୋଟୋ ଉଠା କାର୍ଯ୍ୟକ୍ରମ ଥିଲା
ମୋଦି ଙ୍କ ପାଇଁ ଗୋଟେ ଚଉକି ପକାଯାଇଥିଲା ଯାହା ସଭାସ୍ଥଳ ର ମଝିରେ ଥିଲା ଆଉ ତାଙ୍କୁ ସେଇଠି ବସି ନିଜ ଫୋଟୋ ଉଠେଇବା କର୍ଯ୍ୟକର୍ମ କରିବାର ଥିଲା ହେଲେ ମୋଦି ସେ ଚଉକି ଉଠେଇ ଚଟାଣ ରେ ବସି ପଡିଲେ ଆଉ ପାଖରେ ଥିବା ଶ୍ରମିକ ଙ୍କୁ ଡାକି ଫୋଟୋ ଉଠେଇବାକୁ ଡାକିଲେ
ଏହି ଭିଡିଓ ଏବେ ଇଣ୍ଟରନେଟ ରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି, ଆପଣ ବି ଦେଖନ୍ତୁ
https://twitter.com/LiveSambad/status/1479655854014009345?t=KPdzuBtK06OX8_o8GWFzXg&s=19
ତେବେ ଏହି ଭିଡିଓ ଦେଖି ଆପଣ ଙ୍କ ମତ କଣ ନିଶ୍ଚୟ କମେଣ୍ଟ ରେ ଲେଖି ଜଣେଇବେ