ମନୋରଞ୍ଜନ

Mihir das ଙ୍କ ମୃତ୍ୟୁ ରେ କାନ୍ଦି ପକେଇଲେ ରାଇ ମୋହନ, ଦେଖନ୍ତୁ video

ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ମିହିର ଦାସଙ୍କ ମୃ-ତ୍ୟୁ ପରେ ଅଭିନେତା ରାଇମୋହନ ବହୁତ କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଭଳି ମଣିଷ ଆଉ ଜନ୍ମ ହେବେ ନାହିଁ।ତାଙ୍କ ପରି ଅଭିନେତା ଜନ୍ମ ହେବେ ନାହିଁ।ହଜାର ବର୍ଷ ପରେ ଏହିପରି ମଣିଷ ବା ଅଭିନେତା ଜନ୍ମ ହୁଅନ୍ତି।

ମିହିର ଦାସ ତାଙ୍କୁ ସାଙ୍ଗ ବୋଲି ଡାକୁଥିଲେ।ରାଇମୋହନ କେବେ ଭୁଲିବେ ନାହିଁ।ତାଙ୍କ ଅମର ଆତ୍ମାର ସଦଗତି ହେଉ କହି କାନ୍ଦିଥିଲେ।ସିଏ ଯେଉଁଠି ବି ଅଛନ୍ତି ଭଲରେ ରୁହନ୍ତୁ।ମିଡ଼ିଆ ରେ ଯେତେବେଳେ କହିଲେ ଓଲିଉଡ଼ କୁ ଅଭିଶାପ ପଡ଼ିଛି କି?କିନ୍ତୁ ରାଇମୋହନ କହିଥିଲେ ଯିଏ ଆସିଥାନ୍ତି ସେ ଦିନେ ନା ଦିନେ କାମ ସାରି ଯିବେ।

ମିହିର ଦାସ ଙ୍କ ପରେ ଆଉ ଦୁଇ ଚାରି ଜଣ ଲୋକ ସେହି ସମୟର ଅଛନ୍ତି।କଣ ହେବ,କଣ ନ ହେବ କେହି ଜାଣି ନାହାନ୍ତି।କିନ୍ତୁ ମିହିର ଦାସ୍ ଏତେ ଶୀଘ୍ର ଯିବା ଟା ଦୁଃଖ ବହୁତ ଲାଗୁଛି।ମିହିର ଦାସ ଅମର ରୁହନ୍ତୁ। ସାରା ଓଡ଼ିଶା ଆଜି ଝୁରୁଛି ମିହିର ଦାସ୍ ଙ୍କ ମୃ-ତ୍ୟୁ ଖବର ଶୁଣି।

ରାଇମୋହନ କହିଥିଲେ ସେ ଭଳି କଳାକାର ଆଉ ଜନ୍ମ ହେବେ ନାହିଁ।ତାଙ୍କ ଗୁଣ କହିଲେ ବି ରାତି ପାହିଯିବ ସରିବ ନାହିଁ।ରାଇମୋହନ ମିହିର ଦାସ ଙ୍କ ଶେଷ ଦର୍ଶନ କରିବା ପାଇଁ ଆସିଛନ୍ତି।ଏହା କହି ଅଭିନେତା ରାଇମୋହନ କାନ୍ଦି ପକେଇଥିଲେ।

Leave a Reply

Your email address will not be published. Required fields are marked *