ଏବେ ମଧ୍ୟ ଆଇସିଇୟୁ ରେ ଭର୍ତି ହୋଇଛନ୍ତି” ବଚପନ କା ପ୍ୟାର ମେରୀ ଭୁଲ୍ ନେହି ଜାନା ରେ”ଗାଉଥିବା ସହଦେବ। ଆକ୍ସିଡେନ୍ଟ ରେ ତାଙ୍କ ମୁଣ୍ଡ ମାଡ଼ ହୋଇ ଯାଇଛି।ଏହି ଗୀତ ଗାଇ ଫେମସ୍ ହୋଇଥିଲେ ସହଦେବ।ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି।ମୁଣ୍ଡରେ ୮ ଟି ସ୍ତିଜ୍ ପଡ଼ିଛି।
କିନ୍ତୁ ଏବେ ସେ ହୋଶ୍ ରେ ଅଛନ୍ତି। ଘର ଲୋକ ସମସ୍ତଙ୍କ ସହିତ କଥା ହେଉଛନ୍ତି।ସହଦେବଙ୍କ ପାଖ ଲୋକ ଦୁ-ର୍ଘ-ଟ-ଣା ହେବା ପରେ ମଙ୍ଗଳବାର ରାତିରୁ ବୁଧୁବାର ଯାଏଁ ୬ ଥର କଲ୍ କରି ସହଦେବ ସୁସ୍ଥ ଅଛନ୍ତି କି ନାହିଁ ବୁଝୁଛନ୍ତୁ।
ବାଦଶା କହିଛନ୍ତି ଯାହା ବି ଅସୁବିଧା ହେବ,ଯାହାବି ଜରୁରୀ ଦରକାର ସହାଦେବଙ୍କ ଘର ଲୋକ ତାଙ୍କ ସହିତ କଥା ହୋଇପାରିବେ।ଦେଶ ରେ କେଉଁଠି ବି କେଉଁଠି ହସ୍ପିଟାଲରେ ଭଲ ଚିକିତ୍ସା ପାଇଁ ତାଙ୍କ ଟିମ୍ ସାହାଯ୍ୟ କରିବେ।୧ ଟିମ୍ ରାୟପୁର ରେ ସହଦେବଙ୍କୁ ଦେଖିବା ପାଇଁ ପହଁଚି ଗଲେଣି।
https://youtu.be/ghfm6qOArmU
ସହଦେବଙ୍କ ଘର ଲୋକ କହୁଛନ୍ତି ଏବେ ହସ୍ପିଟାଲରେ ଭଲ ଚିକିତ୍ସା କରାଯାଉଛି। ଡାକ୍ତର,ନର୍ସ ଓ ହସ୍ପିଟାଲର ଷ୍ଟାଫ୍ ମାନେ ସହଦେବଙ୍କ ପାଖରେ ଅଛନ୍ତି।କିନ୍ତୁ ବେଶୀ ଦେହ ଖରାପ୍ ହେଇଯିବ ବୋଲି ରିଷ୍କ୍ ନେବା ପାଇଁ ଚାହାଁ ନ୍ତିନୀ।ସେଥିପାଇଁ ବୁଧୁବାର ଦିନ ସନ୍ଧ୍ୟା ବେଳେ ରାୟପୁର ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ପଠା ଯାଇଛି।