Ollywood

ହଠାତ୍ ସାତ୍ୟକି ମିଶ୍ରଙ୍କ ମୁଁହ କେମିତି ହୋଇଗଲା ବଙ୍କା, ଲୁଚାଇ ରଖିଥିଲେ ଏତେ ବଡ଼ କଥା…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତାମାନଙ୍କ ମଧ୍ୟରୁ ଅଭିନେତା ସାତ୍ୟକି ମିଶ୍ରଙ୍କୁ ତ ଜାଣିଥିବେ ।

ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତା ସାତ୍ୟକି ମିଶ୍ର ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଅଭିନେତା ସାତ୍ୟକି ମିଶ୍ରଙ୍କୁ ନେଇ ଏବେ କିଛି ଖବର ଆସିଛି ।

ଅଭିନେତା ସାତ୍ୟକି ମିଶ୍ର ପ୍ରାୟ ଏକ ବର୍ଷ ହେବ ଫିଲ୍ମ୍ କରୁ ନାହାଁନ୍ତି । ସେ ଆଉ ସିନେମା ଜଗତରେ ଦେଖା ଯାଉ ନାହାଁନ୍ତି । ଏବେ ଏହି ଅଭିନେତା ଜଣକ ଏବେ ନଜର ଆସିଛନ୍ତି ।

ଏହି ଅଭିନେତା ଜଣକ ଖଳନାୟକ ଭୂମିକାରେ ଅଭିନୟ କରନ୍ତି । କିନ୍ତୁ ସେ ଅନେକ ଦିନ ହେଲା ଆଉ ଅଭିନୟ କରୁ ନାହାଁନ୍ତି । ସେ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ଅଭିନେତା ସାତ୍ୟକି ମିଶ୍ର ଏବେ ଏକ ଭିଡିଓ ଦ୍ଵାରା ଅନେକ କିଛି କଥା ଲୋକମାନଙ୍କୁ କହିଛନ୍ତି ।

ଏହି ଅଭିନେତା ଜଣକ ଏବେ ମୁଖ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଆଉ ସେ ଯେତେବେଳେ ଜାଣିଥିଲେ କି ସେ ମୁଖ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ସେ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ।

ଅଭିନେତା ସାତ୍ୟକି ମିଶ୍ର ଏବେ ମୁଖ କର୍କଟ ରୋଗ ପାଇଁ ଅପରେସନ ହୋଇଛନ୍ତି । ଆଉ ସେ ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି । ଅଭିନେତା ସାତ୍ୟକି ମିଶ୍ରଙ୍କ ମୁହଁ ବଙ୍କା ହୋଇଯାଇଛି ।

ସେ ଏବେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେଣି । ଅଭିନେତା ସାତ୍ୟକି ମିଶ୍ର ଭିଡିଓ ମାଧ୍ୟମରେ କହିଛନ୍ତି କେହି ନିଶା ସେବନ କରନ୍ତୁ ନାହିଁ । ଦୟାକରି କେହି ତବାଖୁ ଖାଆନ୍ତୁ ନାହିଁ ଆଉ ସିଗାରେଟ ଟାଣନ୍ତୁ ନାହିଁ ।

ତବାଖୁ ଖାଇବା ଦ୍ବାରା ଆଜି ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ଏବେ ସେ ଠିକରେ କଥା ମଧ୍ୟ କହି ପାରୁ ନାହାଁନ୍ତି । ଏବେ ଅଭିନେତା ସାତ୍ୟକି ମିଶ୍ରଙ୍କ ଏହି ଭିଡିଓ ଏବଂ ତାଙ୍କ ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଭିନେତା ଜଣକ ଏବେ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *