GadgetsLatestNews

ଦେଖନ୍ତୁ ଏମିତି କଣ ହେଲାଯେ ସ୍କୁଲରେ ପାଠ ପଢ଼ାଉଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ!!

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ପାଇ ପାରୁଛନ୍ତି ।

ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ଜୀବନ ଆଉ ତାଙ୍କ ପାଠପଢା ଏବଂ ସେମାନେ ଏବେ କଣ କରୁଛନ୍ତି ଏଭଳି ଅନେକ କଥା ଆପଣମାନେ ଜାଣି ପାରୁଛନ୍ତି ।ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ।

ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଏବେ ସ୍କୁଲରେ ଦେଖିବାକୁ ମିଳିଛି । ଏହି ଅଭିନେତ୍ରୀ ଜଣକ ସ୍କୁଲରେ ଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଲା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ଅନେକ କଥା ଆସୁଛି ।ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବେ କେଉଁ ପରିସ୍ଥିତିରେ ପଡି ସ୍କୁଲରେ ପାଠ ପଢ଼ାଉଛନ୍ତି ଏବଂ ତାଙ୍କର କଣ ହୋଇଛି ଏଭଳି ଅନେକ କଥା ଏବେ ଆସୁଛି

ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୟ ଦେଖିବାକୁ ଲୋକମାନେ ଭଲ ପାଆନ୍ତି କିନ୍ତୁ ଏହି କିଛିଦିନ ହେବ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୟ ଦେଖିବାକୁ ମିଳି ନାହିଁ । ଆଉ ତାଙ୍କର କିଛି ଫିଲ୍ମ୍ ଆସି ନାହିଁ । ଏବେ ସେ ତାଙ୍କ ଗାଁରେ ଅଛନ୍ତି ବୋଲି ଜଣାପଡିଛି । ଅଭିନେତ୍ରୀ ଜଣକ ତାଙ୍କ ଗାଁରେ ଥିବାର ଭିଡିଓ ମଧ୍ୟ ଆସିଛି । ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେହି ଫଟୋରେ ଅଭିନେତ୍ରୀ ଜଣକ ଶିକ୍ଷୟତ୍ରୀ ଭଳି ଦେଖା ଯାଉଥିଲେ ।

ଏଲିନା ସାମନ୍ତରାୟ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ ପାଠ ପଢ଼ାଉଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ଷଷ୍ଠ, ସପ୍ତମ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବୋଲି ଖବର ଆସିଛି । ଅଭିନେତ୍ରୀ ଜଣକ ସ୍କୁଲରେ ପାଠ ପଢ଼ାଇବା ଖବର ସତ କିନ୍ତୁ ଏହା ପ୍ରକୃତରେ ବା ସତ୍ୟ ନୁହେଁ । ଏଲିନା ସାମନ୍ତରାୟଙ୍କ ଅଭିନୀତ ଆଗକୁ ଏକ ଫିଲ୍ମ୍ ଆସିବାକୁ ଯାଉଛି । ଆଉ ଏହି ଫିଲ୍ମର ସୁଟିଂ ସେଟର ଏହି ଦୃଶ୍ୟ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *