ଏବେ ବି ଭଗବାନ ମଣିଷ ରୂପ ନେଇ ପୃଥିବୀ ପୃଷ୍ଠରେ ଆସି କେତେ ଚମତ୍କାର ଦେଖାଇଥାନ୍ତି।ଯଦି ଭଗବାନଙ୍କ ରୂପ ଧାରଣ ବିଷୟରେ ଆଲୋଚନା କରିବା ତାହେଲେ ପ୍ରଥମେ ଆମ ମନରେ ନାଁ ଆସେ ଯଶୋଦା ମାଙ୍କ ପୁଅ କାହ୍ନା,.…
କେତେ ଚମତ୍କାର ଦେଖାଇଛନ୍ତି।ମଥୁରା ଆଉ ବୃନ୍ଦାବନରେ ପ୍ରମାଣ ରହିଛି।ମଥୁରାର ଏକ ଗ୍ରାମରେ ଏତେ ବି ପ୍ରସିଦ୍ଧ ନୁହେଁ।କିନ୍ତୁ ଗୋଟେ ପିଲା ପାଇଁ ଧିରେ ଧୀରେ ପ୍ରସିଦ୍ଧ ହେବାକୁ ଲାଗିଲାଣି।
ସଡ଼କ ପାଖରେ ଏକ ନୂଆ ଜନ୍ମ ହୋଇଥିବା ଶିଶୁ ମିଳିଥିଲା।କେହି ଜାଣିନଥିଲେ କୋଉଠୁ ଆସିଛି।ସେପଟେ ଯାଉଥିବା ଗୋଟେ ବ୍ୟକ୍ତି ସେ ପିଲା କୁ ଦେଖି ତା ଆଡକୁ ଟାଣି ହେଇଗଲା।
ଏବଂ ତାକୁ ନେଇ ଅନାଥ ଆଶ୍ରମରେ ଛାଡ଼ି ଦେଇଆସିଲେ।ମଥୁରାର ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷ ହେବ ଛୁଆ ହେଉନଥିଲା ତେଣୁ ସେ ସେହି ପିଲାକୁ ଅନାଥ ଆଶ୍ରମରୁ ନେଇ ଆସିଥିଲେ।ଛୁଆଟି ଏତେ ସୁନ୍ଦର ଥିଲା କାହାର ଆଖି ହଟୁନଥିଲା।ଗାଁର ଲୋକମାନେ କହିଛନ୍ତି ଇଏ ତ କାହ୍ନାର ଦ୍ଵିତୀୟ ରୂପ।
ଯେବେଠୁ ଆସିଛି ଲୋକଙ୍କ ର କେତେ ଦୁଃଖ ଦୂର ହୋଇଗଲାଣି।ଏବଂ ସେ ଛୁଆଟି ପାଖରେ ପଶୁ ମାନେ ବି ଅସିକି ବସୁଛନ୍ତି।ଏ
ଘଟଣାଟି ଦିନ ସମୟରେ ଛୁଆଟିର ମା ରୋଷେଇ କରୁଥିଲେ ଏବଂ ଛୁଆଟି ବାହାରେ ବାରଣ୍ଡାରେ ବସି ଖେଳୁଥିଲା।କେତେ ପଶୁ ଆସି ତା ପାଖରେ ବସିଲେ।ଗାଁ ଲୋକ ମାନେ ଦେଖି ତା ମା କୁ ଡାକିଲେ ।
ମା ଆସି ଦେଖିଲା ଛୁଆ ଟି ପାଖରେ ସାପ ଆସି ବସିଛନ୍ତି।ଏସବୁ ଦେଖି ଡରିଗଲେ।କିନ୍ତୁ କିଛି ସମୟ ପରେ ସେଠୁ ସେମାନେ ଚାଲିଗଲେ।ତାପରେ ଜନ୍ମାଷ୍ଟମୀ ହୋଇଥିଲା ସେତେବେଳେ ପିଲାଟି ୮ ମାସର ହୋଇଯାଇଥିଲା।ଛୁଆଟି ରୋଷେଇ ଘରେ ବସି ଲହୁଣୀ ଖାଉଛି।
ଏବଂ ଆହୁରି ବହୁତ କିଛି କାମ କରିଥିଲା ଯାହାକି ୮ ମାସର ପିଲା କରିବେ ନାହିଁ।ତାପରେ ଛୁଆଟି ର ମା ଓ ବାପା କହିଲେ ଇଏ ସାଧାରଣ ଛୁଆ ନୁହେଁ ।ଇଏ ସ୍ଵୟଂ ଶ୍ରୀକୃଷ୍ଣ ହିଁ।ତାପରେ କହିଲେ ଯଦି ଆପଣ ସତରେ ଆମ ଘରେ ଅଛନ୍ତି ତାହେଲେ ଆମକୁ ପ୍ରମାଣ ଦିଅନ୍ତୁ।ଏବେ ସେହି ଛୁଆ ୧୬ ବର୍ଷ ର ହୋଇଗଲାଣି କିନ୍ତୁ ସେ ଏବେ ବି ଚମତ୍କାର ଦେଖାଉଛି!