ଶାଳୀ ଙ୍କ ତିର ରେ ଘାଇଲା ହେଲେ Actor Sabyasachi mishra ଦେଖନ୍ତୁ ସେହି ସମୟର ଦୃଶ୍ୟ
ଆଜିକାଲି ସମସ୍ତେ ସର୍ଟ ଭିଡିଓ କରିବାକୁ ପସନ୍ଦ କରୁଥିବା ବେଳେ କେହି ଏହାଠାରୁ ବାଦ୍ ପଡୁ ନାହାନ୍ତି । ସମସ୍ତେ ଏହାକୁ କରିବାକୁ ପସନ୍ଦ କରିଥାନ୍ତି । ସମସ୍ତଙ୍କ ମଧ୍ୟରେ ଅଭିନେତା ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ସୋସିଆଲ ମିଡିଆରେ ସବ୍ୟସାଚୀ ଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏବଂ ତାଙ୍କ ଶାଳୀ ସାମ୍ନାକୁ ଆସିଛନ୍ତି । ସବ୍ୟସାଚୀ ଙ୍କୁ ତାଙ୍କ ଶାଳୀ ଧନୁ ତୀର ମାରିଥିବା ବେଳେ ସବ୍ୟସାଚୀ ଙ୍କ ଦେହରେ … Read more