ଆସିଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଲିଷ୍ଟ ଦେଖନ୍ତୁ ମିଳିବ କେଉଁସବୁ ମେଡିକାଲରେ ସୁବିଧା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଓଡିଶାର ବହୁ ସାରା ଜିଲ୍ଲାରେ ମଧ୍ଯ କାର୍ଡ ବଣ୍ଟନ ସରିଲାଣି।ଏହି କାର୍ଡ ଟି ସମସ୍ତଙ୍କ ପାଖରେ ମଧ୍ୟ ରହିଛି।କିନ୍ତୁ ସାଧାରଣରେ ଚିକିତ୍ସା କରିବାକୁ ହେଲେ ସରକାରୀ ହସ୍ପିଟାଲ ରେ ଚିକିତ୍ସା ମିଳିଯାଉଛି। କିନ୍ତୁ ଏହି କାର୍ଡରେ ପ୍ରାଇଭେଟ୍ ହସ୍ପିଟାଲ ରେ ମଧ୍ୟ ଚିକିତ୍ସା ମିଳିପାରିବ। ଓଡିଶାର କେଉଁ ହସ୍ପିଟାଲରୁ ପ୍ରାଇଭେଟ୍ ରେ ଚିକିତ୍ସା କରିପାରିବେ ଏବଂ ପଇସା ଦେବାକୁ ମଧ୍ୟ ପଡିବନାହିଁ। ଯାହା ବି ପଇସା ଖର୍ଚ୍ଚ ହେବ ସରକାର … Read more