ଯେତେବେଳେ ହଠାତ Odisha ର ଏହି ଗାଁ ରେ ବାହାରିଲା ଏହି ବିଷାକ୍ତ ସାପ ସେତେବେଳେ ହଠାତ ଲୋକମାନେ କରିଦେଲେ ଏମିତି କାମ ଜାଣିଲେ ହୋସ ଉଡିଯିବ
ଆମ ଓଡ଼ିଶାର ସବୁଠୁ ପୁରାତନ ଗାଁ କପ୍ତିପଦା ଠାରେ ଏକ ବିଷାକ୍ତ ସାପ ଦେଖା ଯାଇଥିଲା ଯାହା ଜଣଙ୍କ ଘରେ ପଶିଯାଇ ତାଙ୍କ ଘରଭିତରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା l ତେବେ ସୂଚନା ଅନୁସାରେ ସେହି ସାପଟି ଯାଇ ସେମାନଙ୍କ ଘରେ ଥିବା ଠାକୁରଙ୍କ ଫଟୋ ପାଖରେ ଯାଇ ଅନେକ ସମୟ ହେବ ସେହିଁ ସ୍ଥାନ ରେ ରହିଥିଲା ଯେଉଁ କାରଣରୁ ସେମାନେ ସମସ୍ତେ ସେହି ସାପକୁ ଭଗବାନଙ୍କ ସ୍ୱରୂପ ବୋଲି ବିଶ୍ୱାସ କରି ଥିଲେ … Read more