ଆସିଲା ପ୍ରବଳ ଖରା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଘରୁ ବାହାରିଲେ ହଇରାଣ ହେବେ ଏହି ୯ ଜିଲ୍ଲା
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗ ବିଷୟରେ ସୂଚନା ପାଇପାରିବେ । ଏବେ ପାଣିପାଗକୁ ନେଇ କିଛି ନୂଆ ଅପଡେଟ ଆସିଛି । ଏବେ ସାରା ରାଜ୍ୟରେ ମୁଣ୍ଡଫଟା ଖରା ଆଉ ଗୁଳୁଗୁଳି ହେଉଛି । ଏବେ ଆହୁରି ଅତ୍ୟଧିକ ଖରା ହେଉଛି । ଏହି ଖରା ପାଇଁ ଅନେକ ସତର୍କ ସୂଚନା ଜାରି କରାଯାଇଛି । … Read more