ମହିଳା ଙ୍କୁ Naveen Pattnaik ଦେଲେ ନୂଆ ବର୍ଷ ଭେଟି ସବୁ ମହିଳା ପାଇବେ ଟଙ୍କା

ଗାଁରେ ଏବେ ମିଶନ ଶକ୍ତି ବ୍ୟାଙ୍କ ଓ ପୋର୍ଟାଲ୍ ରେ ମିଳିବ ବହୁତ୍ ପ୍ରକାର ଲାଭ।ଗାଁରେ ଏ ସେ ଜି ବ୍ୟାଙ୍କ ହେବ।ମା ମାନଙ୍କୁ ମିଳିବ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।ସରକାରଙ୍କ ଠୁ ମହିଳା ମାନଙ୍କୁ ଋଣ ବ୍ୟବସ୍ଥା ରୁ ମଧ୍ୟ ସୁବିଧା ରହିଛି। ପ୍ରଥମ ପର୍ଯ୍ୟରେ ସରକାରଙ୍କ ତରଫରୁ ଅଂଶ ଗ୍ରହଣ କରୁଥିବା ମହିଳା ମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବେ।୬ ହଜାର କୋଟି ଟଙ୍କା ଋଣ … Read more